ମହାରାଷ୍ଟ୍ର ରାଇଗଡ଼ରେ ଭୂସ୍ଖଳନ, ୫ ମୃତ

The Sakala Picture
Published On

ମୁମ୍ବାଇ: ମହାରାଷ୍ଟ୍ର ରାଇଗଡ଼ରେ ଭୂସ୍ଖଳନ । ରାଇଗଡ଼ ଜିଲ୍ଲା ଖାଲାପୁର ତହସିଲ ଆଦିବାସୀଙ୍କ ଗାଁ ଇରସାଲୱାଡ଼ିରେ ବିଳମ୍ବିତ ରାତିରେ ଧସିଲା ପାହାଡ଼ । ଗାଁର ୧୭ଟି ଘରେ ପାହାଡ଼ ଅତଡ଼ା ଖସିବା ଫଳରେ ପୁରା ଗାଁ ଛାରଖାର ହୋଇଯାଇଛି । ଘଟଣାରେ ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଲେ ୫୦ ଲୋକ ଦବି ରହିଥିଲେ । ଘଟଣାସ୍ଥଳରେ ଏନଡିଆରଏଫର ୨ଟି ଟିମ୍ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ୨୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ […]

ମୁମ୍ବାଇ: ମହାରାଷ୍ଟ୍ର ରାଇଗଡ଼ରେ ଭୂସ୍ଖଳନ । ରାଇଗଡ଼ ଜିଲ୍ଲା ଖାଲାପୁର ତହସିଲ ଆଦିବାସୀଙ୍କ ଗାଁ ଇରସାଲୱାଡ଼ିରେ ବିଳମ୍ବିତ ରାତିରେ ଧସିଲା ପାହାଡ଼ । ଗାଁର ୧୭ଟି ଘରେ ପାହାଡ଼ ଅତଡ଼ା ଖସିବା ଫଳରେ ପୁରା ଗାଁ ଛାରଖାର ହୋଇଯାଇଛି । ଘଟଣାରେ ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଲେ ୫୦ ଲୋକ ଦବି ରହିଥିଲେ । ଘଟଣାସ୍ଥଳରେ ଏନଡିଆରଏଫର ୨ଟି ଟିମ୍ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ୨୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୨୧ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସକାଳୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି । ୨ ଦିନ ଧରି ଲଗାତର ବର୍ଷା ଫଳରେ ମହାରାଷ୍ଟ୍ରର ବିଭିନ୍ନ ନଦୀ ଜଳସ୍ତର ବଢ଼ିଛି । ମୁମ୍ବାଇ, ରାଇଗଡ଼ ଓ ପାଲଘରକୁ ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଡ ଜାରି କରିଛି ଆଇଏମଡି । ପୂରା ମହାରାଷ୍ଟ୍ରରେ ୧୨ ଏନଡିଆରଏଫ୍ ଟ୍ରୁପ୍ ନିୟୋଜିତ ଅଛନ୍ତି । ଭୀଷଣ ବର୍ଷାକୁ ନଜରରେ ରଖି ମୁମ୍ବାଇରେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିଛି ।

ଆହୁରି ପଢ଼ନ୍ତୁ: ଗୋଟିଏ ମଣ୍ଡପ, ଜଣେ କନ୍ୟା ଆଉ ଦୁଇ ଜଣ ବର! ଏହି ନିଆରା ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ

ପରିସ୍ଥିତିର ଗମ୍ଭୀରତାକୁ ଦେଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଥି ସହିତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ମନ୍ତ୍ରାଳୟ ବିପର୍ଯ୍ୟୟ ନିୟନ୍ତ୍ରଣ ପ୍ରକୋଷ୍ଠରେ ପହଞ୍ଚି ରାୟଗଡ ଭୂସ୍ଖଳନର ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ‘ୟୁକେ ୦୭ ରାଇଡର’ ଅନୁରାଗ ଡୋଭାଲଙ୍କ ଆତ୍ମହତ୍ୟା ଉଦ୍ୟମ; ପରିବାର ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

20 Jul 2023 By The Sakala

ମହାରାଷ୍ଟ୍ର ରାଇଗଡ଼ରେ ଭୂସ୍ଖଳନ, ୫ ମୃତ

ମୁମ୍ବାଇ: ମହାରାଷ୍ଟ୍ର ରାଇଗଡ଼ରେ ଭୂସ୍ଖଳନ । ରାଇଗଡ଼ ଜିଲ୍ଲା ଖାଲାପୁର ତହସିଲ ଆଦିବାସୀଙ୍କ ଗାଁ ଇରସାଲୱାଡ଼ିରେ ବିଳମ୍ବିତ ରାତିରେ ଧସିଲା ପାହାଡ଼ । ଗାଁର ୧୭ଟି ଘରେ ପାହାଡ଼ ଅତଡ଼ା ଖସିବା ଫଳରେ ପୁରା ଗାଁ ଛାରଖାର ହୋଇଯାଇଛି । ଘଟଣାରେ ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଲେ ୫୦ ଲୋକ ଦବି ରହିଥିଲେ । ଘଟଣାସ୍ଥଳରେ ଏନଡିଆରଏଫର ୨ଟି ଟିମ୍ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ୨୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୨୧ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସକାଳୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି । ୨ ଦିନ ଧରି ଲଗାତର ବର୍ଷା ଫଳରେ ମହାରାଷ୍ଟ୍ରର ବିଭିନ୍ନ ନଦୀ ଜଳସ୍ତର ବଢ଼ିଛି । ମୁମ୍ବାଇ, ରାଇଗଡ଼ ଓ ପାଲଘରକୁ ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଡ ଜାରି କରିଛି ଆଇଏମଡି । ପୂରା ମହାରାଷ୍ଟ୍ରରେ ୧୨ ଏନଡିଆରଏଫ୍ ଟ୍ରୁପ୍ ନିୟୋଜିତ ଅଛନ୍ତି । ଭୀଷଣ ବର୍ଷାକୁ ନଜରରେ ରଖି ମୁମ୍ବାଇରେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିଛି ।

ପରିସ୍ଥିତିର ଗମ୍ଭୀରତାକୁ ଦେଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଥି ସହିତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ମନ୍ତ୍ରାଳୟ ବିପର୍ଯ୍ୟୟ ନିୟନ୍ତ୍ରଣ ପ୍ରକୋଷ୍ଠରେ ପହଞ୍ଚି ରାୟଗଡ ଭୂସ୍ଖଳନର ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି।

https://www.thesakala.in/national-international/five-killed-over-hundred-feared-trapped-as-landslide-hits-maharashtra-village/article-23650
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର