ମନୋରଞ୍ଜନ
ଓଡ଼ିଶା
ପାକିସ୍ତାନରୁ ଆସିଲା ଧମକପୂର୍ଣ୍ଣ ମେଲ୍, ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ବୋମାରେ ଉଡ଼ାଇ ଦେବାକୁ ଧମକ…
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଜଗତର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ମଧ୍ୟରୁ ଇଣ୍ଡିଆନ ପ୍ରିମିୟର ଲିଗ୍ ( IPL ) ଅନ୍ୟତନ। ଆଇପିଏଲ -୨୦୨୫ ବର୍ତ୍ତମାନ ଜାରି ରହିଛି। ଏହାରି ମଧ୍ଯରେ ଏକ ଧମକ ପୂର୍ଣ୍ଣ ମେଲ ମିଳିଛି। ଖବର ଅନୁଯାୟୀ, ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନେକ ଆଇପିଏଲ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍ ମଧ୍ୟରେ ଗୁଜରାଟ କ୍ରିକେଟ୍ ଆସୋସିଏସନ୍ (GCA) କୁ ଏକ ଧମକପୂର୍ଣ୍ଣ ମେଲ୍ ମିଳିଛି। ଏହି ମେଲରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ବୋମାରେ […]
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଜଗତର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ମଧ୍ୟରୁ ଇଣ୍ଡିଆନ ପ୍ରିମିୟର ଲିଗ୍ ( IPL ) ଅନ୍ୟତନ। ଆଇପିଏଲ -୨୦୨୫ ବର୍ତ୍ତମାନ ଜାରି ରହିଛି। ଏହାରି ମଧ୍ଯରେ ଏକ ଧମକ ପୂର୍ଣ୍ଣ ମେଲ ମିଳିଛି।
ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ
ଖବର ଅନୁଯାୟୀ, ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନେକ ଆଇପିଏଲ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍ ମଧ୍ୟରେ ଗୁଜରାଟ କ୍ରିକେଟ୍ ଆସୋସିଏସନ୍ (GCA) କୁ ଏକ ଧମକପୂର୍ଣ୍ଣ ମେଲ୍ ମିଳିଛି। ଏହି ମେଲରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଏହି ଇମେଲରେ ଲେଖାଯାଇଛି, ‘ଆମେ ତୁମର ଷ୍ଟାଡିୟମକୁ ଉଡ଼ାଇ ଦେବୁ’। ଏହି ଇମେଲ୍ ପାକିସ୍ତାନ ନାମରେ GCA ପାଖକୁ ଆସିଥିବା ଜଣାପଡ଼ିଛ।
ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ






