କ୍ରିଷ୍ଣାସାଗର ହ୍ରଦରେ ବୁଡ଼ି ଚାଲିଗଲା ୫ ନାବାଳକଙ୍କ ଜୀବନ

The Sakala Picture
Published On

ଗୁଜରାଟ: ଗୁଜରାଟ ବୋଟାଡ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ହ୍ରଦରେ ବୁଡ଼ି ୫ ନାବାଳକ ମୃତ । ବଟୋଦ୍ ସହର ପାଖରେ ଥିବା କୃଷ୍ଣା ହ୍ରଦରେ ବୁଡି ଗଲା ୫ ପିଲାଙ୍କ ଜୀବନ । ଗାଧୋଇବା ବେଳେ ପ୍ରଥମେ ୨ ନାବାଳକ ବୁଡ଼ି ଯାଇଥିଲେ । ସେମାନଙ୍କୁ ବଞ୍ଚାଇବାକୁ ଯାଇ ଆଉ ୩ ଜଣ ବି ବୁଡ଼ିଗଲେ । ସମସ୍ତ ମୃତକଙ୍କ ବୟସ ୧୬ରୁ ୧୭ ବର୍ଷ ମଧ୍ୟରେ ସୂଚନା । ସୂଚନା ଅନୁସାରେ, ୨ […]

ଗୁଜରାଟ: ଗୁଜରାଟ ବୋଟାଡ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ହ୍ରଦରେ ବୁଡ଼ି ୫ ନାବାଳକ ମୃତ । ବଟୋଦ୍ ସହର ପାଖରେ ଥିବା କୃଷ୍ଣା ହ୍ରଦରେ ବୁଡି ଗଲା ୫ ପିଲାଙ୍କ ଜୀବନ । ଗାଧୋଇବା ବେଳେ ପ୍ରଥମେ ୨ ନାବାଳକ ବୁଡ଼ି ଯାଇଥିଲେ । ସେମାନଙ୍କୁ ବଞ୍ଚାଇବାକୁ ଯାଇ ଆଉ ୩ ଜଣ ବି ବୁଡ଼ିଗଲେ । ସମସ୍ତ ମୃତକଙ୍କ ବୟସ ୧୬ରୁ ୧୭ ବର୍ଷ ମଧ୍ୟରେ ସୂଚନା ।

ଆହୁରି ପଢ଼ନ୍ତୁ: ଲୋକସଭାରେ କାଟ୍ ଖାଇଲା ସମ୍ବିଧାନ ସଂଶୋଧନ ବିଲ୍; ମିଳିଲାନି ଆବଶ୍ୟକ ସମର୍ଥନ, କମ୍‌ ପଡ଼ିଲା ୫୪ ଭୋଟ୍‌

ସୂଚନା ଅନୁସାରେ, ୨ ଜଣ ପିଲା ନିଜ ଜେଜେବାପାଙ୍କ ସହ ଏଠାକୁ ବୁଲିବାକୁ ଆସିଥିଲେ । ହ୍ରଦରେ ଗାଧୋଇବାକୁ ଜିଦି କରିଥିଲେ । ହେଲେ ଗାଧୋଇବାକୁ ଯାଇ ଗଭୀର ପାଣି ଆଡକୁ ଚାଲିଯାଇଥିଲେ, ଫଳରେ ସେଠାରେ ବୁଡିଯାଇଥିଲେ । ସେମାନଙ୍କ ପାଟି ଶୁଣି ସେଠାରେ ଥିବା ଅନ୍ୟ ୩ ଜଣ ନାବାଳକ ପାଣିକୁ ଡିଆଁ ମାରିଥିଲେ । ହେଲେ ହ୍ରଦରେ ବହୁତ ପାଣି ଥିବାରୁ ସେ ୩ ପିଲା ମଧ୍ୟ ଚାହୁଁ ଚାହୁଁ ବୁଡିଯାଇଥିଲେ । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ୫ଜଣଙ୍କୁ ଉଦ୍ଧାର କରିଥିଲେ ବି ସେତେବେଳକୁ ସମସ୍ତଙ୍କର ମୃତ୍ୟୁ ହୋଇସାରିଥିଲା । ତେବେ ମୃତ ୫ ନାବାଳକଙ୍କୁ ପରିଚୟ ଜଣାପଡ଼ିନାହିଁ।

ଆହୁରି ପଢ଼ନ୍ତୁ: ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା: ବୈଦିକ ମନ୍ତ୍ରୋଚ୍ଚାରଣ ସହ ଖୋଲିଲା ବଦ୍ରୀନାଥ ଧାମର କପାଟ

14 May 2023 By The Sakala

କ୍ରିଷ୍ଣାସାଗର ହ୍ରଦରେ ବୁଡ଼ି ଚାଲିଗଲା ୫ ନାବାଳକଙ୍କ ଜୀବନ

ଗୁଜରାଟ: ଗୁଜରାଟ ବୋଟାଡ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ହ୍ରଦରେ ବୁଡ଼ି ୫ ନାବାଳକ ମୃତ । ବଟୋଦ୍ ସହର ପାଖରେ ଥିବା କୃଷ୍ଣା ହ୍ରଦରେ ବୁଡି ଗଲା ୫ ପିଲାଙ୍କ ଜୀବନ । ଗାଧୋଇବା ବେଳେ ପ୍ରଥମେ ୨ ନାବାଳକ ବୁଡ଼ି ଯାଇଥିଲେ । ସେମାନଙ୍କୁ ବଞ୍ଚାଇବାକୁ ଯାଇ ଆଉ ୩ ଜଣ ବି ବୁଡ଼ିଗଲେ । ସମସ୍ତ ମୃତକଙ୍କ ବୟସ ୧୬ରୁ ୧୭ ବର୍ଷ ମଧ୍ୟରେ ସୂଚନା ।

ସୂଚନା ଅନୁସାରେ, ୨ ଜଣ ପିଲା ନିଜ ଜେଜେବାପାଙ୍କ ସହ ଏଠାକୁ ବୁଲିବାକୁ ଆସିଥିଲେ । ହ୍ରଦରେ ଗାଧୋଇବାକୁ ଜିଦି କରିଥିଲେ । ହେଲେ ଗାଧୋଇବାକୁ ଯାଇ ଗଭୀର ପାଣି ଆଡକୁ ଚାଲିଯାଇଥିଲେ, ଫଳରେ ସେଠାରେ ବୁଡିଯାଇଥିଲେ । ସେମାନଙ୍କ ପାଟି ଶୁଣି ସେଠାରେ ଥିବା ଅନ୍ୟ ୩ ଜଣ ନାବାଳକ ପାଣିକୁ ଡିଆଁ ମାରିଥିଲେ । ହେଲେ ହ୍ରଦରେ ବହୁତ ପାଣି ଥିବାରୁ ସେ ୩ ପିଲା ମଧ୍ୟ ଚାହୁଁ ଚାହୁଁ ବୁଡିଯାଇଥିଲେ । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ୫ଜଣଙ୍କୁ ଉଦ୍ଧାର କରିଥିଲେ ବି ସେତେବେଳକୁ ସମସ୍ତଙ୍କର ମୃତ୍ୟୁ ହୋଇସାରିଥିଲା । ତେବେ ମୃତ ୫ ନାବାଳକଙ୍କୁ ପରିଚୟ ଜଣାପଡ଼ିନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର