ସମ୍ପତ୍ତି ଲୋଭି ସ୍ତ୍ରୀ, ସ୍ୱାମୀ ବଞ୍ଚି ଥାଉଥାଉ ଶ୍ୱଶୁର ଏବଂ ଦିଅରଙ୍କ ନାଁରେ ଲଗାଇଲା ସ୍ବାମୀହତ୍ୟାର ଆରୋପ

The Sakala Picture
Published On

ଲକ୍ଷ୍ନୌ: ସମ୍ପତ୍ତି କଲା ଅନ୍ଧ, ବଞ୍ଚିଥିବା ସ୍ୱାମୀକୁ ମୃତ ଦର୍ଶାଇଲା ଲୋଭି ସ୍ତ୍ରୀ । ସ୍ୱାମୀ ମୃତ୍ୟୁର ମିଛ କାହାଣୀ ରଚିବା ସହ ସ୍ୱାମୀର ମୃତଦେହକୁ ଲୁଚାଇବା ଅଭିଯୋଗରେ ଶ୍ୱଶୁର ଏବଂ ୩ ଦିଅରଙ୍କୁ କୋର୍ଟକୁ ଟାଣିଲେ ମହିଳା । ଏଭଳି ଏକ ଖବର ଆସିଛି ଉତ୍ତରପ୍ରଦେଶରୁ । ତଦନ୍ତ ଚାଲିଥିବାବେଳେ ପୋଲିସ ଜାଣିବାକୁ ପାଇଛି କି ସମ୍ପୃକ୍ତ ସ୍ତ୍ରୀଙ୍କ ସ୍ୱାମୀ ଜୀବିତ ଅଛନ୍ତି ବୋଲି । ସୂଚନା ଅନୁସାରେ, ରାମକରଣ ନାମକ ଯୁବକ ଗୁଜୁରାଟରେ କାମ […]

ଲକ୍ଷ୍ନୌ: ସମ୍ପତ୍ତି କଲା ଅନ୍ଧ, ବଞ୍ଚିଥିବା ସ୍ୱାମୀକୁ ମୃତ ଦର୍ଶାଇଲା ଲୋଭି ସ୍ତ୍ରୀ । ସ୍ୱାମୀ ମୃତ୍ୟୁର ମିଛ କାହାଣୀ ରଚିବା ସହ ସ୍ୱାମୀର ମୃତଦେହକୁ ଲୁଚାଇବା ଅଭିଯୋଗରେ ଶ୍ୱଶୁର ଏବଂ ୩ ଦିଅରଙ୍କୁ କୋର୍ଟକୁ ଟାଣିଲେ ମହିଳା । ଏଭଳି ଏକ ଖବର ଆସିଛି ଉତ୍ତରପ୍ରଦେଶରୁ । ତଦନ୍ତ ଚାଲିଥିବାବେଳେ ପୋଲିସ ଜାଣିବାକୁ ପାଇଛି କି ସମ୍ପୃକ୍ତ ସ୍ତ୍ରୀଙ୍କ ସ୍ୱାମୀ ଜୀବିତ ଅଛନ୍ତି ବୋଲି ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ସୂଚନା ଅନୁସାରେ, ରାମକରଣ ନାମକ ଯୁବକ ଗୁଜୁରାଟରେ କାମ କରୁଥିବାବେଳେ ତାଙ୍କ ପତ୍ନୀ ଅଭିଯୋଗ ଆଣିଥିଲେ କି, ଶ୍ବଶୁର ଏବଂ ଦିଅର ତାଙ୍କୁ ହତ୍ୟା କରିଛନ୍ତି । ଯଦିଓ ପୋଲିସ ମୃତଦେହକୁ ଠାବ କରିନଥିଲା ତଥାପି ମାମଲା ଆଧାରରେ ୪ଜଣଙ୍କୁ ଗିରଫ କରି ଜେଲ ପଠାଇଥିଲା । ତେବେ ପୋଲିସ ଅଧିକ ତଦନ୍ତ କରିବା ସହ ସିସିଟିଭି ଆଧାରରେ ସ୍ୱାମୀର ଖବର ପାଇଥିଲା । ପୋଲିସ ଉଭୟ ପତି ପତ୍ନୀଙ୍କ ଚାଲାକିକୁ ଜାଣିବା ସହ ସେମାନଙ୍କୁ ଗିରଫ କରିଛି । ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଥିବାବେଳେ ଏବେ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

25 Dec 2023 By The Sakala

ସମ୍ପତ୍ତି ଲୋଭି ସ୍ତ୍ରୀ, ସ୍ୱାମୀ ବଞ୍ଚି ଥାଉଥାଉ ଶ୍ୱଶୁର ଏବଂ ଦିଅରଙ୍କ ନାଁରେ ଲଗାଇଲା ସ୍ବାମୀହତ୍ୟାର ଆରୋପ

ଲକ୍ଷ୍ନୌ: ସମ୍ପତ୍ତି କଲା ଅନ୍ଧ, ବଞ୍ଚିଥିବା ସ୍ୱାମୀକୁ ମୃତ ଦର୍ଶାଇଲା ଲୋଭି ସ୍ତ୍ରୀ । ସ୍ୱାମୀ ମୃତ୍ୟୁର ମିଛ କାହାଣୀ ରଚିବା ସହ ସ୍ୱାମୀର ମୃତଦେହକୁ ଲୁଚାଇବା ଅଭିଯୋଗରେ ଶ୍ୱଶୁର ଏବଂ ୩ ଦିଅରଙ୍କୁ କୋର୍ଟକୁ ଟାଣିଲେ ମହିଳା । ଏଭଳି ଏକ ଖବର ଆସିଛି ଉତ୍ତରପ୍ରଦେଶରୁ । ତଦନ୍ତ ଚାଲିଥିବାବେଳେ ପୋଲିସ ଜାଣିବାକୁ ପାଇଛି କି ସମ୍ପୃକ୍ତ ସ୍ତ୍ରୀଙ୍କ ସ୍ୱାମୀ ଜୀବିତ ଅଛନ୍ତି ବୋଲି ।

ସୂଚନା ଅନୁସାରେ, ରାମକରଣ ନାମକ ଯୁବକ ଗୁଜୁରାଟରେ କାମ କରୁଥିବାବେଳେ ତାଙ୍କ ପତ୍ନୀ ଅଭିଯୋଗ ଆଣିଥିଲେ କି, ଶ୍ବଶୁର ଏବଂ ଦିଅର ତାଙ୍କୁ ହତ୍ୟା କରିଛନ୍ତି । ଯଦିଓ ପୋଲିସ ମୃତଦେହକୁ ଠାବ କରିନଥିଲା ତଥାପି ମାମଲା ଆଧାରରେ ୪ଜଣଙ୍କୁ ଗିରଫ କରି ଜେଲ ପଠାଇଥିଲା । ତେବେ ପୋଲିସ ଅଧିକ ତଦନ୍ତ କରିବା ସହ ସିସିଟିଭି ଆଧାରରେ ସ୍ୱାମୀର ଖବର ପାଇଥିଲା । ପୋଲିସ ଉଭୟ ପତି ପତ୍ନୀଙ୍କ ଚାଲାକିକୁ ଜାଣିବା ସହ ସେମାନଙ୍କୁ ଗିରଫ କରିଛି । ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଥିବାବେଳେ ଏବେ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

https://www.thesakala.in/national-international/woman-shows-husband-as-dead-for-property/article-28590
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର