ୟୁପି ନିର୍ବାଚନ: କଲେଜ ଛାତ୍ରୀଙ୍କୁ ସ୍ମାର୍ଟଫୋନ ଓ ବିଦ୍ୟୁତ ଚାଳିତ ସ୍କୁଟି ଦେବ କଂଗ୍ରେସ

The Sakala Picture
Published On

ଲକ୍ଷ୍ନୌ: ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ​​କଂଗ୍ରେସ ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ୍ ଦେବ ବୋଲି ପୂର୍ବରୁ ଘୋଷଣା  କରିଥିବା ବେଳେ ଆଜି ଆଉ ଏକ ବଡ଼ ଘୋଷଣା କରିଛନ୍ତି। ଦ୍ବାଦଶ ପାସ କରିଥିବା ଛାତ୍ରୀଙ୍କୁ ସ୍ମାର୍ଟଫୋନ ଏବଂ ସ୍ନାତକ ପାସ କରିଥିବା ଛାତ୍ରୀଙ୍କୁ ବିଦ୍ୟୁତ ଚାଳିତ ସ୍କୁଟି ଦେବା ପାଇଁ ଘୋଷଣା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ। कल मैं कुछ छात्राओं से मिली। उन्होंने बताया कि उन्हें […]

ଲକ୍ଷ୍ନୌ: ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ​​କଂଗ୍ରେସ ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ୍ ଦେବ ବୋଲି ପୂର୍ବରୁ ଘୋଷଣା  କରିଥିବା ବେଳେ ଆଜି ଆଉ ଏକ ବଡ଼ ଘୋଷଣା କରିଛନ୍ତି। ଦ୍ବାଦଶ ପାସ କରିଥିବା ଛାତ୍ରୀଙ୍କୁ ସ୍ମାର୍ଟଫୋନ ଏବଂ ସ୍ନାତକ ପାସ କରିଥିବା ଛାତ୍ରୀଙ୍କୁ ବିଦ୍ୟୁତ ଚାଳିତ ସ୍କୁଟି ଦେବା ପାଇଁ ଘୋଷଣା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ


ପ୍ରିୟଙ୍କା ଗାନ୍ଧୀ ଆଜି ଏକ ଟ୍ବିଟ କରି କହିଛନ୍ତି ଯେ, “ମୁଁ କିଛି ଛାତ୍ରୀଙ୍କୁ ଭେଟିଥିଲି। ସେମାନେ କହିଥିଲେ ଯେ, ସେମାନଙ୍କୁ ଅଧ୍ୟୟନ ଏବଂ ସୁରକ୍ଷା ପାଇଁ ସ୍ମାର୍ଟଫୋନର ଆବଶ୍ୟକତା ରହିଛି। ମୁଁ ଖୁସି ଯେ ଇସ୍ତାହାର ପ୍ରସ୍ତୁତି କମିଟିର ସହମତି କ୍ରମେ ଦ୍ବାଦଶ ପାସ କରିଥିବା ଛାତ୍ରୀଙ୍କୁ ସ୍ମାର୍ଟଫୋନ ଏବଂ ସ୍ନାତକ ପାସ କରିଥିବା ଛାତ୍ରୀଙ୍କୁ ବିଦ୍ୟୁତ ଚାଳିତ ସ୍କୁଟି ଦେବାକୁ ୟୁପି କଂଗ୍ରେସ ନିଷ୍ପତ୍ତି ନେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର