ଆଜି ୨ ଘଣ୍ଟା ବନ୍ଦ ରହିବ ଏସ୍‌ବିଆଇ ଇ-ବ୍ୟାଙ୍କିଙ୍ଗ୍: ମିଳିବନି ୟୁପିଆଇ, ୟୁନୋ, ୟୁନୋ ଲାଇଟ୍ ସେବା

The Sakala Picture
Published On

ନୂଆଦିଲ୍ଲୀ: ଚଳିତମାସ ୧୭ ଅର୍ଥାତ୍ ଗୁରୁବାର କିଛି ସମୟ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍‌ବିଆଇ) ର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ମିଳିବ ନାହିଁ । କାରଣ ଏହି ଦିନ ବ୍ୟାଙ୍କର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ଦୁଇ ଘଣ୍ଟା ପାଇଁ ବନ୍ଦ ରହିବ। ଏହା ଫଳରେ ଏସ୍‌ବିଆଇର ଗ୍ରାହକମାନେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ), ୟୁନୋ ଏବଂ ୟୁନୋ ଲାଇଟ୍ ଭଳି ସେବା ପାଇପାରିବେ ନାହିଁ। ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ ଜୁନ୍ ୧୭ ମଧ୍ୟରାତ୍ର ୧୨ଟା ୩୦ […]

ନୂଆଦିଲ୍ଲୀ: ଚଳିତମାସ ୧୭ ଅର୍ଥାତ୍ ଗୁରୁବାର କିଛି ସମୟ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍‌ବିଆଇ) ର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ମିଳିବ ନାହିଁ । କାରଣ ଏହି ଦିନ ବ୍ୟାଙ୍କର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ଦୁଇ ଘଣ୍ଟା ପାଇଁ ବନ୍ଦ ରହିବ। ଏହା ଫଳରେ ଏସ୍‌ବିଆଇର ଗ୍ରାହକମାନେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ), ୟୁନୋ ଏବଂ ୟୁନୋ ଲାଇଟ୍ ଭଳି ସେବା ପାଇପାରିବେ ନାହିଁ। ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ ଜୁନ୍ ୧୭ ମଧ୍ୟରାତ୍ର ୧୨ଟା ୩୦ ମିନିଟ୍‌ରୁ ୨ ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଏସ୍‌ବିଆଇ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ସେବା ଉପଲବ୍ଧ ହେବ ନାହିଁ । ଏହି ସମୟରେ ଡିଜିଟାଲ ବ୍ୟାଙ୍କିଙ୍ଗ ପ୍ଲାଟଫର୍ମର ନବୀକରଣ ସମ୍ପର୍କିତ ପ୍ରସ୍ତାବିତ କାର୍ଯ୍ୟ କରାଯିବ।

ଆହୁରି ପଢ଼ନ୍ତୁ: ସରି ବାପା-ମା', ଆଉ ଥରେ ନିଟ୍ (NEET) ଦେବାକୁ ସାହସ ନାହିଁ: ପେପର ଲିକ୍ ବିବାଦ ମଧ୍ୟରେ ଛାତ୍ରୀଙ୍କ ଆତ୍ମହତ୍ୟା

ଏଠାରେ ସୂଚନାଯୋଗ୍ୟ ଗତ ମେ’ ମାସରେ ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ ଏସ୍‌ବିଆଇର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ , ୟୁପିଆଇ, ୟୁନୋ ଏବଂ ୟୁନୋ ଲାଇଟ୍ ଭଳି ସେବା ସହିତ ବ୍ୟାଙ୍କର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ପ୍ଲାଟଫର୍ମ ପ୍ରଭାବିତ ହୋଇଥିଲା। ଏସବିଆଇର ୧୩.୫ କୋଟି ୟୁପିଆଇ ବ୍ୟବହାରକାରୀ ରହିଛନ୍ତି।

ଆହୁରି ପଢ଼ନ୍ତୁ: 'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି...': କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ମହିଳାଙ୍କଠାରୁ ୪.୫୦ ଲକ୍ଷ ଟଙ୍କାର ସାଇବର ଠକେଇ

17 Jun 2021 By The Sakala

ଆଜି ୨ ଘଣ୍ଟା ବନ୍ଦ ରହିବ ଏସ୍‌ବିଆଇ ଇ-ବ୍ୟାଙ୍କିଙ୍ଗ୍: ମିଳିବନି ୟୁପିଆଇ, ୟୁନୋ, ୟୁନୋ ଲାଇଟ୍ ସେବା

ନୂଆଦିଲ୍ଲୀ: ଚଳିତମାସ ୧୭ ଅର୍ଥାତ୍ ଗୁରୁବାର କିଛି ସମୟ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍‌ବିଆଇ) ର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ମିଳିବ ନାହିଁ । କାରଣ ଏହି ଦିନ ବ୍ୟାଙ୍କର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ଦୁଇ ଘଣ୍ଟା ପାଇଁ ବନ୍ଦ ରହିବ। ଏହା ଫଳରେ ଏସ୍‌ବିଆଇର ଗ୍ରାହକମାନେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ), ୟୁନୋ ଏବଂ ୟୁନୋ ଲାଇଟ୍ ଭଳି ସେବା ପାଇପାରିବେ ନାହିଁ। ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ ଜୁନ୍ ୧୭ ମଧ୍ୟରାତ୍ର ୧୨ଟା ୩୦ ମିନିଟ୍‌ରୁ ୨ ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଏସ୍‌ବିଆଇ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ସେବା ଉପଲବ୍ଧ ହେବ ନାହିଁ । ଏହି ସମୟରେ ଡିଜିଟାଲ ବ୍ୟାଙ୍କିଙ୍ଗ ପ୍ଲାଟଫର୍ମର ନବୀକରଣ ସମ୍ପର୍କିତ ପ୍ରସ୍ତାବିତ କାର୍ଯ୍ୟ କରାଯିବ।

ଏଠାରେ ସୂଚନାଯୋଗ୍ୟ ଗତ ମେ’ ମାସରେ ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ ଏସ୍‌ବିଆଇର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ , ୟୁପିଆଇ, ୟୁନୋ ଏବଂ ୟୁନୋ ଲାଇଟ୍ ଭଳି ସେବା ସହିତ ବ୍ୟାଙ୍କର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ପ୍ଲାଟଫର୍ମ ପ୍ରଭାବିତ ହୋଇଥିଲା। ଏସବିଆଇର ୧୩.୫ କୋଟି ୟୁପିଆଇ ବ୍ୟବହାରକାରୀ ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର