ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ନଦୀରେ ବୁଡ଼ି ୮ ମୃତ

The Sakala Picture
Published On

ଗୁଜରାଟ: ଗୁଜରାଟର ଗାନ୍ଧିନଗର ଜିଲ୍ଲା ଅନ୍ତର୍ଗତ ହାଗମ ତହସିଲ ବାସନା ସୋଗାଥି ଗ୍ରାମ ନିକଟ ମେଶଭୋ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ି ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ସମସ୍ତେ ଦେହଗାମ ତାଲୁକାର ବାସନା ସୋଗାଥି ଗ୍ରାମର ବାସିନ୍ଦା। ଏହି ଘଟଣାରେ ଆହୁରି ୨ ଜଣ ଲୋକ ନିଖୋଜ ଅଛନ୍ତି । ଫଳରେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିପାରେ ବୋଲି ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ପୁଲିସ ଓ ଉଦ୍ଧାକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ […]

ଗୁଜରାଟ: ଗୁଜରାଟର ଗାନ୍ଧିନଗର ଜିଲ୍ଲା ଅନ୍ତର୍ଗତ ହାଗମ ତହସିଲ ବାସନା ସୋଗାଥି ଗ୍ରାମ ନିକଟ ମେଶଭୋ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ି ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ସମସ୍ତେ ଦେହଗାମ ତାଲୁକାର ବାସନା ସୋଗାଥି ଗ୍ରାମର ବାସିନ୍ଦା। ଏହି ଘଟଣାରେ ଆହୁରି ୨ ଜଣ ଲୋକ ନିଖୋଜ ଅଛନ୍ତି । ଫଳରେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିପାରେ ବୋଲି ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ପୁଲିସ ଓ ଉଦ୍ଧାକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି । ନଦୀରୁ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ କେତେ ଲୋକ ପାଣିଭିତରକୁ ଓହ୍ଲାଇଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିବାରୁ ଖୋଜାଖୋଜି ଜାରି ରହିଛି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

13 Sep 2024 By The Sakala

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ନଦୀରେ ବୁଡ଼ି ୮ ମୃତ

ଗୁଜରାଟ: ଗୁଜରାଟର ଗାନ୍ଧିନଗର ଜିଲ୍ଲା ଅନ୍ତର୍ଗତ ହାଗମ ତହସିଲ ବାସନା ସୋଗାଥି ଗ୍ରାମ ନିକଟ ମେଶଭୋ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ି ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ସମସ୍ତେ ଦେହଗାମ ତାଲୁକାର ବାସନା ସୋଗାଥି ଗ୍ରାମର ବାସିନ୍ଦା। ଏହି ଘଟଣାରେ ଆହୁରି ୨ ଜଣ ଲୋକ ନିଖୋଜ ଅଛନ୍ତି । ଫଳରେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିପାରେ ବୋଲି ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ପୁଲିସ ଓ ଉଦ୍ଧାକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି । ନଦୀରୁ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ କେତେ ଲୋକ ପାଣିଭିତରକୁ ଓହ୍ଲାଇଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିବାରୁ ଖୋଜାଖୋଜି ଜାରି ରହିଛି।

https://www.thesakala.in/national-international/gujarat-eight-drown-in-meshwo-river-in-gandhinagar/article-35144
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର