ଯଥାଶୀଘ୍ର ସାରିଦିଅନ୍ତୁ ସମସ୍ତ ବ୍ୟାଙ୍କ କାମ, ଅକ୍ଟୋବରରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ….

The Sakala Picture
Published On

ନୂଆଦିଲ୍ଲୀ: ଆପଣଙ୍କର ରହିଯାଇଛି କି କିଛି ବ୍ୟାଙ୍କ କାମ, ତେବେ ବିଳମ୍ବ ନ କରି ଯଥାଶୀଘ୍ର ସାରିଦିଅନ୍ତୁ ସମସ୍ତ କାମ । କାରଣ ଆସନ୍ତା ଅକ୍ଟୋବର ମାସର ପ୍ରାୟ ୨୧ ଦିନ ଦେଶରେ ବନ୍ଦ ରହିପାରେ ବ୍ୟାଙ୍କ । ସେପ୍ଟେମ୍ବର ୩୦ ସୁଧା ସାରିଦିଆନ୍ତୁ ସମସ୍ତ ବ୍ୟାଙ୍କ କାମ । ଦଶହରା ଏବଂ ବିଭିନ୍ନ ପର୍ବପର୍ବାଣୀ ପାଇଁ ବ୍ୟାଙ୍କ କର୍ମଚାରୀଙ୍କ ଛୁଟି ରହିବ । ଆସନ୍ତା ଅକ୍ଟୋବର ମାସରେ ସାପ୍ତାହିକ ରବିବାର ଓ ଦ୍ବିତୀୟ ଓ ଚତୁର୍ଥ […]

ନୂଆଦିଲ୍ଲୀ: ଆପଣଙ୍କର ରହିଯାଇଛି କି କିଛି ବ୍ୟାଙ୍କ କାମ, ତେବେ ବିଳମ୍ବ ନ କରି ଯଥାଶୀଘ୍ର ସାରିଦିଅନ୍ତୁ ସମସ୍ତ କାମ । କାରଣ ଆସନ୍ତା ଅକ୍ଟୋବର ମାସର ପ୍ରାୟ ୨୧ ଦିନ ଦେଶରେ ବନ୍ଦ ରହିପାରେ ବ୍ୟାଙ୍କ । ସେପ୍ଟେମ୍ବର ୩୦ ସୁଧା ସାରିଦିଆନ୍ତୁ ସମସ୍ତ ବ୍ୟାଙ୍କ କାମ । ଦଶହରା ଏବଂ ବିଭିନ୍ନ ପର୍ବପର୍ବାଣୀ ପାଇଁ ବ୍ୟାଙ୍କ କର୍ମଚାରୀଙ୍କ ଛୁଟି ରହିବ ।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ଆସନ୍ତା ଅକ୍ଟୋବର ମାସରେ ସାପ୍ତାହିକ ରବିବାର ଓ ଦ୍ବିତୀୟ ଓ ଚତୁର୍ଥ ଶନିବାର, ଦଶହରା, ମହାଳୟା, ଆଦି ଛୁଟି ଦିନକୁ ମିଶାଇ ୨୧ ଦିନ ବ୍ୟାଙ୍କ ବନ୍ଦ ରହିପାରେ ବୋଲି ସୂଚନା ମିଳିଛି । ୨୧ ଛୁଟି ମଧ୍ୟରୁ ୧୪ଟି ଛୁଟି ଆରବିଆଇ ଘୋଷଣା କରିଛି। ତେଣୁ ଅକ୍ଟୋବର ମାସ ପୂର୍ବରୁ ଆପଣଙ୍କର ଯଦି କିଛି ଗୁରୁତ୍ୱପୂର୍ଣ୍ଣ କାମ ରହିଯାଇଛି ତେବେ ଯଥାଶୀଘ୍ର ସାରିଦିଅନ୍ତୁ ।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର