ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ଯା ୧୮୯୨କୁ ବୃଦ୍ଧି, ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ରରୁ ଚିହ୍ନଟ

The Sakala Picture
Published On

ନୂଆଦିଲ୍ଲୀ: କାୟା ବିସ୍ତାର କରୁଛି ଓମିକ୍ରନ । ଦେଶରେ ଓମିକ୍ରନ  ଆକ୍ରାନ୍ତ  ରୋଗୀଙ୍କ ସଂଖ୍ୟା ୧୮୯୨ କୁ ବୃଦ୍ଧିପାଇଛି । ସେଥିମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୫୬୮ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ୩୮୨  ଓ କେରଳରେ ୧୮୫ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହିତ ରାଜସ୍ଥାନ-୧୭୪, ଗୁଜୁରାଟ-୧୫୨ , ତେଲେଙ୍ଗାନା- ୬୭, କର୍ଣ୍ଣାଟକ- ୬୪, ତାମିଲନାଡୁ- ୧୨୧, ହରିଆଣା -୬୩, ଓଡ଼ିଶା-୩୭, ପଶ୍ଚିମବଙ୍ଗ- ୨୦ ଓ ମଧ୍ୟପ୍ରଦେଶରେ- ୯ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଆନ୍ଧ୍ରପ୍ରଦେଶ -୧୭, […]

ନୂଆଦିଲ୍ଲୀ: କାୟା ବିସ୍ତାର କରୁଛି ଓମିକ୍ରନ । ଦେଶରେ ଓମିକ୍ରନ  ଆକ୍ରାନ୍ତ  ରୋଗୀଙ୍କ ସଂଖ୍ୟା ୧୮୯୨ କୁ ବୃଦ୍ଧିପାଇଛି । ସେଥିମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୫୬୮ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ୩୮୨  ଓ କେରଳରେ ୧୮୫ ଜଣ ଚିହ୍ନଟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ତୃଣମୂଳ କଂଗ୍ରେସର ଦୁଇ ବିବାଦୀୟ ଗୋଷ୍ଠୀକୁ ମିଳିଲା ନୂଆ ନାମ ଓ ଚିହ୍ନ, ମମତାଙ୍କ ଦଳକୁ ମିଳିଲା 'ଫୁଟବଲ୍ ଖେଳାଳି' ଚିହ୍ନ

ଏଥିସହିତ ରାଜସ୍ଥାନ-୧୭୪, ଗୁଜୁରାଟ-୧୫୨ , ତେଲେଙ୍ଗାନା- ୬୭, କର୍ଣ୍ଣାଟକ- ୬୪, ତାମିଲନାଡୁ- ୧୨୧, ହରିଆଣା -୬୩, ଓଡ଼ିଶା-୩୭, ପଶ୍ଚିମବଙ୍ଗ- ୨୦ ଓ ମଧ୍ୟପ୍ରଦେଶରେ- ୯ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଆନ୍ଧ୍ରପ୍ରଦେଶ -୧୭, ଉତ୍ତରାଖ-ଣ୍ଡ ୮, ଉତ୍ତର ପ୍ରଦେଶ-୮, ଚଣ୍ଡିଗଡ- ୩, ଜମ୍ମୁ କାଶ୍ମୀର- ୩, ଉତ୍ତରପ୍ରଦେଶ- ୮, ଗୋଆ- ୫, ଆଣ୍ଡାମାନ ନିକୋବରରୁ -୨ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ। ହିମାଚଳପ୍ରଦେଶ, ଲଦାଖ , ମଣିପୁର ଓ ପଞ୍ଜାବରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୬୬ଜଣ ସୁସ୍ଥ ହୋଇସାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

 

ଆହୁରି ପଢ଼ନ୍ତୁ: ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି: ସେପ୍ଟେମ୍ବର ୨୩ରେ ସୋନମ ୱାଙ୍ଗଚୁକ୍‌ଙ୍କ ପଦଯାତ୍ରା

ଆହୁରି ପଢ଼ନ୍ତୁ: ମମତା ବାନାର୍ଜୀଙ୍କୁ ପୁଣି ଝଟକା: ନନ୍ଦିଗ୍ରାମ ପରେ ରେଜିନଗର ଉପନିର୍ବାଚନ ମଇଦାନରୁ ଓହରିଲେ ମମତା ଗୋଷ୍ଠୀର ପ୍ରାର୍ଥୀ

 

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର