ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହୀମ ସିଂଙ୍କୁ ପାରୋଲ

The Sakala Picture
Published On

ନୂଆଦିଲ୍ଲୀ: ଅସୁସ୍ଥ ମା’ଙ୍କ ଯତ୍ନ ନେବା ପାଇଁ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହୀମ ସିଂଙ୍କୁ ପାରୋଲ ପ୍ରଦାନ କରାଯାଇଛି । । ରୋହତକ ସୁନାରିଆ ଜେଲରେ ରହିଥିବା ଗୁରୁମିତ ରାମ ରହୀମ ତାଙ୍କ ଅସୁସ୍ଥ ମା’ଙ୍କ ଯତ୍ନ ନେବା ପାଇଁ ମେ ୧୮ରେ ‘ଜରୁରୀକାଳୀନ ପାରୋଲ’ ମାଗିଥିଲେ । ଦୁଇ ଅନୁଗାମୀଙ୍କୁ ବଳାତ୍କାର ଅଭିଯୋଗରେ ୨୦ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି ରାମ୍ ରହୀମ୍‌ । ରାଜ୍ୟ ଜେଲ ମନ୍ତ୍ରୀ ରଞ୍ଜିତ ସିଂ […]

ନୂଆଦିଲ୍ଲୀ: ଅସୁସ୍ଥ ମା’ଙ୍କ ଯତ୍ନ ନେବା ପାଇଁ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହୀମ ସିଂଙ୍କୁ ପାରୋଲ ପ୍ରଦାନ କରାଯାଇଛି । । ରୋହତକ ସୁନାରିଆ ଜେଲରେ ରହିଥିବା ଗୁରୁମିତ ରାମ ରହୀମ ତାଙ୍କ ଅସୁସ୍ଥ ମା’ଙ୍କ ଯତ୍ନ ନେବା ପାଇଁ ମେ ୧୮ରେ ‘ଜରୁରୀକାଳୀନ ପାରୋଲ’ ମାଗିଥିଲେ । ଦୁଇ ଅନୁଗାମୀଙ୍କୁ ବଳାତ୍କାର ଅଭିଯୋଗରେ ୨୦ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି ରାମ୍ ରହୀମ୍‌ ।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ରାଜ୍ୟ ଜେଲ ମନ୍ତ୍ରୀ ରଞ୍ଜିତ ସିଂ କହିଛନ୍ତି ଯେ ଆଇନ ଅନୁଯାୟୀ ଏକ ବ୍ୟବସ୍ଥା ଅଛି ଯେ ଯଦି ଦୋଷୀ ପରିବାରରେ ଜରୁରୀକାଳୀନ ପରିସ୍ଥିତି ଉପୁଜେ ତେବେ ପୋଲିସ ସୁରକ୍ଷା ଅଧୀନରେ ତାଙ୍କ ପରିବାରକୁ ଭେଟିବାକୁ ଅନୁମତି ଦିଆଯିବ ।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର