ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା, ଜାରି ହେଲା ୩ ଆତଙ୍କବାଦୀଙ୍କ ସ୍କେଚ…

The Sakala Picture
Published On

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୩ ଆତଙ୍କବାଦୀଙ୍କ ସ୍କେଚ ଜାରି ହୋଇଛି। ତଦନ୍ତକାରୀ ସଂସ୍ଥା ପକ୍ଷରୁ ଏହି ସ୍କେଚ ଜାରି କରାଯାଇଛି । ଆକ୍ରମଣ ସ୍ଥଳରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି । ଆଜି ସନ୍ଧ୍ୟା ୬ଟାରେ ଦିଲ୍ଲୀରେ CCS ବୈଠକ ଅନୁଷ୍ଠିତ ହେବ । ଅନ୍ୟପଟେ, ଆତଙ୍କୀ ହମଲା ପଛରେ ଲସ୍କର-ଏ-ତଏବାର ରେଜିଷ୍ଟାନ୍ସ ଫ୍ରଣ୍ଟର ହାତ ଥିବା ଜଣାଯାଇଛି। ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ ସୈଫୁଲ୍ଲା କାସୁରୀ ଓରଫ ଖାଲିଦ […]

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୩ ଆତଙ୍କବାଦୀଙ୍କ ସ୍କେଚ ଜାରି ହୋଇଛି। ତଦନ୍ତକାରୀ ସଂସ୍ଥା ପକ୍ଷରୁ ଏହି ସ୍କେଚ ଜାରି କରାଯାଇଛି । ଆକ୍ରମଣ ସ୍ଥଳରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି । ଆଜି ସନ୍ଧ୍ୟା ୬ଟାରେ ଦିଲ୍ଲୀରେ CCS ବୈଠକ ଅନୁଷ୍ଠିତ ହେବ ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ: ପ୍ରଥମ ଥର ପାଇଁ ମଇଦାନକୁ ଓହ୍ଲାଇଲା ଘାତକ 'ବି-୧ ଲାନ୍ସର' ବମ୍ବର

ଅନ୍ୟପଟେ, ଆତଙ୍କୀ ହମଲା ପଛରେ ଲସ୍କର-ଏ-ତଏବାର ରେଜିଷ୍ଟାନ୍ସ ଫ୍ରଣ୍ଟର ହାତ ଥିବା ଜଣାଯାଇଛି। ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ ସୈଫୁଲ୍ଲା କାସୁରୀ ଓରଫ ଖାଲିଦ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ମିଶନ୍ ସୁଦର୍ଶନ ଚକ୍ରକୁ ମିଳିଲା ବେଗ: କୁଶା ଇଣ୍ଟରସେପ୍ଟରର ପରୀକ୍ଷଣ କରିବ ଭାରତ

23 Apr 2025 By The Sakala

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା, ଜାରି ହେଲା ୩ ଆତଙ୍କବାଦୀଙ୍କ ସ୍କେଚ…

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୩ ଆତଙ୍କବାଦୀଙ୍କ ସ୍କେଚ ଜାରି ହୋଇଛି। ତଦନ୍ତକାରୀ ସଂସ୍ଥା ପକ୍ଷରୁ ଏହି ସ୍କେଚ ଜାରି କରାଯାଇଛି । ଆକ୍ରମଣ ସ୍ଥଳରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି । ଆଜି ସନ୍ଧ୍ୟା ୬ଟାରେ ଦିଲ୍ଲୀରେ CCS ବୈଠକ ଅନୁଷ୍ଠିତ ହେବ ।

ଅନ୍ୟପଟେ, ଆତଙ୍କୀ ହମଲା ପଛରେ ଲସ୍କର-ଏ-ତଏବାର ରେଜିଷ୍ଟାନ୍ସ ଫ୍ରଣ୍ଟର ହାତ ଥିବା ଜଣାଯାଇଛି। ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ ସୈଫୁଲ୍ଲା କାସୁରୀ ଓରଫ ଖାଲିଦ ବୋଲି ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର