ପଶ୍ଚିମବଙ୍ଗରେ ଆରମ୍ଭ ହେଲା ପୋଷ୍ଟାଲ ଭୋଟ୍, ପ୍ରଥମ ମତଦାତା ଝରିଗ୍ରାମର ବାସନ୍ତୀ

The Sakala Picture
Published On

କଲକାତା: ପଶ୍ଚିମବଙ୍ଗରେ ଆଠଟି ପର୍ଯ୍ଯାୟରେ ମତଦନ ଆରମ୍ଭ ହେବାକୁ ଯାଉଛି। ଯାହା ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହେବ। ନିର୍ବାଚନର ୯ ଦିନ ପୂର୍ବରୁ ଝରିଗ୍ରାମର ୮୦ ବର୍ଷିୟା ବୃଦ୍ଧା ବାସନ୍ତୀ ପ୍ରଥମ ଭୋଟ୍ ଦେଇଛନ୍ତି। ସୂଚନା ଅନୁଯାୟୀ, , ଝରିଗ୍ରାମର ୮୨ ବର୍ଷିୟା ବୃଦ୍ଧା ବାସନ୍ତୀ ଭୋଟ୍ ଦେଇଛନ୍ତି। ବାସନ୍ତୀଙ୍କ ବ୍ୟତୀତ ସମାନ ୱାର୍ଡର ଅନ୍ୟ ୬ଜଣ ମତଦାନ କରିଛନ୍ତି। ସମସ୍ତ ମତଦାତାଙ୍କ ବୟସ ୮୦ ବର୍ଷରୁ ଅଧିକ ରହିଛି। ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ଯାୟରେ […]

କଲକାତା: ପଶ୍ଚିମବଙ୍ଗରେ ଆଠଟି ପର୍ଯ୍ଯାୟରେ ମତଦନ ଆରମ୍ଭ ହେବାକୁ ଯାଉଛି। ଯାହା ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହେବ। ନିର୍ବାଚନର ୯ ଦିନ ପୂର୍ବରୁ ଝରିଗ୍ରାମର ୮୦ ବର୍ଷିୟା ବୃଦ୍ଧା ବାସନ୍ତୀ ପ୍ରଥମ ଭୋଟ୍ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସରଣ୍ଡା ଜଙ୍ଗଲରେ ଯବାନ-ମାଓବାଦୀ ଭୟାବହ ଗୁଳି ବିନିମୟ; ୫ ଯବାନ ଆହତ, ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ

ସୂଚନା ଅନୁଯାୟୀ, , ଝରିଗ୍ରାମର ୮୨ ବର୍ଷିୟା ବୃଦ୍ଧା ବାସନ୍ତୀ ଭୋଟ୍ ଦେଇଛନ୍ତି। ବାସନ୍ତୀଙ୍କ ବ୍ୟତୀତ ସମାନ ୱାର୍ଡର ଅନ୍ୟ ୬ଜଣ ମତଦାନ କରିଛନ୍ତି। ସମସ୍ତ ମତଦାତାଙ୍କ ବୟସ ୮୦ ବର୍ଷରୁ ଅଧିକ ରହିଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନରେ ଲସ୍କର-ଇ-ତୋଏବା ସହ-ପ୍ରତିଷ୍ଠାତା ଆମୀର ହମଜା ଉପରେ ଗୁଳିମାଡ଼, ଅବସ୍ଥା ଗୁରୁତର

ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ଯାୟରେ ଝରିଗ୍ରାମ ଜିଲ୍ଲାର ଚାରୋଟି ବିଧାନସଭା ଆସନରେ ନିର୍ବାଚନ ହେବ। ଏଭଳି ପରିସ୍ଥିତିରେ ନିର୍ବାଚନ ଆୟୋଗର ୮୬ ଟି ଟିମ୍ ଆସନ୍ତା ଏକ ସପ୍ତାହ ପାଇଁ ୮୦ ବର୍ଷରୁ ଅଧିକ ବୟସ୍କଙ୍କ ଘରକୁଘର ଯାଇ ମତଦାନ ଗ୍ରହଣ କରିବେ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶେଷ ହେଉଛି ଆମେରିକା-ଇରାନ ଅସ୍ତ୍ରବିରତି ଅବଧି: ପୁଣି ଯୁଦ୍ଧ ଆରମ୍ଭ ହେବ ନା ଆଲୋଚନାକୁ ଆସିବ ଇରାନ?

ଝରିଗ୍ରାମ ଜିଲ୍ଲାରେ ପ୍ରାୟ ୫୭୧୫ ଭୋଟର ଅଛନ୍ତି ଯେଉଁମାନେ ଏହି ସୁବିଧା ପାଇଁ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ, ବେଙ୍ଗଲରେ ସମୁଦାୟ ଆଠଟି ପର୍ଯ୍ଯାୟରେ ସମସ୍ତ ୨୯୪ଟି ଆସନରେ ଭୋଟିଂ ଅନୁଷ୍ଠିତ ହେବ। ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ଯାୟ ପାଇଁ ଭୋଟ୍ ଦିଆଯିବ। ଶେଷ ପର୍ଯ୍ଯାୟରେ ଏପ୍ରିଲ୍ ୨୯ରେ ଭୋଟ୍ ଗ୍ରହଣ ହେବ। ମେ ୨ରେ ଭୋଟ୍ ଗଣାଯିବ ଏବଂ ଫଳାଫଳ ଘୋଷଣା କରାଯିବ।

18 Mar 2021 By The Sakala

ପଶ୍ଚିମବଙ୍ଗରେ ଆରମ୍ଭ ହେଲା ପୋଷ୍ଟାଲ ଭୋଟ୍, ପ୍ରଥମ ମତଦାତା ଝରିଗ୍ରାମର ବାସନ୍ତୀ

କଲକାତା: ପଶ୍ଚିମବଙ୍ଗରେ ଆଠଟି ପର୍ଯ୍ଯାୟରେ ମତଦନ ଆରମ୍ଭ ହେବାକୁ ଯାଉଛି। ଯାହା ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହେବ। ନିର୍ବାଚନର ୯ ଦିନ ପୂର୍ବରୁ ଝରିଗ୍ରାମର ୮୦ ବର୍ଷିୟା ବୃଦ୍ଧା ବାସନ୍ତୀ ପ୍ରଥମ ଭୋଟ୍ ଦେଇଛନ୍ତି।

ସୂଚନା ଅନୁଯାୟୀ, , ଝରିଗ୍ରାମର ୮୨ ବର୍ଷିୟା ବୃଦ୍ଧା ବାସନ୍ତୀ ଭୋଟ୍ ଦେଇଛନ୍ତି। ବାସନ୍ତୀଙ୍କ ବ୍ୟତୀତ ସମାନ ୱାର୍ଡର ଅନ୍ୟ ୬ଜଣ ମତଦାନ କରିଛନ୍ତି। ସମସ୍ତ ମତଦାତାଙ୍କ ବୟସ ୮୦ ବର୍ଷରୁ ଅଧିକ ରହିଛି।

ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ଯାୟରେ ଝରିଗ୍ରାମ ଜିଲ୍ଲାର ଚାରୋଟି ବିଧାନସଭା ଆସନରେ ନିର୍ବାଚନ ହେବ। ଏଭଳି ପରିସ୍ଥିତିରେ ନିର୍ବାଚନ ଆୟୋଗର ୮୬ ଟି ଟିମ୍ ଆସନ୍ତା ଏକ ସପ୍ତାହ ପାଇଁ ୮୦ ବର୍ଷରୁ ଅଧିକ ବୟସ୍କଙ୍କ ଘରକୁଘର ଯାଇ ମତଦାନ ଗ୍ରହଣ କରିବେ।

ଝରିଗ୍ରାମ ଜିଲ୍ଲାରେ ପ୍ରାୟ ୫୭୧୫ ଭୋଟର ଅଛନ୍ତି ଯେଉଁମାନେ ଏହି ସୁବିଧା ପାଇଁ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ, ବେଙ୍ଗଲରେ ସମୁଦାୟ ଆଠଟି ପର୍ଯ୍ଯାୟରେ ସମସ୍ତ ୨୯୪ଟି ଆସନରେ ଭୋଟିଂ ଅନୁଷ୍ଠିତ ହେବ। ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ଯାୟ ପାଇଁ ଭୋଟ୍ ଦିଆଯିବ। ଶେଷ ପର୍ଯ୍ଯାୟରେ ଏପ୍ରିଲ୍ ୨୯ରେ ଭୋଟ୍ ଗ୍ରହଣ ହେବ। ମେ ୨ରେ ଭୋଟ୍ ଗଣାଯିବ ଏବଂ ଫଳାଫଳ ଘୋଷଣା କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର