ସର୍ବ ଭାରତୀୟ ସିଭିଲ ସର୍ଭିସ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା, ମହାରାଷ୍ଟ୍ରର ପଦକ ଅଭିଯାନ

The Sakala Picture
Published On

ମୁମ୍ବାଇ: ଚଣ୍ଡୀଗଡ଼ରେ ମହାରାଷ୍ଟ୍ରର ପଦକ ଅଭିଯାନ। ଚଣ୍ଡୀଗଡ଼ରେ ଆୟୋଜିତ ସର୍ବ ଭାରତୀୟ ସିଭିଲ ସର୍ଭିସ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ୨୦୨୪-୨୫ରେ ମହାରାଷ୍ଟ୍ର ସରକାରଙ୍କ ଟିମକୁ ସଫଳତା ମିଳିଛି। ଏହି ପ୍ରତିଯୋଗିତାରେ ୨୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ଅଂଶଗ୍ରହଣ କରିଥିଲେ। ଭିନ୍ନ ଭିନ୍ନ ବୟସ୍କ ଶ୍ରେଣୀର ୪୦୦ ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିରେ ମହାରାଷ୍ଟ୍ର ଟିମ୍ ୫ଟି ସ୍ୱର୍ଣ୍ଣ ପଦକ, ୭ଟି ରୌପ୍ୟ ପଦକ, ଏବଂ ୬ଟି କାଂସ୍ୟ ପଦକ ଜିତିଛି। ଏହାସହ ମହାରାଷ୍ଟ୍ର ଟିମ୍‌ ପଦକ […]

ମୁମ୍ବାଇ: ଚଣ୍ଡୀଗଡ଼ରେ ମହାରାଷ୍ଟ୍ରର ପଦକ ଅଭିଯାନ। ଚଣ୍ଡୀଗଡ଼ରେ ଆୟୋଜିତ ସର୍ବ ଭାରତୀୟ ସିଭିଲ ସର୍ଭିସ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ୨୦୨୪-୨୫ରେ ମହାରାଷ୍ଟ୍ର ସରକାରଙ୍କ ଟିମକୁ ସଫଳତା ମିଳିଛି। ଏହି ପ୍ରତିଯୋଗିତାରେ ୨୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ଅଂଶଗ୍ରହଣ କରିଥିଲେ। ଭିନ୍ନ ଭିନ୍ନ ବୟସ୍କ ଶ୍ରେଣୀର ୪୦୦ ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିରେ ମହାରାଷ୍ଟ୍ର ଟିମ୍ ୫ଟି ସ୍ୱର୍ଣ୍ଣ ପଦକ, ୭ଟି ରୌପ୍ୟ ପଦକ, ଏବଂ ୬ଟି କାଂସ୍ୟ ପଦକ ଜିତିଛି। ଏହାସହ ମହାରାଷ୍ଟ୍ର ଟିମ୍‌ ପଦକ ତାଲିକାର ୨ୟ ସ୍ଥାନରେ ରହିଛି। ବିଜୟ ପରେ ମହାରାଷ୍ଟ୍ର ଟିମକୁ ଚାରିଆଡୁ ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା: ଅନୁପ୍ରବେଶକାରୀଙ୍କୁ ଗ୍ରହଣ କରିବାକୁ ବିଜିବିର ମନା, ବିଏସଏଫ୍ ସହ ମୁହାଁମୁହିଁ

11 Mar 2025 By The Sakala

ସର୍ବ ଭାରତୀୟ ସିଭିଲ ସର୍ଭିସ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା, ମହାରାଷ୍ଟ୍ରର ପଦକ ଅଭିଯାନ

ମୁମ୍ବାଇ: ଚଣ୍ଡୀଗଡ଼ରେ ମହାରାଷ୍ଟ୍ରର ପଦକ ଅଭିଯାନ। ଚଣ୍ଡୀଗଡ଼ରେ ଆୟୋଜିତ ସର୍ବ ଭାରତୀୟ ସିଭିଲ ସର୍ଭିସ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ୨୦୨୪-୨୫ରେ ମହାରାଷ୍ଟ୍ର ସରକାରଙ୍କ ଟିମକୁ ସଫଳତା ମିଳିଛି। ଏହି ପ୍ରତିଯୋଗିତାରେ ୨୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ଅଂଶଗ୍ରହଣ କରିଥିଲେ। ଭିନ୍ନ ଭିନ୍ନ ବୟସ୍କ ଶ୍ରେଣୀର ୪୦୦ ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିରେ ମହାରାଷ୍ଟ୍ର ଟିମ୍ ୫ଟି ସ୍ୱର୍ଣ୍ଣ ପଦକ, ୭ଟି ରୌପ୍ୟ ପଦକ, ଏବଂ ୬ଟି କାଂସ୍ୟ ପଦକ ଜିତିଛି। ଏହାସହ ମହାରାଷ୍ଟ୍ର ଟିମ୍‌ ପଦକ ତାଲିକାର ୨ୟ ସ୍ଥାନରେ ରହିଛି। ବିଜୟ ପରେ ମହାରାଷ୍ଟ୍ର ଟିମକୁ ଚାରିଆଡୁ ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର