ଏସବିଆଇ ଦେଲା ପରାମର୍ଶ, କାଲି ହିଁ ସାରିଦିଅନ୍ତୁ ବ୍ଯାଙ୍କ କାମ

The Sakala Picture
Published On

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ୧୫ ଓ ୧୬ ମାର୍ଚ୍ଚକୁ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀ ହରତାଳ କରିବେ। ହରତାଳକୁ ନଜରରେ ରଖି ଆଗୁଆ ଟଙ୍କା ଉଠାଣ କରିବା ଏବଂ ନେଣଦେଣ କରିବାକୁ ପରାମର୍ଶ ଦେଇଛି ଏସବିଆଇ । ସରକାରୀ ବ୍ୟାଙ୍କର ଘରୋଇକରଣକୁ ବିରୋଧ କରି ଆସନ୍ତା ସପ୍ତାହରେ ୧୫ ଓ ୧୬ ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ । ହରତାଳ ୨ ଦିନ ହେବାକୁ ଥିବାବେଳେ ଆସନ୍ତାକାଲିଠାରୁ ଅର୍ଥାତ୍ ଶୁକ୍ରବାର ଠାରୁ ୪ ଦିନ ବ୍ୟାଙ୍କ ବନ୍ଦ […]

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ୧୫ ଓ ୧୬ ମାର୍ଚ୍ଚକୁ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀ ହରତାଳ କରିବେ। ହରତାଳକୁ ନଜରରେ ରଖି ଆଗୁଆ ଟଙ୍କା ଉଠାଣ କରିବା ଏବଂ ନେଣଦେଣ କରିବାକୁ ପରାମର୍ଶ ଦେଇଛି ଏସବିଆଇ ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶହେ ଫୁଟ୍ ତଳକୁ ଖସିଲା ବସ୍‌, ୧୫ ମୃତ

ସରକାରୀ ବ୍ୟାଙ୍କର ଘରୋଇକରଣକୁ ବିରୋଧ କରି ଆସନ୍ତା ସପ୍ତାହରେ ୧୫ ଓ ୧୬ ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ । ହରତାଳ ୨ ଦିନ ହେବାକୁ ଥିବାବେଳେ ଆସନ୍ତାକାଲିଠାରୁ ଅର୍ଥାତ୍ ଶୁକ୍ରବାର ଠାରୁ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ମାର୍ଚ୍ଚ ଦ୍ୱିତୀୟ ଶନିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବ। ସେହିଭଳି ୧୪ ତାରିଖର ରବିବାର। ଏମିତି ବ୍ୟାଙ୍କ ୪ ଦିନ ବନ୍ଦ ରହିବ ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

ଏସବିଆଇ ଓ ମହାବ୍ୟାଙ୍କ ହରତାଳ ବେଳେ ବ୍ୟାଙ୍କିଂ ସେବାକୁ ସାମାନ୍ୟ କରିବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଉଭୟ ବ୍ୟାଙ୍କ ହରତାଳ ଦ୍ୱାରା ହେବାକୁ ଥିବା କ୍ଷତିର ଆକଳନ ଏବେ କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଅଭିଭାଷଣରେ ୨ଟି ସରକାରୀ ବ୍ୟାଙ୍କ ଓ ଗୋଟିଏ ସାଧାରଣ ଜୀବନ ବୀମା କମ୍ପାନୀର ଘରୋଇକରଣ କରିବା ନେଇ ଘୋଷଣା କରିଥିଲେ ।

ଆହୁରି ପଢ଼ନ୍ତୁ: ଆମ୍ ଆଦମୀ ପାର୍ଟିକୁ ଶକ୍ତ ଝଟକା: ବିଜେପିରେ ସାମିଲ ହେଲେ ଆପ୍‌ର ୭ ରାଜ୍ୟସଭା ସାଂସଦ

11 Mar 2021 By The Sakala

ଏସବିଆଇ ଦେଲା ପରାମର୍ଶ, କାଲି ହିଁ ସାରିଦିଅନ୍ତୁ ବ୍ଯାଙ୍କ କାମ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ୧୫ ଓ ୧୬ ମାର୍ଚ୍ଚକୁ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀ ହରତାଳ କରିବେ। ହରତାଳକୁ ନଜରରେ ରଖି ଆଗୁଆ ଟଙ୍କା ଉଠାଣ କରିବା ଏବଂ ନେଣଦେଣ କରିବାକୁ ପରାମର୍ଶ ଦେଇଛି ଏସବିଆଇ ।

ସରକାରୀ ବ୍ୟାଙ୍କର ଘରୋଇକରଣକୁ ବିରୋଧ କରି ଆସନ୍ତା ସପ୍ତାହରେ ୧୫ ଓ ୧୬ ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ । ହରତାଳ ୨ ଦିନ ହେବାକୁ ଥିବାବେଳେ ଆସନ୍ତାକାଲିଠାରୁ ଅର୍ଥାତ୍ ଶୁକ୍ରବାର ଠାରୁ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ମାର୍ଚ୍ଚ ଦ୍ୱିତୀୟ ଶନିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବ। ସେହିଭଳି ୧୪ ତାରିଖର ରବିବାର। ଏମିତି ବ୍ୟାଙ୍କ ୪ ଦିନ ବନ୍ଦ ରହିବ ।

ଏସବିଆଇ ଓ ମହାବ୍ୟାଙ୍କ ହରତାଳ ବେଳେ ବ୍ୟାଙ୍କିଂ ସେବାକୁ ସାମାନ୍ୟ କରିବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଉଭୟ ବ୍ୟାଙ୍କ ହରତାଳ ଦ୍ୱାରା ହେବାକୁ ଥିବା କ୍ଷତିର ଆକଳନ ଏବେ କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଅଭିଭାଷଣରେ ୨ଟି ସରକାରୀ ବ୍ୟାଙ୍କ ଓ ଗୋଟିଏ ସାଧାରଣ ଜୀବନ ବୀମା କମ୍ପାନୀର ଘରୋଇକରଣ କରିବା ନେଇ ଘୋଷଣା କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର