ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ ନେଲା ୨ ଜୀବନ

The Sakala Picture
Published On

କାନପୁର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ପୈତୃକ ଗ୍ରାମ ଗସ୍ତରେ କାନପୁର ଯାଇଛନ୍ତି। ଏଥିପାଇଁ ଲାଗିଥିବା ପ୍ରୋଟୋକଲ ଯୋଗୁଁ ୨ ଜୀବନ ଚାଲିଯାଇଛି । ଭିଭିଆଇପ ପରିଚାଳନା ଯୋଗୁଁ ଜଣେ ୫୦ ବର୍ଷୀୟ ମହିଳା ବ୍ୟବସାୟୀ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ଟ୍ରେନ ପାଇଁ ରେଲୱେ କ୍ରସିଂରେ ଗୋବିନ୍ଦନଗର ଟ୍ରାଫିକକୁ ଅଟକା ଯାଇଥିଲା। ଏହି ସମୟରେ କରୋନା ପରବର୍ତ୍ତୀ ସମସ୍ୟା ଯୋଗୁଁ ଘରୋଇ କାରରେ ହସ୍ପିଟାଲ ଯାଉଥବା ବନ୍ଦନା ମିଶ୍ର […]

କାନପୁର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ପୈତୃକ ଗ୍ରାମ ଗସ୍ତରେ କାନପୁର ଯାଇଛନ୍ତି। ଏଥିପାଇଁ ଲାଗିଥିବା ପ୍ରୋଟୋକଲ ଯୋଗୁଁ ୨ ଜୀବନ ଚାଲିଯାଇଛି । ଭିଭିଆଇପ
ପରିଚାଳନା ଯୋଗୁଁ ଜଣେ ୫୦ ବର୍ଷୀୟ ମହିଳା ବ୍ୟବସାୟୀ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ଟ୍ରେନ ପାଇଁ ରେଲୱେ କ୍ରସିଂରେ ଗୋବିନ୍ଦନଗର ଟ୍ରାଫିକକୁ ଅଟକା ଯାଇଥିଲା। ଏହି ସମୟରେ କରୋନା ପରବର୍ତ୍ତୀ ସମସ୍ୟା ଯୋଗୁଁ ଘରୋଇ କାରରେ ହସ୍ପିଟାଲ ଯାଉଥବା ବନ୍ଦନା ମିଶ୍ର ଜାମରେ ଫସି ଯାଇଥିଲେ। ଟ୍ରାଫିକକୁ ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ଅଟକା ଯାଇଥିଲା। ଏଥିଯୋଗୁଁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ସବୁକିଛି ସରି ଯାଇଥିଲା । ଘରୋଇ ହସ୍ପିଟାଲ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ବିଷୟରେ ଜାଣିବା ପରେ ରାଷ୍ଟ୍ରପତ ଏବଂ ତାଙ୍କ ପଦ ଦୁଃଖପ୍ରକାଶ କରିଛନ୍ତି । ଏଥିଯୋଗୁଁ ଜଣେ ଇନ୍ସପେକ୍ଟର ଏବଂ ୩ କନଷ୍ଟେବଳଙ୍କୁ କମିଶନର ନିଲମ୍ବନ କରିଛନ୍ତି ।

27 Jun 2021 By The Sakala

https://www.thesakala.in/national-international/the-presidents-protocol-took-two-lives/article-3266
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର