ସୋସିଆଲ ମିଡିଆରେ ଘୁରି ବୁଲୁଥିବା ନିର୍ବାଚନ ବିଜ୍ଞପ୍ତି ଫେକ୍, ସ୍ପଷ୍ଟ କଲା ECI

The Sakala Picture
Published On

ନୂଆଦିଲ୍ଲୀ: ପାଖେଇ ଆସୁଛି ସାଧାରଣ ନିର୍ବାଚନ – ୨୦୨୪। ଜନତାଙ୍କ ଠାରୁ ଆରମ୍ଭ କରି ନେତାମାନଙ୍କ ମନରେ ରହିଛି ଉତ୍ସାହ।  ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ରହିଛନ୍ତି ସମସ୍ତ ରାଜନୈତିକ ଦଳ। ବର୍ତ୍ତମାନ ସୁଦ୍ଧା କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକଶାଇ ପାଇନାହିଁ। ହେଲେ ଏହାରି ମଧ୍ୟରେ ଗତ କିଛିଦିନ ହେବ ସୋସିଆଲ ମିଡିଆରେ ନିର୍ବାଚନ ତାରିଖକୁ ନେଇ ଏକ ବିଜ୍ଞପ୍ତି ଘୁରି ବୁଲିଛି। ଏହି ବିଜ୍ଞପ୍ତି ଅନୁଯାୟୀ, ୧୨ ମାର୍ଚ୍ଚରେ ପ୍ରକାଶ ପାଇବ […]

ନୂଆଦିଲ୍ଲୀ: ପାଖେଇ ଆସୁଛି ସାଧାରଣ ନିର୍ବାଚନ – ୨୦୨୪। ଜନତାଙ୍କ ଠାରୁ ଆରମ୍ଭ କରି ନେତାମାନଙ୍କ ମନରେ ରହିଛି ଉତ୍ସାହ।  ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ରହିଛନ୍ତି ସମସ୍ତ ରାଜନୈତିକ ଦଳ। ବର୍ତ୍ତମାନ ସୁଦ୍ଧା କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକଶାଇ ପାଇନାହିଁ। ହେଲେ ଏହାରି ମଧ୍ୟରେ ଗତ କିଛିଦିନ ହେବ ସୋସିଆଲ ମିଡିଆରେ ନିର୍ବାଚନ ତାରିଖକୁ ନେଇ ଏକ ବିଜ୍ଞପ୍ତି ଘୁରି ବୁଲିଛି। ଏହି ବିଜ୍ଞପ୍ତି ଅନୁଯାୟୀ, ୧୨ ମାର୍ଚ୍ଚରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି, ପ୍ରାର୍ଥିପତ୍ର ଦାଖଲ ତାରିଖ ୧୮ ମାର୍ଚ୍ଚ ରହିଥିଲା। ସେହିପରି ଭୋଟଦାନ ତାରିଖ ୧୯ ଏପ୍ରିଲ ରହିଥିବାବେଳେ ଭୋଟ ଗଣତି ୨୨ ମେ’ ରହିିଥିଲା। ହେଲେ ଏହି ବିଜ୍ଞପ୍ତିଟି ସମ୍ପୂର୍ଣ୍ଣ ଫେକ୍ ବୋଲି ଆଜି ଇସିଆଇ ସୋସିଆଲ ମିଡିଆ ‘ଏକ୍ସ’ ରେ ଜଣାଇଛି। ଏହିପରି ଫେକ୍ ବିଜ୍ଞପ୍ତିରୁ ଦୂରେଇ ରହିବାକୁ ଇସିଆଇ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର