ବିଷ ଓଗାଳିଲେ ରାଜ୍ୟପାଳ ସତ୍ୟପାଲ ମଲିକ: କହିଲେ ମୋଦୀ ଜଣେ ଅଂହକାରୀ ବ୍ୟକ୍ତି

The Sakala Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବିଷ ଓଗାଳିଛନ୍ତି ମେଘାଳୟ ରାଜ୍ୟପାଳ ତଥା ବିଜେପି ନେତା ସତ୍ୟପାଲ ମଲିକ। ମୋଦୀ ଜଣେ ଅହଂକାରୀ ବ୍ୟକ୍ତି ଏବଂ ତାଙ୍କ ସହ ମୋର ଝଗଡ଼ା ହୋଇଛି ବୋଲି ସତ୍ୟପାଲ ହରିୟାଣାର ଦାଦ୍ରି ଠାରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କହିଛନ୍ତି। ସେ ମୋଦୀଙ୍କୁ କୃଷକମାନଙ୍କ ସମସ୍ୟା ଏବଂ ଚାଷୀ ଆନ୍ଦୋଳନ ସମ୍ପର୍କରେ କହିବାକୁ ଯାଇଥିଲା ବେଳେ ମୋଦୀ ଯେଭଳି ଆଚରଣ ଦେଖାଇଥିଲେ ତଦ୍ବାରା ସେ କେତେଦୂର ଅହଂକାରୀ […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବିଷ ଓଗାଳିଛନ୍ତି ମେଘାଳୟ ରାଜ୍ୟପାଳ ତଥା ବିଜେପି ନେତା ସତ୍ୟପାଲ ମଲିକ। ମୋଦୀ ଜଣେ ଅହଂକାରୀ ବ୍ୟକ୍ତି ଏବଂ ତାଙ୍କ ସହ ମୋର ଝଗଡ଼ା ହୋଇଛି ବୋଲି ସତ୍ୟପାଲ ହରିୟାଣାର ଦାଦ୍ରି ଠାରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କହିଛନ୍ତି। ସେ ମୋଦୀଙ୍କୁ କୃଷକମାନଙ୍କ ସମସ୍ୟା ଏବଂ ଚାଷୀ ଆନ୍ଦୋଳନ ସମ୍ପର୍କରେ କହିବାକୁ ଯାଇଥିଲା ବେଳେ ମୋଦୀ ଯେଭଳି ଆଚରଣ ଦେଖାଇଥିଲେ ତଦ୍ବାରା ସେ କେତେଦୂର ଅହଂକାରୀ ତାହା ସ୍ପଷ୍ଟ ହୋଇଛି ବୋଲି ସତ୍ୟପାଲ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ନିକଟରେ ସେ ପ୍ରଧାନମନ୍ତ୍ରୀଙ୍କ ଭେଟିବାକୁ ଯାଇଥିଲା ବେଳେ ତାଙ୍କୁ ଚାଷୀ ଆନ୍ଦୋଳନ ସମ୍ପର୍କରେ କହିଥିଲେ। ଚାଷୀଙ୍କ ଦୀର୍ଘ ଏକ ବର୍ଷର ଆନ୍ଦୋଳନରେ ପ୍ରାୟ ୫୦୦ ରୁ ଅଧିକ ଚାଷୀଙ୍କ ମୃତ୍ୟୁ ହୋଇଛି ବୋଲି କହିଥିଲେ। ହେଲେ ଏହାକୁ ନେଇ ମୋଦୀ ଯେଉଁ ଉତ୍ତର ରଖିଥିଲେ ତାହା ସମସ୍ତଙ୍କୁ ଆଚମ୍ବିତ କରିବ ବୋଲି ସତ୍ୟପାଲ କହିଛନ୍ତି। ସତ୍ୟପାଲଙ୍କ ପ୍ରଶ୍ନକୁ ନେଇ ‘ଚାଷୀମାନେ କ’ଣ ମୋ ଯୋଗୁଁ ମରିଛନ୍ତି କି ’ ବୋଲି ମୋଦୀ ସତ୍ୟପାଲଙ୍କୁ ଓଲଟା ପ୍ରଶ୍ନ କରିଥିଲେ। ତେବେ ଏଥିରେ ବିଚଳିତ ନ ହୋଇ ସତ୍ୟପାଲ ଏଥିରେ ହଁ ଭରିଥିଲେ। କାରଣ ମୋଦୀ ଯେତେବେଳେ ଦେଶର ରାଜା ସେତେବେଳେ ଚାଷୀଙ୍କ ମୃତ୍ୟୁ ପାଇଁ ଆଉ କିଏ ଦାୟୀ ରହିବ ବୋଲି ସତ୍ୟପାଲ ମୋଦୀଙ୍କୁ ପ୍ରଶ୍ନ କରିଥିଲେ। ତେବେ ଏହି ସମୟରେ ମୋଦୀ ଅତି ଅହଂକାରୀ ଭଳି ଲାଗୁଥିଲେ ଏବଂ ତାଙ୍କ ସହ ସତ୍ୟପାଲଙ୍କ ଝଗଡ଼ା ହୋଇଥିଲା ବୋଲି ସେ କହିଛନ୍ତି। ଏହାପରେ ମୋଦୀ ସତ୍ୟପାଲଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ ଭେଟ କରିବାକୁ କହିଥିଲେ। ସେ ଶାହାଙ୍କୁ ଭେଟ କରିଥÒଲେ ମଧ୍ୟ ଚାଷୀ ମୃତ୍ୟୁକୁ ନେଇ କୌଣସି ସନ୍ତୋଷଜନକ ଉତ୍ତର ପାଇ ପାରି ନଥିଲେ ବୋଲି ସତ୍ୟପାଲ କହିଛନ୍ତି। ଏହି କାର୍ଯ୍ୟକ୍ରମ ପରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଏବଂ ଚାଷୀମାନଙ୍କ ଅନ୍ୟାନ୍ୟ ଦାବି ସମ୍ପର୍କରେ ସାମ୍ବାଦିକମାନେ ତାଙ୍କୁ ବିଭିନ୍ନ ପ୍ରଶ୍ନ କରିଥÒଲା ବେଳେ ଆଇନ ପ୍ରତ୍ୟାହାର ବିନା ସରକାରଙ୍କ ନିକଟରେ ବିକଳ୍ପ କିଛି ନଥିଲା ବୋଲି ସତ୍ୟପାଲ କହିଛନ୍ତି। ତେବେ ଚାଷୀମାନେ ଏମଏସପି ବ୍ୟବସ୍ଥାକୁ ନେଇ ଆଇନଗତ ଗ୍ୟାରେଣ୍ଟି ପାଇବା ଉଚିତ ବୋଲି ସତ୍ୟପାଲ କହିଥିଲେ।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

04 Jan 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର