ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ୟୁକ୍ରେନରେ ଯୁଦ୍ଧବିରତି ଘୋଷଣା କଲା ଋଷ୍

The Sakala Picture
Published On

କିଭ୍ : ଋଷ୍ ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେଇ । ଏହି ଲଢେଇ ମଧ୍ୟରେ ଋଷରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅସ୍ତ୍ରବିରତି ଘୋଷଣା କରିଛନ୍ତି ପୁଟିନ୍ । ୟୁକ୍ରେନର ଦୁଇ ସହରରରେ ଅସ୍ତ୍ର ବିରତି ଘୋଷଣା କରିଛି ଋଷ୍ । ଭାରତୀୟ ସମୟ ଅନୁସାରେ ସାଢେ ୧୧ଟାରୁ ଦୁଇ ଘଣ୍ଟା ପାଇଁ ଅସ୍ତ୍ର ବିରତି ଘୋଷଣା କରିଛି ଋଷ୍ । ସୂଚନା ଅନୁସାରେ ଫେବ୍ରୁଆରୀ ୨୪ରେ ୟୁକ୍ରେନ ବିପକ୍ଷରେ ସ୍ୱତନ୍ତ୍ର ସେନା […]

କିଭ୍ : ଋଷ୍ ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେଇ । ଏହି ଲଢେଇ ମଧ୍ୟରେ ଋଷରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅସ୍ତ୍ରବିରତି ଘୋଷଣା କରିଛନ୍ତି ପୁଟିନ୍ । ୟୁକ୍ରେନର ଦୁଇ ସହରରରେ ଅସ୍ତ୍ର ବିରତି ଘୋଷଣା କରିଛି ଋଷ୍ । ଭାରତୀୟ ସମୟ ଅନୁସାରେ ସାଢେ ୧୧ଟାରୁ ଦୁଇ ଘଣ୍ଟା ପାଇଁ ଅସ୍ତ୍ର ବିରତି ଘୋଷଣା କରିଛି ଋଷ୍ । ସୂଚନା ଅନୁସାରେ ଫେବ୍ରୁଆରୀ ୨୪ରେ ୟୁକ୍ରେନ ବିପକ୍ଷରେ ସ୍ୱତନ୍ତ୍ର ସେନା ଅପରେସନର ନିର୍ଦ୍ଦେଶ ଦେଇଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ପୁଟିନଙ୍କ ଏହି ନିର୍ଦ୍ଦେଶ ପରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ ଜାରି ରଖିଛି ଋଷ । ୟୁକ୍ରେନର ବିଭିନ୍ନ ସହର ଉପରେ ମିଜାଇଲ ଓ ରକେଟ ମାଡ କରିଛି ଋଷ । ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଫସି ରହିଥିବା ଭରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ ଗଙ୍ଗା । ଅପରେସନ ଗଙ୍ଗା ମାଧ୍ୟମରେ ହଜାର ହଜାର ଭାରତୀୟ ଯୁଦ୍ଧଭୂମିରୁ ଜନ୍ମଭୂମିକୁ ଫେରୁଛନ୍ତି ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

05 Mar 2022 By The Sakala

ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ୟୁକ୍ରେନରେ ଯୁଦ୍ଧବିରତି ଘୋଷଣା କଲା ଋଷ୍

କିଭ୍ : ଋଷ୍ ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେଇ । ଏହି ଲଢେଇ ମଧ୍ୟରେ ଋଷରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅସ୍ତ୍ରବିରତି ଘୋଷଣା କରିଛନ୍ତି ପୁଟିନ୍ । ୟୁକ୍ରେନର ଦୁଇ ସହରରରେ ଅସ୍ତ୍ର ବିରତି ଘୋଷଣା କରିଛି ଋଷ୍ । ଭାରତୀୟ ସମୟ ଅନୁସାରେ ସାଢେ ୧୧ଟାରୁ ଦୁଇ ଘଣ୍ଟା ପାଇଁ ଅସ୍ତ୍ର ବିରତି ଘୋଷଣା କରିଛି ଋଷ୍ । ସୂଚନା ଅନୁସାରେ ଫେବ୍ରୁଆରୀ ୨୪ରେ ୟୁକ୍ରେନ ବିପକ୍ଷରେ ସ୍ୱତନ୍ତ୍ର ସେନା ଅପରେସନର ନିର୍ଦ୍ଦେଶ ଦେଇଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ପୁଟିନଙ୍କ ଏହି ନିର୍ଦ୍ଦେଶ ପରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ ଜାରି ରଖିଛି ଋଷ । ୟୁକ୍ରେନର ବିଭିନ୍ନ ସହର ଉପରେ ମିଜାଇଲ ଓ ରକେଟ ମାଡ କରିଛି ଋଷ । ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଫସି ରହିଥିବା ଭରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ ଗଙ୍ଗା । ଅପରେସନ ଗଙ୍ଗା ମାଧ୍ୟମରେ ହଜାର ହଜାର ଭାରତୀୟ ଯୁଦ୍ଧଭୂମିରୁ ଜନ୍ମଭୂମିକୁ ଫେରୁଛନ୍ତି ।

https://www.thesakala.in/national-international/russia-declares-partial-ceasefire-to-allow-humanitarian-corridors-in-ukraine/article-9707
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର