ଆତଙ୍କବାଦୀଙ୍କ ଗୁଳିରେ ୨ ସେନା ଅଧିକାରୀ ସହିଦ

The Sakala Picture
Published On

ନୂଆଦିଲ୍ଲୀ: ଜାମ୍ମୁ- କାଶ୍ମୀର ଅନନ୍ତନାଗରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିୟ ଘଟିଛି। ଏନକାଉଣ୍ଟରରେ ସେନାର ଜଣେ କର୍ଣ୍ଣେଲ, ମେଜର ଏବଂ ଜଣେ ଡିଏସପି ସହିଦ ହୋଇଛନ୍ତି। କର୍ଣ୍ଣେଲଙ୍କ ନାମ ମନପ୍ରୀତ ସିଂହ ହୋଇଥିବା ବେଳେ ମେଜରଙ୍କ ନାଁ ଆଶିଷ ଧୋନଚକ ବୋଲି ଜଣାପଡ଼ିଛି। ଉଭୟ ସେନାଧିକାରୀ ୧୯-ରାଷ୍ଟ୍ରୀୟ ରାଇଫଲ୍ସର ନେତୃତ୍ୱ ନେଉଥିଲେ । ଅଧିକାରୀ କହିଛନ୍ତି ଯେ, ଅନନ୍ତନାଗର କୋକରନାଗରେ ଅଞ୍ଚଳରେ ପୁଲିସ ଏବଂ ସେନାର ଏକ ମିଳିତ ଟିମ୍ ଘେରାବନ୍ଦୀ ସହ ସର୍ଚ୍ଚ […]

ନୂଆଦିଲ୍ଲୀ: ଜାମ୍ମୁ- କାଶ୍ମୀର ଅନନ୍ତନାଗରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିୟ ଘଟିଛି। ଏନକାଉଣ୍ଟରରେ ସେନାର ଜଣେ କର୍ଣ୍ଣେଲ, ମେଜର ଏବଂ ଜଣେ ଡିଏସପି ସହିଦ ହୋଇଛନ୍ତି। କର୍ଣ୍ଣେଲଙ୍କ ନାମ ମନପ୍ରୀତ ସିଂହ ହୋଇଥିବା ବେଳେ ମେଜରଙ୍କ ନାଁ ଆଶିଷ ଧୋନଚକ ବୋଲି ଜଣାପଡ଼ିଛି। ଉଭୟ ସେନାଧିକାରୀ ୧୯-ରାଷ୍ଟ୍ରୀୟ ରାଇଫଲ୍ସର ନେତୃତ୍ୱ ନେଉଥିଲେ ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ

ଅଧିକାରୀ କହିଛନ୍ତି ଯେ, ଅନନ୍ତନାଗର କୋକରନାଗରେ ଅଞ୍ଚଳରେ ପୁଲିସ ଏବଂ ସେନାର ଏକ ମିଳିତ ଟିମ୍ ଘେରାବନ୍ଦୀ ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ମିଳିତ ଦଳ ସନ୍ଦିଗ୍ଧ ସ୍ଥାନ ଆଡକୁ ଗଲାବେଳେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ସେନା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର