ଇଡ଼େନ ଗାର୍ଡେନ କ୍ରିକେଟ ଖେଳ ପଡିଆର ଡ୍ରେସିଙ୍ଗ ରୁମରେ ଅଗ୍ନିକାଣ୍ଡ

The Sakala Picture
Published On

କୋଲକାତା: କୋଲକାତା ସ୍ଥିତ କ୍ରିକେଟ ପଡିଆ ଭାବେ ସାରା ବିଶ୍ୱରେ ପରିଚିତ ଇଡେନ ଗାର୍ଡେନ କ୍ରିକେଟ ପଡିଆର ଖେଳାଳିଙ୍କ ଡ୍ରେସିଙ୍ଗ ରୁମରେ ଗତ କାଲି ସାଢ଼େ ୧୧ ଟା ବେଳେ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡ ଖବର ପାଇ ଘଟଣା ସ୍ଥଳରେ ଦମକଳର ୨ଟି ଇଞ୍ଜିନ ଆସି ନିଆଁ ଲିଭାଇବାରେ ସକ୍ଷମ ହୋଇଛି। ଅନ୍ୟ ପଟେ ଇଡେନ ଗାଡେନ ଖେଳ ପଡିଆ ଖେଳାଳିଙ୍କ ଡ୍ରେସିଙ୍ଗ ରୁମ ଅଗ୍ନିକାଣ୍ଡକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ପ୍ରଶ୍ନ ଉଠୁଛି। ବିଗତ ସପ୍ତାହରେ ଶନିବାର […]

କୋଲକାତା: କୋଲକାତା ସ୍ଥିତ କ୍ରିକେଟ ପଡିଆ ଭାବେ ସାରା ବିଶ୍ୱରେ ପରିଚିତ ଇଡେନ ଗାର୍ଡେନ କ୍ରିକେଟ ପଡିଆର ଖେଳାଳିଙ୍କ ଡ୍ରେସିଙ୍ଗ ରୁମରେ ଗତ କାଲି ସାଢ଼େ ୧୧ ଟା ବେଳେ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡ ଖବର ପାଇ ଘଟଣା ସ୍ଥଳରେ ଦମକଳର ୨ଟି ଇଞ୍ଜିନ ଆସି ନିଆଁ ଲିଭାଇବାରେ ସକ୍ଷମ ହୋଇଛି। ଅନ୍ୟ ପଟେ ଇଡେନ ଗାଡେନ ଖେଳ ପଡିଆ ଖେଳାଳିଙ୍କ ଡ୍ରେସିଙ୍ଗ ରୁମ ଅଗ୍ନିକାଣ୍ଡକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ପ୍ରଶ୍ନ ଉଠୁଛି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ବିଗତ ସପ୍ତାହରେ ଶନିବାର ଦିନ ICCର ଏକ ପ୍ରତିନିଧି ଦଳ ବିଶ୍ଵ କପକୁ ନେଇ ଇଡେନ ଗାଡେନ ପରିଦର୍ଶନ କରିଥିଲେ ଓ ଇଡେନ ଗାଡେନକୁ ଆହୁରି ସଜ୍ଜିତ କରା ଯାଉଛି ଦେଖି ମଧ୍ୟ ପ୍ରଶଂସା କରିଥିଲେ କିନ୍ତୁ ବିଶ୍ଵ କପ ପୂର୍ବରୁ ଖେଳାଳିଙ୍କ ଡ୍ରେସିଙ୍ଗ ରୁମରେ ବିଦ୍ୟୁତ ସର୍ଟ ସର୍କିଟକୁ ନେଇ ଅଗ୍ନିକାଣ୍ଡ ଘଟଣାଟି ଇଡେନ ଗାଡେନର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ପ୍ରଶ୍ନ ବାଚି ସୃଷ୍ଟି କରୁଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର