ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣା: ଆସିଲା ଫସି ରହିଥିବା ୪୧ ଶ୍ରମିକଙ୍କ ଭିଡିଓ, ଖାଇଲେ ଡାଲି ଓ ଖେଚୋଡି

The Sakala Picture
Published On

ଡେରାଡୁନ: ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣାକୁ ଇତିମଧ୍ୟରେ ୧୦ ଦିନ ହେଲାଣି । ହେଲେ ଟନେଲ ତଳେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ଏବେ ସୁଦ୍ଧା କୌଣସି ସଫଳତା ମିଳିପାରି ନାହିଁ। ଟନେଲ୍ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ଶ୍ରମିକ । ଉତ୍ତରାଖଣ୍ଡ ଉତ୍ତରକାଶୀରେ ଗତ ୧୨ ନଭେମ୍ବରରୁ ଟନେଲ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ। ରେସକ୍ୟୁ ଟିମ୍‌କୁ ସୋମବାର  ବଡ ସଫଳତା ମିଳିଥିଲ । ଶ୍ରମିକଙ୍କୁ ପ୍ରଥମଥର ପାଇଁ ଖାଇବାକୁ […]

ଡେରାଡୁନ: ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣାକୁ ଇତିମଧ୍ୟରେ ୧୦ ଦିନ ହେଲାଣି । ହେଲେ ଟନେଲ ତଳେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ଏବେ ସୁଦ୍ଧା କୌଣସି ସଫଳତା ମିଳିପାରି ନାହିଁ। ଟନେଲ୍ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ଶ୍ରମିକ । ଉତ୍ତରାଖଣ୍ଡ ଉତ୍ତରକାଶୀରେ ଗତ ୧୨ ନଭେମ୍ବରରୁ ଟନେଲ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ। ରେସକ୍ୟୁ ଟିମ୍‌କୁ ସୋମବାର  ବଡ ସଫଳତା ମିଳିଥିଲ । ଶ୍ରମିକଙ୍କୁ ପ୍ରଥମଥର ପାଇଁ ଖାଇବାକୁ ଦିଆଯାଇଛି ଡାଲି ଏବଂ ଖେଚୋଡି । ୬ଇଞ୍ଚର ମୋଟା ପାଇପ ଜରିଆରେ ବୋତଲରେ ଭର୍ତ୍ତି କରି ଦିଆଯାଇଛି ଖାଦ୍ୟ ।

ଆହୁରି ପଢ଼ନ୍ତୁ: କୁକୁର ପରିସ୍ରା କରିବାକୁ ନେଇ ତୁମୁଳକାଣ୍ଡ; ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବରିଷ୍ଠ ନାଗରିକ

ଏହାମଧ୍ୟରେ ସୁଡଙ୍ଗ ମଧ୍ୟରୁ ପ୍ରଥମଥର ପାଇଁ ସାମ୍ନାକୁ ଆସିଛି ଭିଡିଓ । ଏଥିରେ ଦେଖିବାକୁ ମିଳିଛି ଯେ ଶ୍ରମିକମାନେ କେଉଁ ପରିସ୍ଥିତିରେ ଟନେଲ୍‌ ମଧ୍ୟରେ ରହିଛନ୍ତି । ଏହି ସମୟରେ ରେସକ୍ୟୁ ଅପରେସନ୍‌ରେ ଯୋଡି ହୋଇଥିବା ଅଧିକାରୀମାନେ ଓ୍ବକିଟକି ଜରିଆରେ ଶ୍ରମିକଙ୍କ ସହ କଥା ହୋଇଛନ୍ତି । ଟନେଲ ଭିତରେ ଥିବା ଶ୍ରମିକଙ୍କ ଅବସ୍ଥା ଜାଣିବା ପାଇଁ ପାଇପ ମାଧ୍ୟମରେ ଟନେଲକୁ ଏକ କ୍ୟାମେରା ପଠାଯାଇଛି । ଟନେଲ ଭିତରେ ସ୍ଥିତି କିପରି ରହିଛି ତାହା ଏଥିରେ କଏଦ ହୋଇଛି ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

21 Nov 2023 By The Sakala

ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣା: ଆସିଲା ଫସି ରହିଥିବା ୪୧ ଶ୍ରମିକଙ୍କ ଭିଡିଓ, ଖାଇଲେ ଡାଲି ଓ ଖେଚୋଡି

ଡେରାଡୁନ: ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣାକୁ ଇତିମଧ୍ୟରେ ୧୦ ଦିନ ହେଲାଣି । ହେଲେ ଟନେଲ ତଳେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ଏବେ ସୁଦ୍ଧା କୌଣସି ସଫଳତା ମିଳିପାରି ନାହିଁ। ଟନେଲ୍ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ଶ୍ରମିକ । ଉତ୍ତରାଖଣ୍ଡ ଉତ୍ତରକାଶୀରେ ଗତ ୧୨ ନଭେମ୍ବରରୁ ଟନେଲ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ। ରେସକ୍ୟୁ ଟିମ୍‌କୁ ସୋମବାର  ବଡ ସଫଳତା ମିଳିଥିଲ । ଶ୍ରମିକଙ୍କୁ ପ୍ରଥମଥର ପାଇଁ ଖାଇବାକୁ ଦିଆଯାଇଛି ଡାଲି ଏବଂ ଖେଚୋଡି । ୬ଇଞ୍ଚର ମୋଟା ପାଇପ ଜରିଆରେ ବୋତଲରେ ଭର୍ତ୍ତି କରି ଦିଆଯାଇଛି ଖାଦ୍ୟ ।

ଏହାମଧ୍ୟରେ ସୁଡଙ୍ଗ ମଧ୍ୟରୁ ପ୍ରଥମଥର ପାଇଁ ସାମ୍ନାକୁ ଆସିଛି ଭିଡିଓ । ଏଥିରେ ଦେଖିବାକୁ ମିଳିଛି ଯେ ଶ୍ରମିକମାନେ କେଉଁ ପରିସ୍ଥିତିରେ ଟନେଲ୍‌ ମଧ୍ୟରେ ରହିଛନ୍ତି । ଏହି ସମୟରେ ରେସକ୍ୟୁ ଅପରେସନ୍‌ରେ ଯୋଡି ହୋଇଥିବା ଅଧିକାରୀମାନେ ଓ୍ବକିଟକି ଜରିଆରେ ଶ୍ରମିକଙ୍କ ସହ କଥା ହୋଇଛନ୍ତି । ଟନେଲ ଭିତରେ ଥିବା ଶ୍ରମିକଙ୍କ ଅବସ୍ଥା ଜାଣିବା ପାଇଁ ପାଇପ ମାଧ୍ୟମରେ ଟନେଲକୁ ଏକ କ୍ୟାମେରା ପଠାଯାଇଛି । ଟନେଲ ଭିତରେ ସ୍ଥିତି କିପରି ରହିଛି ତାହା ଏଥିରେ କଏଦ ହୋଇଛି ।

https://www.thesakala.in/national-international/uttarkashi-tunnel-collapse-first-picture-of-workers-trapped-inside-the-tunnel-surfaced/article-27496
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର