ଲକ୍ଷ୍ମୀପୁର ହିଂସା : ଯୋଗୀ ସରକାରଙ୍କୁ ଘେରିଲେ ବିଜେପି ସାଂସଦ ବରୁଣ ଗାନ୍ଧୀ, କହିଲେ ହତ୍ୟା ଦ୍ବାରା ବିକ୍ଷୋଭକାରୀଙ୍କୁ ନୀରବ କରାଯାଇ ପାରିବ ନାହିଁ

The Sakala Picture
Published On

ଲକ୍ଷ୍ନୌ : ଲକ୍ଷ୍ମୀପୁର ଖେରି ହିଂସା ଘଟଣାରେ ଉତ୍ତରପ୍ରଦେଶ ଯୋଗୀ ସରକାର ପାଇଁ ଅଡୁଆ ସୃଷ୍ଟି କରୁଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ। ଘଟଣା ଘଟିବା ଦିନରୁ ଯୋଗୀ ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ବରୁଣ। ଅକ୍ଟୋବର ୩ ରୁ ଘଟିଥିବା ଏହି ଅମାନବୀୟ ଘଟଣା ଉପରେ ପ୍ରତିଦିନ ଟ୍ବିଟ୍‌ କରି ବିଜେପି ସାଂସଦ ବରୁଣ ଗାନ୍ଧୀ ଦୋଷୀଙ୍କୁ ଧରିବା ସହ କଡା ଦଣ୍ଡ ଦେବାକୁ ଦାବି କରି ଆସୁଛନ୍ତି। କେବଳ ଟ୍ବିଟ୍‌ ନୁହେଁ ଯୋଗୀ […]

ଲକ୍ଷ୍ନୌ : ଲକ୍ଷ୍ମୀପୁର ଖେରି ହିଂସା ଘଟଣାରେ ଉତ୍ତରପ୍ରଦେଶ ଯୋଗୀ ସରକାର ପାଇଁ ଅଡୁଆ ସୃଷ୍ଟି କରୁଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ। ଘଟଣା ଘଟିବା ଦିନରୁ ଯୋଗୀ ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ବରୁଣ। ଅକ୍ଟୋବର ୩ ରୁ ଘଟିଥିବା ଏହି ଅମାନବୀୟ ଘଟଣା ଉପରେ ପ୍ରତିଦିନ ଟ୍ବିଟ୍‌ କରି ବିଜେପି ସାଂସଦ ବରୁଣ ଗାନ୍ଧୀ ଦୋଷୀଙ୍କୁ ଧରିବା ସହ କଡା ଦଣ୍ଡ ଦେବାକୁ ଦାବି କରି ଆସୁଛନ୍ତି। କେବଳ ଟ୍ବିଟ୍‌ ନୁହେଁ ଯୋଗୀ ସରକାରଙ୍କୁ ଏକ ଚିଠି ଲେଖି ପୀଡିତଙ୍କ ପରିବାରକୁ ନ୍ୟାୟ ଏବଂ ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଗୁରୁବାର ଦିନ ବରୁଣ ଅନ୍ୟ ଏକ ଭିଡିଓ ଟୁଇଟ୍ କରିଛନ୍ତି। ଯେଉଁ ଟ୍ବିଟ୍‌ରେ ସେ ଚାଷୀଙ୍କ ଉପରେ ଗାଡି ଚଢିଯାଉଥିବା ଭିଡିଓ ସେୟାର କରି ଲେଖିଛନ୍ତି ଯେ ‘ଏହି ଭିଡିଓ ସମ୍ପୂର୍ଣ୍ଣ ସ୍ପଷ୍ଟ, କୃଷକମାନଙ୍କୁ ଜାଣିଣୁଣି ହତ୍ୟା କରାଯାଇଛି। ହତ୍ୟା ଦ୍ୱାରା ବିକ୍ଷୋଭକାରୀଙ୍କୁ ନୀରବ କରାଯାଇପାରିବ ନାହିଁ। ନିରୀହ କୃଷକଙ୍କ ରକ୍ତର ହିସାବ ଦିଆଯିବା ସହ ନ୍ୟାୟ ପ୍ରଦାନ କରାଯିବା ଆବଶ୍ୟକ।

ଏହାପୂବୋରୁ ଅକ୍ଟୋବର ୫ ତାରିଖରେ ବରୁଣ ଅଭିଯୁକ୍ତଙ୍କୁ ଗିରଫ କରିବାକୁ କରି ଟ୍ବିଟ୍‌ କରିଥିଲେ । ଚାଷୀଙ୍କ ଉପରେ ଗାଡି ଚଢିଯାଉଥିବା ଭିଡିଓ ସେୟାର କରି ବରୁଣ ଲେଖିଥିଲେ ଯେ ଚାଷୀଙ୍କ ଉପରେ ଗାଡି ଚଢାଯାଉଛି। ଏହା ଠାରୁ ବଡ ପ୍ରମାଣ କଣ ପୁଲିସକୁ ଆବଶ୍ୟକ। ପୁଲିସ ଯଥା ଶିଘ୍ର ଦୋଷୀଙ୍କୁ ଗିରଫ କରୁବୋଲି ବରୁଣ ଲେଖିଥିଲେ। ଅନ୍ୟପଟେ ଅକ୍ଟୋବର ୪ ତାରିଖରେ ବରୁଣ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଚିଠି ଲେଖି ଦୋଷୀଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଥିଲେ।

07 Oct 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର