ମନୋରଞ୍ଜନ
ଓଡ଼ିଶା
ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପରେ ବାଂଲାଦେଶ ଛାଡ଼ି ଭାରତରେ ପହଞ୍ଚିଲେ ଶେଖ୍ ହସିନା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପରେ ଭାରତରେ ପହଞ୍ଚିଲେ ଶେଖ୍ ହସିନା । ହିଣ୍ଡନ ଏୟାରବେସ୍ରେ ପହଞ୍ଚିଥିବା ସୂଚନା । ବାଂଲାଦେଶ ଏୟାରଫୋର୍ସ ବିମାନରେ ପହଞ୍ଚିଥିଲେ। ଢାକାରୁ ପଳାଇ ଆସି ଭାରତରେ ପହଞ୍ଚିଥିଲେ ଶେଖ୍ ହସିନା। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପରେ ଦେଶ ଛାଡ଼ିଛନ୍ତି ହସିନା । ଶେଖ ହସିନାଙ୍କ ଇସ୍ତଫା ପରେ ଶାସନ ଭାର ହାତକୁ ନେଇଛି ସେନା । ଶାସନ ଭାର ଗ୍ରହଣ ସହ ସବୁ ଦଳର ପ୍ରତିନିଧିଙ୍କୁ ଡାକି ଆଲୋଚନା କରିଛନ୍ତି। ହିଂସା […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପରେ ଭାରତରେ ପହଞ୍ଚିଲେ ଶେଖ୍ ହସିନା । ହିଣ୍ଡନ ଏୟାରବେସ୍ରେ ପହଞ୍ଚିଥିବା ସୂଚନା । ବାଂଲାଦେଶ ଏୟାରଫୋର୍ସ ବିମାନରେ ପହଞ୍ଚିଥିଲେ। ଢାକାରୁ ପଳାଇ ଆସି ଭାରତରେ ପହଞ୍ଚିଥିଲେ ଶେଖ୍ ହସିନା। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପରେ ଦେଶ ଛାଡ଼ିଛନ୍ତି ହସିନା ।
ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍
ଶେଖ ହସିନାଙ୍କ ଇସ୍ତଫା ପରେ ଶାସନ ଭାର ହାତକୁ ନେଇଛି ସେନା । ଶାସନ ଭାର ଗ୍ରହଣ ସହ ସବୁ ଦଳର ପ୍ରତିନିଧିଙ୍କୁ ଡାକି ଆଲୋଚନା କରିଛନ୍ତି। ହିଂସା ବନ୍ଦ କରିବାକୁ ଯୁବବର୍ଗଙ୍କୁ ଅପିଲ କରିଛି ବାଂଲା ସେନା ମୁଖ୍ୟ ।
ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!
ବାଂଲାଦେଶ ହିଂସା ନେଇ ବିଏସ୍ଏଫ୍କୁ ହାଇ ଆଲର୍ଟ ଜାରି କରାଯାଇଛି। ବାଂଲାଦେଶ ସୀମାରେ ମୁତୟନ ବିଏସ୍ଏଫ୍ର ସବୁ ୟୁନିଟ୍କୁ ଆଲର୍ଟ ଜାରି କରାଯାଇଛି। ବାଂଲାଦେଶକୁ ଲାଗିଥିବା ଭାରତର ୪୦୯୬ କିମି ସୀମାରେ ଆଲର୍ଟ ଜାରି ହୋଇଛି।
ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍ କ୍ୟାମ୍ପ୍ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !
ଖବର ଅନୁଯାୟୀ, ଶେଖ ହସିନା ଭାରତ ଦେଇ ଲଣ୍ଡନ ଯାଇପରନ୍ତି।






