ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ମୃତ୍ଯୁ

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ମିଗ୍ -୨୧ ବିମାନ ବୁଧବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନ ଦୁର୍ଘଟଣାରେ ଜଣେ ପାଇଲଟଙ୍କ ମୃତ୍ଯୁ ଘଟିଛି। ଏ ନେଇ ଭାରତୀୟ ବାୟୁସେନା ଟ୍ବିଟ କରି ଜଣାଇଛନ୍ତି।  ମୃତ ପାଇଲଟ ଜଣଙ୍କ ହେଉଛନ୍ତି ଗୃପ କମାଣ୍ଡର ଏ. ଗୁପ୍ତା। The IAF lost Group Captain A Gupta in the tragic accident. IAF expresses deep condolences and stands firmly with the family members. A […]

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ମିଗ୍ -୨୧ ବିମାନ ବୁଧବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନ ଦୁର୍ଘଟଣାରେ ଜଣେ ପାଇଲଟଙ୍କ ମୃତ୍ଯୁ ଘଟିଛି। ଏ ନେଇ ଭାରତୀୟ ବାୟୁସେନା ଟ୍ବିଟ କରି ଜଣାଇଛନ୍ତି।  ମୃତ ପାଇଲଟ ଜଣଙ୍କ ହେଉଛନ୍ତି ଗୃପ କମାଣ୍ଡର ଏ. ଗୁପ୍ତା।

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

ସୂଚନା ଅନୁଯାୟୀ, ଆଜି ସକାଳେ କେନ୍ଦ୍ରୀୟ ଭାରତରେ ଥିବା ଏକ ବିମାନଘାଟିରୁ ତାଲିମ ଅଭିଯାନରେ ଉଡ଼ାଣ ଆରମ୍ଭ କରିବା ବେଳେ ମିଗ -୨୧  ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବାୟୁସେନାର ଗ୍ରୁପ୍‌ କମାଣ୍ଡର୍‌ ଏ. ଗୁପ୍ତାଙ୍କର ମୃତ୍ୟୁ ଘଟିଛି। ଭାରତୀୟ ବାୟୁସେନା ଗଭୀର ଶୋକ ବ୍ୟକ୍ତ କରିବା ସହ ଏ ଭଳି ସମୟରେ ‘ଭାରତୀୟ ବାୟୁସେନା’ ତାଙ୍କ ପରିବାରବର୍ଗଙ୍କ ସାଥୀରେ ରହିଛି ବୋଲି ଜଣାଇଛି। ଦୁର୍ଘଟଣାର କାରଣ ଜାଣିବା ଲାଗି ‘କୋର୍ଟ ଅଫ୍‌ ଇନ୍‌କ୍ୱାରି’ ଆଦେଶ ଦିଆଯାଇଛି ବୋଲି ବାୟୁସେନା ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

17 Mar 2021 By The Sakala

ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ମୃତ୍ଯୁ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ମିଗ୍ -୨୧ ବିମାନ ବୁଧବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନ ଦୁର୍ଘଟଣାରେ ଜଣେ ପାଇଲଟଙ୍କ ମୃତ୍ଯୁ ଘଟିଛି। ଏ ନେଇ ଭାରତୀୟ ବାୟୁସେନା ଟ୍ବିଟ କରି ଜଣାଇଛନ୍ତି।  ମୃତ ପାଇଲଟ ଜଣଙ୍କ ହେଉଛନ୍ତି ଗୃପ କମାଣ୍ଡର ଏ. ଗୁପ୍ତା।

ସୂଚନା ଅନୁଯାୟୀ, ଆଜି ସକାଳେ କେନ୍ଦ୍ରୀୟ ଭାରତରେ ଥିବା ଏକ ବିମାନଘାଟିରୁ ତାଲିମ ଅଭିଯାନରେ ଉଡ଼ାଣ ଆରମ୍ଭ କରିବା ବେଳେ ମିଗ -୨୧  ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବାୟୁସେନାର ଗ୍ରୁପ୍‌ କମାଣ୍ଡର୍‌ ଏ. ଗୁପ୍ତାଙ୍କର ମୃତ୍ୟୁ ଘଟିଛି। ଭାରତୀୟ ବାୟୁସେନା ଗଭୀର ଶୋକ ବ୍ୟକ୍ତ କରିବା ସହ ଏ ଭଳି ସମୟରେ ‘ଭାରତୀୟ ବାୟୁସେନା’ ତାଙ୍କ ପରିବାରବର୍ଗଙ୍କ ସାଥୀରେ ରହିଛି ବୋଲି ଜଣାଇଛି। ଦୁର୍ଘଟଣାର କାରଣ ଜାଣିବା ଲାଗି ‘କୋର୍ଟ ଅଫ୍‌ ଇନ୍‌କ୍ୱାରି’ ଆଦେଶ ଦିଆଯାଇଛି ବୋଲି ବାୟୁସେନା ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

https://www.thesakala.in/national-international/mig-21-bison-aircraft-accident-today-morning/article-762
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର