୭ ବର୍ଷର ପୁଅ ସହ ୧୨ ମହଲାରୁ ଡେଇଁ ଆତ୍ମହତ୍ୟା

The Sakala Picture
Published On

ମୁମ୍ବାଇ : ପଡୋଶୀଙ୍କ ଉତ୍ପାଡ଼ନ ସହ୍ୟ ନକରିପାରି ମୁମ୍ବାଇ ପୋୱାଇସ୍ଥିତ ଏକ ୧୨ ମହଲା ଆପାର୍ଟମେଣ୍ଟରୁ ତଳକୁ ଡେଇଁ ନିଜର ୭ ବର୍ଷର ପୁଅ ସହିତ ଜଣେ ମହିଳା ଆତ୍ମହତ୍ୟା କରିବା ଘଟଣା ସାଧାରଣରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି । ସୋମବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ବେଳେ ମୃତ ମହିଳା ରେଶମା ଟ୍ରେଞ୍ଚିଲ(୪୪)ଙ୍କ ଘରୁ ପୁଲିସ ଏକ ସୁଇସାଇଡ ନୋଟ ଜବତ କରିଛି । ଏଥରେ ସେ ତାଙ୍କର କିଛି ପଡୋଶୀମାନଙ୍କ ପ୍ରତି […]

ମୁମ୍ବାଇ : ପଡୋଶୀଙ୍କ ଉତ୍ପାଡ଼ନ ସହ୍ୟ ନକରିପାରି ମୁମ୍ବାଇ ପୋୱାଇସ୍ଥିତ ଏକ ୧୨ ମହଲା ଆପାର୍ଟମେଣ୍ଟରୁ ତଳକୁ ଡେଇଁ ନିଜର ୭ ବର୍ଷର ପୁଅ ସହିତ ଜଣେ ମହିଳା ଆତ୍ମହତ୍ୟା କରିବା ଘଟଣା ସାଧାରଣରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି । ସୋମବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ବେଳେ ମୃତ ମହିଳା ରେଶମା ଟ୍ରେଞ୍ଚିଲ(୪୪)ଙ୍କ ଘରୁ ପୁଲିସ ଏକ ସୁଇସାଇଡ ନୋଟ ଜବତ କରିଛି । ଏଥରେ ସେ ତାଙ୍କର କିଛି ପଡୋଶୀମାନଙ୍କ ପ୍ରତି ଆରୋପ ଲଗାଇଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ଯୁଦ୍ଧବିରାମ ପରେ ଦୁବାଇ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ବଡ଼ ଉନ୍ନତି, ନିବେଶକଙ୍କ ବଢିଲା ଆଗ୍ରହ

ତାଙ୍କ ପୁଅ ଘରେ ପାଟି କରୁଥିବା ନେଇ ପଡୋଶୀ ଅଭିଯୋଗ କରିବା ସହ ତାଙ୍କୁ ହଇରାଣ କରୁଥିବା ସେ ସୁଇସାଇଡ୍ ନୋଟରେ ଉଲ୍ଲେଖ କରିଛନ୍ତି । ପୁଲିସ ଏହି ମାମଲାରେ ସଂପୃକ୍ତ ଆପାର୍ଟମେଣ୍ଟର ଜଣଙ୍କୁ ଗିରଫ କରିଛି । ରେଶମା ନିକଟରେ କରୋନାରେ ପୀଡ଼ିତ ତାଙ୍କ ସ୍ବାମୀ ଏବଂ ଶ୍ବଶୁରଙ୍କୁ ହରାଇଥିବାରୁ ମନୋବଳ ହାରାଇ ଆତ୍ମହତ୍ୟା କରିପାରିଥାଆନ୍ତି ବୋଲି ମଧ୍ୟ କୁହାଯାଉଛି ।

ଆହୁରି ପଢ଼ନ୍ତୁ: ରାଘବ ଚଢ଼ାଙ୍କ ସ୍ଥାନ ନେବା ପରେ ଆପ୍ ସାଂସଦ ଅଶୋକ କୁମାର ମିତ୍ତଲଙ୍କ ଉପରେ ଇଡିର ନଜର, ଏଲପିୟୁ (LPU) କ୍ୟାମ୍ପସ ସମେତ ଅନେକ ସ୍ଥାନରେ ଚଢ଼ାଉ

24 Jun 2021 By The Sakala

୭ ବର୍ଷର ପୁଅ ସହ ୧୨ ମହଲାରୁ ଡେଇଁ ଆତ୍ମହତ୍ୟା

ମୁମ୍ବାଇ : ପଡୋଶୀଙ୍କ ଉତ୍ପାଡ଼ନ ସହ୍ୟ ନକରିପାରି ମୁମ୍ବାଇ ପୋୱାଇସ୍ଥିତ ଏକ ୧୨ ମହଲା ଆପାର୍ଟମେଣ୍ଟରୁ ତଳକୁ ଡେଇଁ ନିଜର ୭ ବର୍ଷର ପୁଅ ସହିତ ଜଣେ ମହିଳା ଆତ୍ମହତ୍ୟା କରିବା ଘଟଣା ସାଧାରଣରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି । ସୋମବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ବେଳେ ମୃତ ମହିଳା ରେଶମା ଟ୍ରେଞ୍ଚିଲ(୪୪)ଙ୍କ ଘରୁ ପୁଲିସ ଏକ ସୁଇସାଇଡ ନୋଟ ଜବତ କରିଛି । ଏଥରେ ସେ ତାଙ୍କର କିଛି ପଡୋଶୀମାନଙ୍କ ପ୍ରତି ଆରୋପ ଲଗାଇଛନ୍ତି।

ତାଙ୍କ ପୁଅ ଘରେ ପାଟି କରୁଥିବା ନେଇ ପଡୋଶୀ ଅଭିଯୋଗ କରିବା ସହ ତାଙ୍କୁ ହଇରାଣ କରୁଥିବା ସେ ସୁଇସାଇଡ୍ ନୋଟରେ ଉଲ୍ଲେଖ କରିଛନ୍ତି । ପୁଲିସ ଏହି ମାମଲାରେ ସଂପୃକ୍ତ ଆପାର୍ଟମେଣ୍ଟର ଜଣଙ୍କୁ ଗିରଫ କରିଛି । ରେଶମା ନିକଟରେ କରୋନାରେ ପୀଡ଼ିତ ତାଙ୍କ ସ୍ବାମୀ ଏବଂ ଶ୍ବଶୁରଙ୍କୁ ହରାଇଥିବାରୁ ମନୋବଳ ହାରାଇ ଆତ୍ମହତ୍ୟା କରିପାରିଥାଆନ୍ତି ବୋଲି ମଧ୍ୟ କୁହାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର