ବେଙ୍ଗଳୁରୁ ଦଳାଚକଟା ଘଟଣା, RCB ମାର୍କେଟିଂ ହେଡ୍ ଗିରଫ…

The Sakala Picture
Published On

ନୂଆଦିଲ୍ଲୀ: ବେଙ୍ଗଳୁରୁ ଦଳାଚକଟା ଘଟଣାରେ RCB ମାର୍କେଟିଂ ହେଡ୍ ଗିରଫ। CB ମାର୍କେଟିଂ ହେଡ୍ ନିଖିଲ ସୋସାଲେଙ୍କୁ ଗିରଫ କରିଛି ପୋଲିସ। ବେଙ୍ଗଳୁରୁ ଏୟାରପୋର୍ଟରୁ ତାଙ୍କୁ ଗିରଫ କରାଯାଇଛି। ମୁମ୍ଵାଇକୁ ଯିବା ବେଳେ ତାଙ୍କୁ ବାନ୍ଧିଛି ପୋଲିସ। ଏହା ସହିତ RCB ଭିକଟ୍ରି ସେଲିବ୍ରେସନର ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନିର ୩ ଜଣଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ।  ସେମାନଙ୍କୁ ପଚରା ଉଚରା କରାଯାଉଛି। ଏହା ଆଗରୁ ଏହି ଦଳାଚକଟା ଘଟଣାରେ ବେଙ୍ଗାଲୁରୁ ପୋଲିସ କମିଶନରଙ୍କ ସମେତ ଅନେକ […]

ନୂଆଦିଲ୍ଲୀ: ବେଙ୍ଗଳୁରୁ ଦଳାଚକଟା ଘଟଣାରେ RCB ମାର୍କେଟିଂ ହେଡ୍ ଗିରଫ। CB ମାର୍କେଟିଂ ହେଡ୍ ନିଖିଲ ସୋସାଲେଙ୍କୁ ଗିରଫ କରିଛି ପୋଲିସ। ବେଙ୍ଗଳୁରୁ ଏୟାରପୋର୍ଟରୁ ତାଙ୍କୁ ଗିରଫ କରାଯାଇଛି। ମୁମ୍ଵାଇକୁ ଯିବା ବେଳେ ତାଙ୍କୁ ବାନ୍ଧିଛି ପୋଲିସ। ଏହା ସହିତ RCB ଭିକଟ୍ରି ସେଲିବ୍ରେସନର ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନିର ୩ ଜଣଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ।  ସେମାନଙ୍କୁ ପଚରା ଉଚରା କରାଯାଉଛି। ଏହା ଆଗରୁ ଏହି ଦଳାଚକଟା ଘଟଣାରେ ବେଙ୍ଗାଲୁରୁ ପୋଲିସ କମିଶନରଙ୍କ ସମେତ ଅନେକ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ଏହା ପରେ, ମୁଖ୍ୟମନ୍ତ୍ରୀ ଏହି ଘଟଣାର ତଦନ୍ତ ପାଇଁ ଏକ ସଦସ୍ୟ ବିଶିଷ୍ଟ କମିଶନ ଗଠନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର IPL ଟ୍ରଫି ଜିତିବା ପରେ ବେଙ୍ଗାଳୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏକ ସ୍ୱାଗତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଷ୍ଟାଡିୟମରେ ପ୍ରବେଶ କରିବା ପାଇଁ ବାହାରେ ପ୍ରଶଂସକଙ୍କ ଏକ ବଡ଼ ଭିଡ଼ ଜମା ହୋଇଥିଲା। ଏହା ପରେ, ଷ୍ଟାଡିୟମ ବାହାରେ ଦଳାଚକଟା ହୋଇଥିଲା। ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୭୦ ଜଣ ଆହତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର