ପରକ୍ରିୟା ପ୍ରିତି ସନ୍ଦେହରେ ସ୍ତ୍ରୀକୁ ଟିକ୍‌ଟିକ୍‌ କରି ପାଣି ଟାଙ୍କିରେ ରଖିଥିଲା ସ୍ବାମୀ

The Sakala Picture
Published On

ବିଳାସପୁର: ଛତିଶଗଡ ବିଳାସପୁରରେ ଜଘନ୍ୟ ହତ୍ୟାକାଣ୍ଡ। ସ୍ତ୍ରୀକୁ ହାଣି ଟିକ୍‌ଟିକ୍‌ କରିଦେଲା ସ୍ବାମୀ। ବିଳାସପୁରର ପଓ୍ବନ ଠାକୁର ନାମକ ଜଣେ ବ୍ୟକ୍ତି ସ୍ତ୍ରୀ ସତୀ ସାହୁଙ୍କୁ ହାଣି ଖଣ୍ଡଖଣ୍ଡ ପାଣି ଟାଙ୍କିରେ ରଖିଥିଲେ। ମୃତଦେହକୁ ପ୍ରାୟ ୨ ମାସ ପର୍ଯ୍ୟନ୍ତ ପାଣି ଟାଙ୍କିରେ ଲୁଚାଇ ରଖାଯାଇଥିବା ପୋଲିସ ସନ୍ଦେହ କରୁଛି। ତେବେ ଦୀର୍ଘ ୨ ମାସ ପରେ ପାଣି ଟାଙ୍କିରୁ ମୃତଦେହ ଠାବ କରିଛି ବିଳାସପୁର ପୋଲିସ। ସ୍ବାମୀ ପଓ୍ବନ ସ୍ତ୍ରୀଙ୍କର ପରକ୍ରିୟା ପ୍ରିତି ଥିବା ସନ୍ଦେହ […]

ବିଳାସପୁର: ଛତିଶଗଡ ବିଳାସପୁରରେ ଜଘନ୍ୟ ହତ୍ୟାକାଣ୍ଡ। ସ୍ତ୍ରୀକୁ ହାଣି ଟିକ୍‌ଟିକ୍‌ କରିଦେଲା ସ୍ବାମୀ। ବିଳାସପୁରର ପଓ୍ବନ ଠାକୁର ନାମକ ଜଣେ ବ୍ୟକ୍ତି ସ୍ତ୍ରୀ ସତୀ ସାହୁଙ୍କୁ ହାଣି ଖଣ୍ଡଖଣ୍ଡ ପାଣି ଟାଙ୍କିରେ ରଖିଥିଲେ। ମୃତଦେହକୁ ପ୍ରାୟ ୨ ମାସ ପର୍ଯ୍ୟନ୍ତ ପାଣି ଟାଙ୍କିରେ ଲୁଚାଇ ରଖାଯାଇଥିବା ପୋଲିସ ସନ୍ଦେହ କରୁଛି। ତେବେ ଦୀର୍ଘ ୨ ମାସ ପରେ ପାଣି ଟାଙ୍କିରୁ ମୃତଦେହ ଠାବ କରିଛି ବିଳାସପୁର ପୋଲିସ। ସ୍ବାମୀ ପଓ୍ବନ ସ୍ତ୍ରୀଙ୍କର ପରକ୍ରିୟା ପ୍ରିତି ଥିବା ସନ୍ଦେହ କରି ହତ୍ୟା କରିଥିବା କୁହାଯାଉଛି। ପୋଲିସ ଓ ଫରେନସିକ ଏସ୍କ୍ସପର୍ଟ ଟିମ୍‌ ପହଞ୍ଚି ଘଟଣାର ଛାନବିନ କରୁଛି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ସୂଚନା ଅନୁଯାୟୀ, ନକଲି ଟଙ୍କା କାରବାର ନେଇ ପୱନକୁ ଧରିଥିଲା ପୋଲିସ। ପରେ ଛାନଭିନ୍ ପାଇଁ ତା’ ଘରେ ପହଞ୍ଚିଥିଲା। କିନ୍ତୁ ସେଠାରେ ପହଞ୍ଚିବା ପରେ ଘର ଭିତରୁ ଆସୁଥିଲା ଦୁର୍ଗନ୍ଧ। ଦୁର୍ଗନ୍ଧ ଖୋଜି ଖୋଜି ପୋଲିସ ପାଣି ଟାଙ୍କି ପାଖରେ ପହଞ୍ଚିଥିଲା। ତା’ ପରର ଦୃଶ୍ୟ ଦେଖି ଚକିତ ହୋଇପଡିଥିଲା ପୋଲିସ। କାରଣ ପାଣି ଟାଙ୍କିରେ ଥିଲା ତା’ ପତ୍ନୀର ଖଣ୍ଡବିଖଣ୍ଡିତ ଶରୀର।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର