‘ୱାନ ନେସନ ୱାନ ଇଲେକସନ’କୁ କ୍ଯାବିନେଟ ମଞ୍ଜୁରୀ

The Sakala Picture
Published On

ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ଯାବିନେଟରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିଛି। ୱାନ ନେସନ ୱାନ ଇଲେକସନକୁ କ୍ଯାବିନେଟ ମଞ୍ଜୁରୀ ମିଳିଛି। ରାମନାଥ କୋବିନ୍ଦ ରିପୋର୍ଟ ଆଧାରରେ ମଞ୍ଜୁରି । ଗତବର୍ଷ ସେପ୍ଟେମ୍ବରରେ ଗଠିତ ହୋଇଥିଲା କମିଟି । ଏକ ସମୟରେ ନିର୍ବାଚନ ହେଲେ ପ୍ରଭାବିତ ହେବେ ୧୮ ରାଜ୍ଯ । କେନ୍ଦ୍ର ସରକାର ଗତବର୍ଷ ସେପ୍ଟେମ୍ବର ୨ ତାରିଖରେ ଲୋକସଭା, ରାଜ୍ୟ ବିଧାନସଭା ନିର୍ବାଚନ ଏକାସାଥିରେ କରିବାକୁ ସୁପାରିସ କରିବା ପାଇଁ ୮ ଜଣିଆ […]

ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ଯାବିନେଟରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିଛି। ୱାନ ନେସନ ୱାନ ଇଲେକସନକୁ କ୍ଯାବିନେଟ ମଞ୍ଜୁରୀ ମିଳିଛି। ରାମନାଥ କୋବିନ୍ଦ ରିପୋର୍ଟ ଆଧାରରେ ମଞ୍ଜୁରି । ଗତବର୍ଷ ସେପ୍ଟେମ୍ବରରେ ଗଠିତ ହୋଇଥିଲା କମିଟି । ଏକ ସମୟରେ ନିର୍ବାଚନ ହେଲେ ପ୍ରଭାବିତ ହେବେ ୧୮ ରାଜ୍ଯ ।

ଆହୁରି ପଢ଼ନ୍ତୁ: ପୁଣେ କେତନ ଅଗ୍ରୱାଲ ହତ୍ୟାକାଣ୍ଡ: ପ୍ରଥମେ କେତନଙ୍କୁ ଅପାହିଜ କରିବାକୁ ଯୋଜନା କରିଥିଲେ ସିୟା ଓ ଚେତନ, ପରେ ରଚିଲେ ହତ୍ୟା ଷଡ଼ଯନ୍ତ୍ର

କେନ୍ଦ୍ର ସରକାର ଗତବର୍ଷ ସେପ୍ଟେମ୍ବର ୨ ତାରିଖରେ ଲୋକସଭା, ରାଜ୍ୟ ବିଧାନସଭା ନିର୍ବାଚନ ଏକାସାଥିରେ କରିବାକୁ ସୁପାରିସ କରିବା ପାଇଁ ୮ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଥିଲେ। ଏକ ସମୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ କରିବା ଲାଗି ୧୯୮୩ରେ ନିର୍ବାଚନ କମିଶନ ପ୍ରସ୍ତାବ ଦେଇଥିଲେ । ମାତ୍ର ବିଭିନ୍ନ କାରଣରୁ ତାହା ଦାନା ବାନ୍ଧିପାରି ନଥିଲା।

ଆହୁରି ପଢ଼ନ୍ତୁ: ସିକ୍କିମ ଟନେଲ ଦୁର୍ଘଟଣା: ୨୨ ଜଣଙ୍କ ମୃତଦେହ ଉଦ୍ଧାର, ୩ ନିଖୋଜ ଶ୍ରମିକଙ୍କ ପାଇଁ ଖୋଜାଖୋଜି ଜାରି

18 Sep 2024 By The Sakala

‘ୱାନ ନେସନ ୱାନ ଇଲେକସନ’କୁ କ୍ଯାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ଯାବିନେଟରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିଛି। ୱାନ ନେସନ ୱାନ ଇଲେକସନକୁ କ୍ଯାବିନେଟ ମଞ୍ଜୁରୀ ମିଳିଛି। ରାମନାଥ କୋବିନ୍ଦ ରିପୋର୍ଟ ଆଧାରରେ ମଞ୍ଜୁରି । ଗତବର୍ଷ ସେପ୍ଟେମ୍ବରରେ ଗଠିତ ହୋଇଥିଲା କମିଟି । ଏକ ସମୟରେ ନିର୍ବାଚନ ହେଲେ ପ୍ରଭାବିତ ହେବେ ୧୮ ରାଜ୍ଯ ।

କେନ୍ଦ୍ର ସରକାର ଗତବର୍ଷ ସେପ୍ଟେମ୍ବର ୨ ତାରିଖରେ ଲୋକସଭା, ରାଜ୍ୟ ବିଧାନସଭା ନିର୍ବାଚନ ଏକାସାଥିରେ କରିବାକୁ ସୁପାରିସ କରିବା ପାଇଁ ୮ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଥିଲେ। ଏକ ସମୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ କରିବା ଲାଗି ୧୯୮୩ରେ ନିର୍ବାଚନ କମିଶନ ପ୍ରସ୍ତାବ ଦେଇଥିଲେ । ମାତ୍ର ବିଭିନ୍ନ କାରଣରୁ ତାହା ଦାନା ବାନ୍ଧିପାରି ନଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର