ଭିଜିଲାନ୍ସ ଜାଲରେ ଆପ ବିଧାୟକ ଓ ତାଙ୍କ ପିଏ, ସରପଞ୍ଚଙ୍କ ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ

The Sakala Picture
Published On

ନୂଆଦିଲ୍ଲୀ: ଭିଜିଲାନ୍ସ ଜାଲରେ ବିଧାୟକ । ପଞ୍ଜାବର ଭଟିଣ୍ଡା( ଗ୍ରାମୀଣ) ଆସନରୁ ଆମ ଆଦମୀ ପାର୍ଟି ବିଧାୟକ ଅମିତ ରତନ କୋଟଫାଙ୍କୁ ଲାଞ୍ଚ ନେବା ସମୟରେ ଗିରଫ କରିଛି ଭିଜିଲାନ୍ସ ଟିମ । ଜଣେ ସରପଞ୍ଚଙ୍କ ବିଲ୍ ପାସ୍ କରାଇବା ନେଇ ବିଧାୟକଙ୍କ ପିଏ ରମେଶ ସିଂ ଏହି ଲାଞ୍ଚ ନେଇଥିଲେ । ୪ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ ତାଙ୍କୁ ଗରିଫ କରିଛି। ଜଣେ ସରପଞ୍ଚଙ୍କ ବିଲ୍ ପାସ୍ କରାଇବା ନେଇ […]

ନୂଆଦିଲ୍ଲୀ: ଭିଜିଲାନ୍ସ ଜାଲରେ ବିଧାୟକ । ପଞ୍ଜାବର ଭଟିଣ୍ଡା( ଗ୍ରାମୀଣ) ଆସନରୁ ଆମ ଆଦମୀ ପାର୍ଟି ବିଧାୟକ ଅମିତ ରତନ କୋଟଫାଙ୍କୁ ଲାଞ୍ଚ ନେବା ସମୟରେ ଗିରଫ କରିଛି ଭିଜିଲାନ୍ସ ଟିମ । ଜଣେ ସରପଞ୍ଚଙ୍କ ବିଲ୍ ପାସ୍ କରାଇବା ନେଇ ବିଧାୟକଙ୍କ ପିଏ ରମେଶ ସିଂ ଏହି ଲାଞ୍ଚ ନେଇଥିଲେ । ୪ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ ତାଙ୍କୁ ଗରିଫ କରିଛି। ଜଣେ ସରପଞ୍ଚଙ୍କ ବିଲ୍ ପାସ୍ କରାଇବା ନେଇ ବିଧାୟକଙ୍କ ପିଏ ରମେଶ ସିଂ ଏହି ଲାଞ୍ଚ ନେଇଥିଲେ । ଭିଜିଲାନ୍ସ  ଟିମ ଜାଲ ବିଛାଇ ଦୁଇ ଜଣଙ୍କୁ ଗିରଫ କରିଥିଲେ । ବିଧାୟକଙ୍କ ଗାଡି ସହ ଲଞ୍ଚ ଟଙ୍କା ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ 'ନର୍କକୁଣ୍ଡ' ମନ୍ତବ୍ୟ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରତିକ୍ରିୟା: କହିଲେ, 'ଆମେ ରିପୋର୍ଟ ଦେଖିଛୁ'

16 Feb 2023 By The Sakala

ଭିଜିଲାନ୍ସ ଜାଲରେ ଆପ ବିଧାୟକ ଓ ତାଙ୍କ ପିଏ, ସରପଞ୍ଚଙ୍କ ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ

ନୂଆଦିଲ୍ଲୀ: ଭିଜିଲାନ୍ସ ଜାଲରେ ବିଧାୟକ । ପଞ୍ଜାବର ଭଟିଣ୍ଡା( ଗ୍ରାମୀଣ) ଆସନରୁ ଆମ ଆଦମୀ ପାର୍ଟି ବିଧାୟକ ଅମିତ ରତନ କୋଟଫାଙ୍କୁ ଲାଞ୍ଚ ନେବା ସମୟରେ ଗିରଫ କରିଛି ଭିଜିଲାନ୍ସ ଟିମ । ଜଣେ ସରପଞ୍ଚଙ୍କ ବିଲ୍ ପାସ୍ କରାଇବା ନେଇ ବିଧାୟକଙ୍କ ପିଏ ରମେଶ ସିଂ ଏହି ଲାଞ୍ଚ ନେଇଥିଲେ । ୪ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ ତାଙ୍କୁ ଗରିଫ କରିଛି। ଜଣେ ସରପଞ୍ଚଙ୍କ ବିଲ୍ ପାସ୍ କରାଇବା ନେଇ ବିଧାୟକଙ୍କ ପିଏ ରମେଶ ସିଂ ଏହି ଲାଞ୍ଚ ନେଇଥିଲେ । ଭିଜିଲାନ୍ସ  ଟିମ ଜାଲ ବିଛାଇ ଦୁଇ ଜଣଙ୍କୁ ଗିରଫ କରିଥିଲେ । ବିଧାୟକଙ୍କ ଗାଡି ସହ ଲଞ୍ଚ ଟଙ୍କା ଜବତ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର