ଆସନ୍ତାକାଲିଠୁ କର୍ଣ୍ଣାଟକ ୧୪ ଦିନ ପାଇଁ ଲକଡାଉନ୍

The Sakala Picture
Published On

କର୍ଣ୍ଣାଟକ: କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ରାଜ୍ୟରେ ଆସନ୍ତାକାଲିଠୁ ୧୪ ଦିନ ଯାଏ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ମଙ୍ଗଳବାର ରାତି ୯ଟାରୁ ଏହି ନିୟମ ଲାଗୁହେବା ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ . ୟେଦିୟୁରପ୍ପା ଘୋଷଣା କରିଛନ୍ତି।  ସୋମବାର କ୍ୟାବିନେଟ ବୈଠକ ପରେ ୟେଦିୟୁରପ୍ପା ଏହି ଘେଷଣା କରିଛନ୍ତି। ନିୟମ ନମାନିଲେ କଡା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ। ଜରୁରୀ ଖାଦ୍ୟ ସାମଗ୍ରୀ ସକାଳ ୬ ଟାରୁ ୧୦ ଟା ମଧ୍ୟରେ କିଣିବାକୁ ଅନୁମତି […]

କର୍ଣ୍ଣାଟକ: କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ରାଜ୍ୟରେ ଆସନ୍ତାକାଲିଠୁ ୧୪ ଦିନ ଯାଏ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ମଙ୍ଗଳବାର ରାତି ୯ଟାରୁ ଏହି ନିୟମ ଲାଗୁହେବା ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ . ୟେଦିୟୁରପ୍ପା ଘୋଷଣା କରିଛନ୍ତି।  ସୋମବାର କ୍ୟାବିନେଟ ବୈଠକ ପରେ ୟେଦିୟୁରପ୍ପା ଏହି ଘେଷଣା କରିଛନ୍ତି। ନିୟମ ନମାନିଲେ କଡା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ। ଜରୁରୀ ଖାଦ୍ୟ ସାମଗ୍ରୀ ସକାଳ ୬ ଟାରୁ ୧୦ ଟା ମଧ୍ୟରେ କିଣିବାକୁ ଅନୁମତି ଦିଆଯିବ। ଅତ୍ୟାବଶ୍ୟକ ସେବା ଜାରି ରହିବ ଏବଂ ପୂର୍ବ ଘୋଷଣା ଅନୁଯାୟୀ ସପ୍ତାହାନ୍ତ ଲକ୍‌ଡାଉନ୍‌ ମଧ୍ୟ ରହିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ସେ କହିଛନ୍ତି, “ଏହି ଭୂତାଣୁ ସମଗ୍ର ରାଜ୍ୟରେ ଆକ୍ରମଣାତ୍ମକ ଭାବେ ବ୍ୟାପିବାରେ ଲାଗିଛି। ଏଠାରେ ମହାରାଷ୍ଟ୍ର ଏବଂ ଦିଲ୍ଲୀ ଅପେକ୍ଷା ସ୍ଥିତି ଖରାପ ରହିଛି।” ରବିବାର ଦିନ ସର୍ବାଧିକ ପଜିଟିଭ ମାମଲା ତାଲିକାରେ କର୍ଣ୍ଣାଟକ ତୃତୀୟ ସ୍ଥାନରେ ଥିଲା।

ଆହୁରି ପଢ଼ନ୍ତୁ: ୟେମେନରେ ହୁଥି ବିଦ୍ରୋହୀଙ୍କ ବଡ଼ ବିଜୟ: ରଣନୀତିକ ମୋଚା ସହର ଦଖଲ ପରେ ବିଶ୍ୱ ବାଣିଜ୍ୟ ପାଇଁ ବଢିଲା ବିପଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର