ଆସାମର ବ୍ରହ୍ମପୁତ୍ର ନଦୀରେ ଦୁଇ ଡଙ୍ଗା ମୁହାଁମୁହିଁ ଧକା , ୫୦ରୁ ଅଧିକ ଯାତ୍ରୀ ନିଖୋଜ
ଆସାମର ବ୍ରହ୍ମପୁତ୍ର ନଦୀରେ ଦୁଇ ଡଙ୍ଗା ମୁହାଁମୁହିଁ ଧକା । ୫୦ରୁ ଅଧିକ ଯାତ୍ରୀ ନିଖୋଜ ସୂଚନା । SDRF ଟିମର ଉଦ୍ଧାର କାର୍ଯ୍ୟ ଜାରି । ଦୁଇଟି ଡଙ୍ଗାରେ ୧୨୦ରୁ ଅଧିକ ଲୋକ ଥିଲେ । ମୁହାଁମୁହିଁ ଧକା ପରେ ଓଲଟିଲା ଦୁଇଟି ଯାକ ଡଙ୍ଗା । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ଏଥିସହିତ ସେ ମାଜୁଲା ଓ ଜୋରହାଟ ଜିଲ୍ଲା ପ୍ରଶାସନକୁ NDRF ଓ SDRF […]
ଆସାମର ବ୍ରହ୍ମପୁତ୍ର ନଦୀରେ ଦୁଇ ଡଙ୍ଗା ମୁହାଁମୁହିଁ ଧକା । ୫୦ରୁ ଅଧିକ ଯାତ୍ରୀ ନିଖୋଜ ସୂଚନା । SDRF ଟିମର ଉଦ୍ଧାର କାର୍ଯ୍ୟ ଜାରି । ଦୁଇଟି ଡଙ୍ଗାରେ ୧୨୦ରୁ ଅଧିକ ଲୋକ ଥିଲେ । ମୁହାଁମୁହିଁ ଧକା ପରେ ଓଲଟିଲା ଦୁଇଟି ଯାକ ଡଙ୍ଗା । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ଏଥିସହିତ ସେ ମାଜୁଲା ଓ ଜୋରହାଟ ଜିଲ୍ଲା ପ୍ରଶାସନକୁ NDRF ଓ SDRF ସହାୟତାରେ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ସେ ମନ୍ତ୍ରୀ ବିମଳ ବୋରାହଙ୍କୁ ଘଟଣାସ୍ଥଳରେ ଶୀଘ୍ର ପହଞ୍ଚି ସ୍ଥିତି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ତେବେ ଗତକାଲି ସ୍ଥିତି ଅନୁଧ୍ୟାନ ପାଇଁ ସେ ଘଟଣାସ୍ଥଳକୁ ଯିବେ ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।
I am pained at the tragic boat accident near Nimati Ghat, Jorhat.
ଆହୁରି ପଢ଼ନ୍ତୁ: ମୁମ୍ବାଇ ATSର ବଡ଼ କାର୍ଯ୍ୟାନୁଷ୍ଠାନ: ଜୈଶ-ଇ-ମହମ୍ମଦ ଓ ISIS ସହ ଲିଙ୍କ୍ ଥିବା ଇଞ୍ଜିନିୟରିଂ ଛାତ୍ର ଗିରଫDirected Majuli & Jorhat admin to undertake rescue mission expeditiously with help of @NDRFHQ & SDRF. Advising Min @BimalBorahbjp to immediately rush to the accident site. I'll also visit Nimati Ghat tomorrow.
— Himanta Biswa Sarma (@himantabiswa) September 8, 2021
ଆସାମର ବ୍ରହ୍ମପୁତ୍ର ନଦୀରେ ଦୁଇ ଡଙ୍ଗା ମୁହାଁମୁହିଁ ଧକା , ୫୦ରୁ ଅଧିକ ଯାତ୍ରୀ ନିଖୋଜ
ଆସାମର ବ୍ରହ୍ମପୁତ୍ର ନଦୀରେ ଦୁଇ ଡଙ୍ଗା ମୁହାଁମୁହିଁ ଧକା । ୫୦ରୁ ଅଧିକ ଯାତ୍ରୀ ନିଖୋଜ ସୂଚନା । SDRF ଟିମର ଉଦ୍ଧାର କାର୍ଯ୍ୟ ଜାରି । ଦୁଇଟି ଡଙ୍ଗାରେ ୧୨୦ରୁ ଅଧିକ ଲୋକ ଥିଲେ । ମୁହାଁମୁହିଁ ଧକା ପରେ ଓଲଟିଲା ଦୁଇଟି ଯାକ ଡଙ୍ଗା । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ଏଥିସହିତ ସେ ମାଜୁଲା ଓ ଜୋରହାଟ ଜିଲ୍ଲା ପ୍ରଶାସନକୁ NDRF ଓ SDRF ସହାୟତାରେ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ସେ ମନ୍ତ୍ରୀ ବିମଳ ବୋରାହଙ୍କୁ ଘଟଣାସ୍ଥଳରେ ଶୀଘ୍ର ପହଞ୍ଚି ସ୍ଥିତି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ତେବେ ଗତକାଲି ସ୍ଥିତି ଅନୁଧ୍ୟାନ ପାଇଁ ସେ ଘଟଣାସ୍ଥଳକୁ ଯିବେ ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।
I am pained at the tragic boat accident near Nimati Ghat, Jorhat.
Directed Majuli & Jorhat admin to undertake rescue mission expeditiously with help of @NDRFHQ & SDRF. Advising Min @BimalBorahbjp to immediately rush to the accident site. I'll also visit Nimati Ghat tomorrow.