ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

କ୍ରିକେଟ ପରେ ରାଜନୀତି ମୈଦାନରେ ମନୋଜଙ୍କ ସଫଳତା: ମମତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଲେ ମନୋଜ ତିୱାରୀ

The Sakala Picture
Published On

କଲକାତା: ମନ୍ତ୍ରୀ ବନିଲେ ପୂର୍ବତନ କ୍ରିକେଟର ମନୋଜ ତିୱାରୀ। କ୍ରିକେଟରେ ସଫଳତା ପାଇବା ପରେ ଏବେ ରାଜନୀତି ମୈଦାନରେ ମଧ୍ୟ କମାଲ କରିଛନ୍ତି ମନୋଜ ତିୱାରୀ। ପଶ୍ଚିମବଙ୍ଗରୁ ନିର୍ବାଚନ ଜିତିବା ସହ ଏବେ ମମତା ବାନାର୍ଜୀଙ୍କ ମନ୍ତ୍ରୀମଣ୍ଡଳରେ ମଧ୍ୟ ସ୍ଥାନ ପାଇଛନ୍ତି ମନୋଜ । ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପକ୍ଷରୁ ଟିକେଟ ପାଇ ମନୋଜ ତିୱାରୀ ଶିବପୁର ଆସନରୁ ହାୱଡାର ପୂର୍ବତନ ମେୟର ତଥା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ରଥିନ […]

କଲକାତା: ମନ୍ତ୍ରୀ ବନିଲେ ପୂର୍ବତନ କ୍ରିକେଟର ମନୋଜ ତିୱାରୀ। କ୍ରିକେଟରେ ସଫଳତା ପାଇବା ପରେ ଏବେ ରାଜନୀତି ମୈଦାନରେ ମଧ୍ୟ କମାଲ କରିଛନ୍ତି ମନୋଜ ତିୱାରୀ। ପଶ୍ଚିମବଙ୍ଗରୁ ନିର୍ବାଚନ ଜିତିବା ସହ ଏବେ ମମତା ବାନାର୍ଜୀଙ୍କ ମନ୍ତ୍ରୀମଣ୍ଡଳରେ ମଧ୍ୟ ସ୍ଥାନ ପାଇଛନ୍ତି ମନୋଜ ।

ଆହୁରି ପଢ଼ନ୍ତୁ: ଭାରତରେ ନୂଆ ରାଜନୈତିକ ଲଢ଼େଇ: 'କକରୋଚ୍ ଜନତା ପାର୍ଟି' ବନାମ 'ନ୍ୟାସନାଲ୍ ପାରାସାଇଟିକ୍ ଫ୍ରଣ୍ଟ'

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପକ୍ଷରୁ ଟିକେଟ ପାଇ ମନୋଜ ତିୱାରୀ ଶିବପୁର ଆସନରୁ ହାୱଡାର ପୂର୍ବତନ ମେୟର ତଥା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ରଥିନ ଚକ୍ରବର୍ତ୍ତୀଙ୍କ ବିରୋଧରେ ଲଢିଥିଲେ ମନୋଜ ।  ଲୋକଙ୍କ ମନ ଜିଣିବା ସହ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ଭାରତୀୟ ଦଳର ଏହି ପୂର୍ବତନ କ୍ରିକେଟର। ଆଉ ତାଙ୍କ ପ୍ରଦର୍ଶନ ଦ୍ୱାରା ପ୍ରଭାବିତ ହୋଇ ତାଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଛନ୍ତି ମମତା ବାନାର୍ଜୀ । ରାଜଭବନରେ ରାଜ୍ୟପାଳ ଜଗଦୀପ ଧନକଡ ମନୋଜ ତିୱାରୀଙ୍କୁ ମନ୍ତ୍ରୀ ପଦର ଶପଥ ପାଠ କରାଇଛନ୍ତି।

ଆହୁରି ପଢ଼ନ୍ତୁ: 'ଆର୍ଥିକ ଝଡ଼ ମୁଣ୍ଡ ଉପରେ, ଆମ ପ୍ରଧାନମନ୍ତ୍ରୀ ଇଟାଲୀରେ ଟଫି ବାଣ୍ଟୁଛନ୍ତି': 'ମେଲୋଡି' ପ୍ରସଙ୍ଗରେ ମୋଦୀଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

12 May 2021 By The Sakala

କ୍ରିକେଟ ପରେ ରାଜନୀତି ମୈଦାନରେ ମନୋଜଙ୍କ ସଫଳତା: ମମତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଲେ ମନୋଜ ତିୱାରୀ

କଲକାତା: ମନ୍ତ୍ରୀ ବନିଲେ ପୂର୍ବତନ କ୍ରିକେଟର ମନୋଜ ତିୱାରୀ। କ୍ରିକେଟରେ ସଫଳତା ପାଇବା ପରେ ଏବେ ରାଜନୀତି ମୈଦାନରେ ମଧ୍ୟ କମାଲ କରିଛନ୍ତି ମନୋଜ ତିୱାରୀ। ପଶ୍ଚିମବଙ୍ଗରୁ ନିର୍ବାଚନ ଜିତିବା ସହ ଏବେ ମମତା ବାନାର୍ଜୀଙ୍କ ମନ୍ତ୍ରୀମଣ୍ଡଳରେ ମଧ୍ୟ ସ୍ଥାନ ପାଇଛନ୍ତି ମନୋଜ ।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପକ୍ଷରୁ ଟିକେଟ ପାଇ ମନୋଜ ତିୱାରୀ ଶିବପୁର ଆସନରୁ ହାୱଡାର ପୂର୍ବତନ ମେୟର ତଥା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ରଥିନ ଚକ୍ରବର୍ତ୍ତୀଙ୍କ ବିରୋଧରେ ଲଢିଥିଲେ ମନୋଜ ।  ଲୋକଙ୍କ ମନ ଜିଣିବା ସହ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ଭାରତୀୟ ଦଳର ଏହି ପୂର୍ବତନ କ୍ରିକେଟର। ଆଉ ତାଙ୍କ ପ୍ରଦର୍ଶନ ଦ୍ୱାରା ପ୍ରଭାବିତ ହୋଇ ତାଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଛନ୍ତି ମମତା ବାନାର୍ଜୀ । ରାଜଭବନରେ ରାଜ୍ୟପାଳ ଜଗଦୀପ ଧନକଡ ମନୋଜ ତିୱାରୀଙ୍କୁ ମନ୍ତ୍ରୀ ପଦର ଶପଥ ପାଠ କରାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର