କୃଷକଙ୍କ ପାଇଁ ଖୁସି ଖବର: ବିଭିନ୍ନ ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର

The Sakala Picture
Published On

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଖୁସି ଖବର। କେନ୍ଦ୍ର କ୍ୟାବିନେଟ୍ ବିଭିନ୍ନ ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । କେନ୍ଦ୍ରର ମୋଦି ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ଖରିଫ ଫସଲର ଏମଏସପି ବୃଦ୍ଧିକୁ ଅନୁମୋଦନ ଦେଇଛନ୍ତି । ଧାନ ଦର ୧୪୩ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଧାନ ଦର ୧୪୩ ଟଙ୍କା ବୃଦ୍ଧି ପରେ ଏ ଗ୍ରେଡ୍ ଧାନ କ୍ୱିଣ୍ଟାଲ୍ ପିଛା ଚାଷୀ ୨୨୦୩ ଟଙ୍କା ପାଇବେ । ସେହିଭଳି […]

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଖୁସି ଖବର। କେନ୍ଦ୍ର କ୍ୟାବିନେଟ୍ ବିଭିନ୍ନ ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । କେନ୍ଦ୍ରର ମୋଦି ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ଖରିଫ ଫସଲର ଏମଏସପି ବୃଦ୍ଧିକୁ ଅନୁମୋଦନ ଦେଇଛନ୍ତି । ଧାନ ଦର ୧୪୩ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଧାନ ଦର ୧୪୩ ଟଙ୍କା ବୃଦ୍ଧି ପରେ ଏ ଗ୍ରେଡ୍ ଧାନ କ୍ୱିଣ୍ଟାଲ୍ ପିଛା ଚାଷୀ ୨୨୦୩ ଟଙ୍କା ପାଇବେ । ସେହିଭଳି ଅନ୍ୟ ଧାନ ବିକ୍ରି କଲେ କ୍ୱିଣ୍ଟାଲ ପିଛା ଚାଷୀଙ୍କୁ ମିଳିବ ୨୧୮୩ ଟଙ୍କା ।

ଆହୁରି ପଢ଼ନ୍ତୁ: ଟ୍ରମ୍ପ ଏବଂ ନେତନ୍ୟାହୁଙ୍କ ମଧ୍ୟରେ ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ: କ'ଣ ରହିଛି ଏହାର ପ୍ରଭାବ?

ସେହିଭଳି କେନ୍ଦ୍ର ସରକାର ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ ୨୬୮ ଟଙ୍କା ବୃଦ୍ଧି କରିଛନ୍ତି । ଫଳରେ ଚାଷୀ ଗୋଟିଏ କ୍ୱିଣ୍ଟାଲ୍ ମାଣ୍ଡିଆ ବିକ୍ରି କଲେ ୩ ହଜାର ୮୪୬ ଟଙ୍କ ପାଇବେ । ହରଡ଼ର ଏମଏସପି ୪୦୦ ଟଙ୍କା ବଢ଼ିଥିବା ବେଳେ ମୁଗର ଏମଏସପି ୮୦୩ ଟଙ୍କା, ବାଦାମର ଏମଏସପି ୫୨୭ ଟଙ୍କା, ବିରିର ଏମଏସପି ୩୫୦ ଟଙ୍କା ବୃ୍ଦ୍ଧି କରିଛନ୍ତି । ଏମଏସପି ବୃଦ୍ଧି ପରେ ଚାଷୀ ହରଡ଼ କ୍ୱିଣ୍ଟାଲ୍ ପିଛା ୭ ହଜାର ଟଙ୍କା, ମୁଗ ୮ ହଜାର ୫୫୮ ଟଙ୍କା, ବିରି ୬ ହଜାର ୯୫୦ ଟଙ୍କା, ବାଦାମ ୬ ହଜାର ୩୭୭ ଟଙ୍କାରେ ବିକ୍ରି କରିବେ ।

ଆହୁରି ପଢ଼ନ୍ତୁ: ଆମେରିକା କୋର୍ଟଙ୍କ ବଡ଼ ନିଷ୍ପତ୍ତି: ବେଆଇନ ଘୋଷିତ ହେଲା ଟ୍ରମ୍ପଙ୍କ ୧ ଲକ୍ଷ ଡଲାରର H-1B ଭିସା ଫି', ଭାରତୀୟଙ୍କ ପାଇଁ ଆଶ୍ୱସ୍ତି

07 Jun 2023 By The Sakala

କୃଷକଙ୍କ ପାଇଁ ଖୁସି ଖବର: ବିଭିନ୍ନ ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଖୁସି ଖବର। କେନ୍ଦ୍ର କ୍ୟାବିନେଟ୍ ବିଭିନ୍ନ ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । କେନ୍ଦ୍ରର ମୋଦି ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ଖରିଫ ଫସଲର ଏମଏସପି ବୃଦ୍ଧିକୁ ଅନୁମୋଦନ ଦେଇଛନ୍ତି । ଧାନ ଦର ୧୪୩ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଧାନ ଦର ୧୪୩ ଟଙ୍କା ବୃଦ୍ଧି ପରେ ଏ ଗ୍ରେଡ୍ ଧାନ କ୍ୱିଣ୍ଟାଲ୍ ପିଛା ଚାଷୀ ୨୨୦୩ ଟଙ୍କା ପାଇବେ । ସେହିଭଳି ଅନ୍ୟ ଧାନ ବିକ୍ରି କଲେ କ୍ୱିଣ୍ଟାଲ ପିଛା ଚାଷୀଙ୍କୁ ମିଳିବ ୨୧୮୩ ଟଙ୍କା ।

ସେହିଭଳି କେନ୍ଦ୍ର ସରକାର ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ ୨୬୮ ଟଙ୍କା ବୃଦ୍ଧି କରିଛନ୍ତି । ଫଳରେ ଚାଷୀ ଗୋଟିଏ କ୍ୱିଣ୍ଟାଲ୍ ମାଣ୍ଡିଆ ବିକ୍ରି କଲେ ୩ ହଜାର ୮୪୬ ଟଙ୍କ ପାଇବେ । ହରଡ଼ର ଏମଏସପି ୪୦୦ ଟଙ୍କା ବଢ଼ିଥିବା ବେଳେ ମୁଗର ଏମଏସପି ୮୦୩ ଟଙ୍କା, ବାଦାମର ଏମଏସପି ୫୨୭ ଟଙ୍କା, ବିରିର ଏମଏସପି ୩୫୦ ଟଙ୍କା ବୃ୍ଦ୍ଧି କରିଛନ୍ତି । ଏମଏସପି ବୃଦ୍ଧି ପରେ ଚାଷୀ ହରଡ଼ କ୍ୱିଣ୍ଟାଲ୍ ପିଛା ୭ ହଜାର ଟଙ୍କା, ମୁଗ ୮ ହଜାର ୫୫୮ ଟଙ୍କା, ବିରି ୬ ହଜାର ୯୫୦ ଟଙ୍କା, ବାଦାମ ୬ ହଜାର ୩୭୭ ଟଙ୍କାରେ ବିକ୍ରି କରିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର