ମନୋରଞ୍ଜନ
ଓଡ଼ିଶା
ଜମ୍ମୁ କଶ୍ମୀରରେ ୫ ଜଣ ‘ଲସ୍କର-ଇ-ତୋଏବା’ ଆତଙ୍କବାଦୀ ଗିରଫ
ଶ୍ରୀନଗର: ଭାରତୀୟ ସୁରକ୍ଷା ବାହିନୀ ରବିବାର ଜମ୍ମୁ-କଶ୍ମୀରରେ ୫ ଜଣ ‘ଲସ୍କର-ଇ-ତୋଏବା’ ଆତଙ୍କବାଦୀଙ୍କୁ ଗିରଫ କରିବା ସହ ୨ଟି ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିବା ସହ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରିଛି। ଗିରଫ ହୋଇଥିବା ଆତଙ୍କବାଦୀମାନେ ହେଉଛନ୍ତି ଆଦିଲ୍ ହୁସେନ୍ ୱାନି, ସୁହୈଲ୍ ଅହମଦ୍ ଦର୍, ଏତ୍ମାଦ୍ ଅହମଦ୍ ଲାୱେ, ମେହରାଜ ଅହମଦ୍ ଲୋନି ଓ ସବ୍ଜର୍ ଅହମଦ୍ ଖାର୍। ଆତଙ୍କବାଦୀ ସଂଗଠନ ‘ଲସ୍କର-ଇ-ତୋଏବା’ ସହିତ ଏହି ଆତଙ୍କବାଦୀମାନେ ସମ୍ପୃକ୍ତ ଥିଲେ। ଏମାନଙ୍କ ନିକଟରୁ ଦୁଇଟି […]
ଶ୍ରୀନଗର: ଭାରତୀୟ ସୁରକ୍ଷା ବାହିନୀ ରବିବାର ଜମ୍ମୁ-କଶ୍ମୀରରେ ୫ ଜଣ ‘ଲସ୍କର-ଇ-ତୋଏବା’ ଆତଙ୍କବାଦୀଙ୍କୁ ଗିରଫ କରିବା ସହ ୨ଟି ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିବା ସହ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରିଛି। ଗିରଫ ହୋଇଥିବା ଆତଙ୍କବାଦୀମାନେ ହେଉଛନ୍ତି ଆଦିଲ୍ ହୁସେନ୍ ୱାନି, ସୁହୈଲ୍ ଅହମଦ୍ ଦର୍, ଏତ୍ମାଦ୍ ଅହମଦ୍ ଲାୱେ, ମେହରାଜ ଅହମଦ୍ ଲୋନି ଓ ସବ୍ଜର୍ ଅହମଦ୍ ଖାର୍।
ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ
ଆତଙ୍କବାଦୀ ସଂଗଠନ ‘ଲସ୍କର-ଇ-ତୋଏବା’ ସହିତ ଏହି ଆତଙ୍କବାଦୀମାନେ ସମ୍ପୃକ୍ତ ଥିଲେ। ଏମାନଙ୍କ ନିକଟରୁ ଦୁଇଟି ବନ୍ଧୁକ, ତିନୋଟି ହ୍ୟାଣ୍ଡ ଗ୍ରେନେଡ, ଗୋଟିଏ ୟୁବିଜିଏଲ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି।
ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍ କ୍ୟାମ୍ପ୍ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !






