ଟିଏମସି ନେତାଙ୍କ ଘରେ ଚଢାଉ ବେଳେ ଇଡି ଟିମ୍ ଉପରକୁ ସଂଘବଦ୍ଧ ଆକ୍ରମଣ

The Sakala Picture
Published On

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଇଡି ଟିମ୍ ଉପରକୁ  ସଂଘବଦ୍ଧ ଆକ୍ରମଣ କରାଯାଇଛି। ଟିଏମସି ନେତାଙ୍କ ଘରେ ଚଢାଉ କରିବା ସମୟରେ ଆକ୍ରମଣ କରାଯାଇଥିବା ଜଣା ପଡ଼ିଛି। ପ୍ରାୟ ୨୦୦ରୁ ଅଧିକ ଲୋକ ସଙ୍ଘବଦ୍ଧ ଭାବେ ଇଡି ଟିମ୍ ଉପରକୁ ଆକ୍ରମଣ କରିଛନ୍ତି। ସୂଚନା ଅନୁଯାୟୀ, ଉତ୍ତର ୨୪ ପ୍ରଗଣା ଅଞ୍ଚଳରେ ଏହି ଆକ୍ରମଣ କରାଯାଇଛି। ଅଧିକାରୀଙ୍କୁ ଆକ୍ରମଣ ସହ ସେମାନଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରାଯାଇଛି।

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଇଡି ଟିମ୍ ଉପରକୁ  ସଂଘବଦ୍ଧ ଆକ୍ରମଣ କରାଯାଇଛି। ଟିଏମସି ନେତାଙ୍କ ଘରେ ଚଢାଉ କରିବା ସମୟରେ ଆକ୍ରମଣ କରାଯାଇଥିବା ଜଣା ପଡ଼ିଛି। ପ୍ରାୟ ୨୦୦ରୁ ଅଧିକ ଲୋକ ସଙ୍ଘବଦ୍ଧ ଭାବେ ଇଡି ଟିମ୍ ଉପରକୁ ଆକ୍ରମଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

ସୂଚନା ଅନୁଯାୟୀ, ଉତ୍ତର ୨୪ ପ୍ରଗଣା ଅଞ୍ଚଳରେ ଏହି ଆକ୍ରମଣ କରାଯାଇଛି। ଅଧିକାରୀଙ୍କୁ ଆକ୍ରମଣ ସହ ସେମାନଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରାଯାଇଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶେଷ ହେଉଛି ଆମେରିକା-ଇରାନ ଅସ୍ତ୍ରବିରତି ଅବଧି: ପୁଣି ଯୁଦ୍ଧ ଆରମ୍ଭ ହେବ ନା ଆଲୋଚନାକୁ ଆସିବ ଇରାନ?

05 Jan 2024 By The Sakala

ଟିଏମସି ନେତାଙ୍କ ଘରେ ଚଢାଉ ବେଳେ ଇଡି ଟିମ୍ ଉପରକୁ ସଂଘବଦ୍ଧ ଆକ୍ରମଣ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଇଡି ଟିମ୍ ଉପରକୁ  ସଂଘବଦ୍ଧ ଆକ୍ରମଣ କରାଯାଇଛି। ଟିଏମସି ନେତାଙ୍କ ଘରେ ଚଢାଉ କରିବା ସମୟରେ ଆକ୍ରମଣ କରାଯାଇଥିବା ଜଣା ପଡ଼ିଛି। ପ୍ରାୟ ୨୦୦ରୁ ଅଧିକ ଲୋକ ସଙ୍ଘବଦ୍ଧ ଭାବେ ଇଡି ଟିମ୍ ଉପରକୁ ଆକ୍ରମଣ କରିଛନ୍ତି।

ସୂଚନା ଅନୁଯାୟୀ, ଉତ୍ତର ୨୪ ପ୍ରଗଣା ଅଞ୍ଚଳରେ ଏହି ଆକ୍ରମଣ କରାଯାଇଛି। ଅଧିକାରୀଙ୍କୁ ଆକ୍ରମଣ ସହ ସେମାନଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର