ଦିଲ୍ଲୀ ବିଧାନସଭା ନିର୍ବାଚନ: ଫେବ୍ରୁଆରୀ ୫ରେ ପଡ଼ିବ ଭୋଟ୍, ୮ରେ ରେଜଲ୍ଟ
ନୂଆଦିଲ୍ଲୀ: ଫେବ୍ରୁଆରୀ ୫ରେ ପଡ଼ିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ। ଏ ନେଇ ଆଜି ତାରିଖ ଘୋଷଣା ହୋଇଛି। ପ୍ରେସ୍ କନଫରେନ୍ସ କରି ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ଭୋଟ ଗଣନା ଫେବ୍ରୁଆରୀ ୮ରେ ଅନୁଷ୍ଠିତ ହେବ। ଏ ନେଇ ଜାନୁଆରୀ ୧୦ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ଗୋଟିଏ ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ୭୦ ବିଧାନସଭା ଆସନା ପାଇଁ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗଙ୍କ କହିବା ଅନୁଯାୟୀ, […]
ନୂଆଦିଲ୍ଲୀ: ଫେବ୍ରୁଆରୀ ୫ରେ ପଡ଼ିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ। ଏ ନେଇ ଆଜି ତାରିଖ ଘୋଷଣା ହୋଇଛି। ପ୍ରେସ୍ କନଫରେନ୍ସ କରି ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ଭୋଟ ଗଣନା ଫେବ୍ରୁଆରୀ ୮ରେ ଅନୁଷ୍ଠିତ ହେବ। ଏ ନେଇ ଜାନୁଆରୀ ୧୦ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ଗୋଟିଏ ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ୭୦ ବିଧାନସଭା ଆସନା ପାଇଁ ମତଦାନ ଅନୁଷ୍ଠିତ ହେବ।
ନିର୍ବାଚନ ଆୟୋଗଙ୍କ କହିବା ଅନୁଯାୟୀ, ଏଥର ଦିଲ୍ଲୀ ନିର୍ବାଚନରେ ମୋଟ ୧.୫୫ କୋଟିରୁ ଅଧିକ ଭୋଟର ଭୋଟ ଦେବେ। ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୮୩,୪୯,୬୪୫ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୭୧,୭୩,୯୫୨ ରହିଛି। ସେହିପରି ତୃତୀୟ ଲିଙ୍ଗର ସଂଖ୍ୟା ୧,୨୬୧ ରହିଛି। ସେହିପରି ଯୁବ ଭୋଟରଙ୍କ ସଂଖ୍ଯା ୨୫ ଲକ୍ଷ ୮୯ ହଜାର । ପ୍ରଥମ ଥର ଭୋଟ ଦେବେ ୨ ଲକ୍ଷ ୮ ହଜାର ଭୋଟର।
ଦିଲ୍ଲୀର ୭୦ ବିଧାନସଭା ଆସନା ପାଇଁ ଆସନ୍ତା ଫେବ୍ରୁଆରୀ ମାସରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଏଥର ମଧ୍ୟ ଆମ୍ ଆଦମୀ ପାର୍ଟି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ଦିଲ୍ଲୀରେ ଏକ ତ୍ରିକୋଣୀୟ ଲଢ଼େଇ ଦେଖିବାକୁ ମିଳିବ। ସମସ୍ତ ୭୦ଟି ଯାକ ଆସନ ପାଇଁ ଆପ୍ ଆଗୁଆ ପ୍ରାର୍ଥୀ ଘୋଷଣା କରିସାରିଛି। ସେହିପରି ବିଜେପି ଓ କଂଗ୍ରେସ ମଧ୍ୟ କିଛି କିଛି ଆସନ ପାଇଁ ପ୍ରାର୍ଥ ଘୋଷଣା କରିସାରିଛନ୍ତି। ଫେବ୍ରୁଆରୀ ୨୩ରେ ସରୁଛି ଦିଲ୍ଲୀ ବିଧାନସଭା କାର୍ଯ୍ୟକାଳ ।