ଦେଶକୁ କାଳ ବାୟୁ ପ୍ରଦୂଷଣ, ବର୍ଷକୁ ଦିଲ୍ଲୀରେ ଯାଉଛି ୧୨ ହଜାର ଜୀବନ

The Sakala Picture
Published On

ନୂଆଦିଲ୍ଲୀ: ଭାରତରେ ବାୟୁ ପ୍ରଦୂଷଣ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଏଥିଯୋଗୁଁ ବର୍ଷକୁ ୩୩ ହଜାର ଲୋକଙ୍କ ଜୀବନ ଯାଉଛି। କେବଳ ୧୦ ସହରରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେଉଛି। ଏହି ତାଲିକାରେ ରାଜଧାନୀ ଦିଲ୍ଲୀ ଆଗରେ ରହିଛି। ଏଠାରେ ବର୍ଷକୁ ୧୨ ହଜାର ଜୀବନ ଯାଉଛି। ସେହିପରି ମୁମ୍ବଇରେ ୫,୧୦୦, କୋଲକାତାରେ ୪,୭୦୦, ଚେନ୍ନଇରେ ୨,୯୦୦, ଅହମଦାବାଦରେ ୨,୫୦୦, ବେଙ୍ଗାଲୁରୁରେ ୨,୧୦୦, ହାଇଦରାବାଦରେ ୧,୬୦୦, ପୁନେରେ ୧,୪୦୦ ଏବଂ ବାରାଣସୀରେ ବର୍ଷକୁ ୮୩୦ […]

ନୂଆଦିଲ୍ଲୀ: ଭାରତରେ ବାୟୁ ପ୍ରଦୂଷଣ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଏଥିଯୋଗୁଁ ବର୍ଷକୁ ୩୩ ହଜାର ଲୋକଙ୍କ ଜୀବନ ଯାଉଛି। କେବଳ ୧୦ ସହରରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେଉଛି। ଏହି ତାଲିକାରେ ରାଜଧାନୀ ଦିଲ୍ଲୀ ଆଗରେ ରହିଛି। ଏଠାରେ ବର୍ଷକୁ ୧୨ ହଜାର ଜୀବନ ଯାଉଛି। ସେହିପରି ମୁମ୍ବଇରେ ୫,୧୦୦, କୋଲକାତାରେ ୪,୭୦୦, ଚେନ୍ନଇରେ ୨,୯୦୦, ଅହମଦାବାଦରେ ୨,୫୦୦, ବେଙ୍ଗାଲୁରୁରେ ୨,୧୦୦, ହାଇଦରାବାଦରେ ୧,୬୦୦, ପୁନେରେ ୧,୪୦୦ ଏବଂ ବାରାଣସୀରେ ବର୍ଷକୁ ୮୩୦ ଜଣଙ୍କ ଜୀବନ ଯାଉଛି। ସିମ୍‌ଲାରେ ବାୟୁ ପ୍ରଦୂଷଣସ୍ତର ସବୁଠୁ କମ୍‌ ରହିଛି। ଏଠାରେ ବର୍ଷକେ ୫୯ ଜଣଙ୍କ ମୃତ୍ୟୁ ହେଉଛି। ‘ଦ ଲାନସେଟ ପ୍ଲାନେଟାରୀ ହେଲ୍‌ଥ’ରେ ପ୍ରକାଶିତ ଅଧ୍ୟୟନରେ ଏହି ସୂଚନା ଦିଆଯାଇଛି। ବାୟୁରେ ପିଏମ ୨.୫ର ମାତ୍ରା ବଢ଼ି ଚାଲିଛି। ଏଥିଯୋଗୁଁ ଅଧିକ ଜୀବନ ଯାଉଛି ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ରାଞ୍ଚି ପାସପୋର୍ଟ ଅଫିସକୁ ବୋମାରେ ଉଡ଼ାଇ ଦେବାକୁ ଧମକ: ତନାଘନା ଯାଞ୍ଚ ପରେ ପୋଲିସ ଦେଲା ବଡ଼ ସୂଚନା

06 Jul 2024 By The Sakala

ଦେଶକୁ କାଳ ବାୟୁ ପ୍ରଦୂଷଣ, ବର୍ଷକୁ ଦିଲ୍ଲୀରେ ଯାଉଛି ୧୨ ହଜାର ଜୀବନ

ନୂଆଦିଲ୍ଲୀ: ଭାରତରେ ବାୟୁ ପ୍ରଦୂଷଣ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଏଥିଯୋଗୁଁ ବର୍ଷକୁ ୩୩ ହଜାର ଲୋକଙ୍କ ଜୀବନ ଯାଉଛି। କେବଳ ୧୦ ସହରରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେଉଛି। ଏହି ତାଲିକାରେ ରାଜଧାନୀ ଦିଲ୍ଲୀ ଆଗରେ ରହିଛି। ଏଠାରେ ବର୍ଷକୁ ୧୨ ହଜାର ଜୀବନ ଯାଉଛି। ସେହିପରି ମୁମ୍ବଇରେ ୫,୧୦୦, କୋଲକାତାରେ ୪,୭୦୦, ଚେନ୍ନଇରେ ୨,୯୦୦, ଅହମଦାବାଦରେ ୨,୫୦୦, ବେଙ୍ଗାଲୁରୁରେ ୨,୧୦୦, ହାଇଦରାବାଦରେ ୧,୬୦୦, ପୁନେରେ ୧,୪୦୦ ଏବଂ ବାରାଣସୀରେ ବର୍ଷକୁ ୮୩୦ ଜଣଙ୍କ ଜୀବନ ଯାଉଛି। ସିମ୍‌ଲାରେ ବାୟୁ ପ୍ରଦୂଷଣସ୍ତର ସବୁଠୁ କମ୍‌ ରହିଛି। ଏଠାରେ ବର୍ଷକେ ୫୯ ଜଣଙ୍କ ମୃତ୍ୟୁ ହେଉଛି। ‘ଦ ଲାନସେଟ ପ୍ଲାନେଟାରୀ ହେଲ୍‌ଥ’ରେ ପ୍ରକାଶିତ ଅଧ୍ୟୟନରେ ଏହି ସୂଚନା ଦିଆଯାଇଛି। ବାୟୁରେ ପିଏମ ୨.୫ର ମାତ୍ରା ବଢ଼ି ଚାଲିଛି। ଏଥିଯୋଗୁଁ ଅଧିକ ଜୀବନ ଯାଉଛି ବୋଲି କୁହାଯାଇଛି।

https://www.thesakala.in/national-international/air-pollution-kills-12000-people-in-delhi-every-year/article-33444
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର