ଦୁର୍ଘଟଣା ପରେ ଯୁବତୀଙ୍କୁ କାରରେ ୪ କି.ମି ପର୍ଯ୍ୟନ୍ତ ଘୋଷାଡ଼ି ଘୋଷାଡ଼ି ନେଲେ ନୃଶଂସ ୫ ଯୁବକ

The Sakala Picture
Published On

ନୂଆଦିଲ୍ଲୀ: ନୂଆବର୍ଷରେ ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଛାତିଥରା ଘଟଣା । ନୃସଂଶସତାର ସବୁ ସୀମା ଅତିକ୍ରମ କରିଛନ୍ତି ୫ ଯୁବକ । ଦୁର୍ଘଟଣା କରିବା ପରେ ଯୁବତୀଙ୍କୁ କାରରେ ୪ କି.ମି ଘୋଷାଡ଼ି ଘୋଷାଡ଼ି ନେଲେ ନୃଶଂସ ୫ ଯୁବକ । ଏତେବାଟ ଘୋଷାଡି ନେବା କାରଣରୁ ଘଟଣାସ୍ଥଳରେ ଯୁବତୀଙ୍କର ମୃତ୍ୟୁ ହୋଇଛି । ଏନେଇ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଏହି ଘଟଣାରେ କାର୍ ଜବତ ହୋଇଥିବେଳେ […]

ନୂଆଦିଲ୍ଲୀ: ନୂଆବର୍ଷରେ ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଛାତିଥରା ଘଟଣା । ନୃସଂଶସତାର ସବୁ ସୀମା ଅତିକ୍ରମ କରିଛନ୍ତି ୫ ଯୁବକ । ଦୁର୍ଘଟଣା କରିବା ପରେ ଯୁବତୀଙ୍କୁ କାରରେ ୪ କି.ମି ଘୋଷାଡ଼ି ଘୋଷାଡ଼ି ନେଲେ ନୃଶଂସ ୫ ଯୁବକ । ଏତେବାଟ ଘୋଷାଡି ନେବା କାରଣରୁ ଘଟଣାସ୍ଥଳରେ ଯୁବତୀଙ୍କର ମୃତ୍ୟୁ ହୋଇଛି । ଏନେଇ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଏହି ଘଟଣାରେ କାର୍ ଜବତ ହୋଇଥିବେଳେ ୫ ଅଭିଯୁକ୍ତ ଅଟକ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ଅଧିକୃତ କାଶ୍ମୀରରେ ଜଳୁଛି ବିଦ୍ରୋହର ନିଆଁ: ଜେଏଏସି (JAAC)ର ଲଙ୍ଗ୍ ମାର୍ଚ୍ଚ ବେଳେ ହିଂସାତ୍ମକ ସଂଘର୍ଷ

ମିଳିଥିବା ସୂଚନା ମୁତାବକ, ଯୁବତୀ ଜଣକ ନିଜ କର୍ମ ସାରି ସ୍କୁଟିରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଏକ କାର ଧକ୍କା ଦେଇଥିଲା । ଏହାପରେ ୪ କିଲୋମିଟର ପର୍ଯ୍ୟନ୍ତ ଯୁବତୀଙ୍କୁ ଘୋଷାଡି ନେଇଥିଲା କାର । ଦୁର୍ଘଟଣା ପରେ ଦୀର୍ଘ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ହୋଇଯିବାରୁ ଯୁବତୀଙ୍କ ଶରୀରରୁ ସବୁ କପଡା ବାହାରିଯିବା ସହ ପ୍ରାଣବାୟୁ ମଧ୍ୟ ଉଡି ଯାଇଥିଲା । ଦୁର୍ଘଟଣା ପରେ କାରର ଚକାରେ ଫଶି ଯାଇଥିପ୍ରାୟ ୪ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ହୋଇ ଯାଇଥିଲେ ବୋଲି ପୋଲିସ କହିଛି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଧକ୍କା ଦେଲା କଣ୍ଟେନର, ଚାଲିଗଲା ୨ ଜଣଙ୍କ ଜୀବନ

01 Jan 2023 By The Sakala

ଦୁର୍ଘଟଣା ପରେ ଯୁବତୀଙ୍କୁ କାରରେ ୪ କି.ମି ପର୍ଯ୍ୟନ୍ତ ଘୋଷାଡ଼ି ଘୋଷାଡ଼ି ନେଲେ ନୃଶଂସ ୫ ଯୁବକ

ନୂଆଦିଲ୍ଲୀ: ନୂଆବର୍ଷରେ ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଛାତିଥରା ଘଟଣା । ନୃସଂଶସତାର ସବୁ ସୀମା ଅତିକ୍ରମ କରିଛନ୍ତି ୫ ଯୁବକ । ଦୁର୍ଘଟଣା କରିବା ପରେ ଯୁବତୀଙ୍କୁ କାରରେ ୪ କି.ମି ଘୋଷାଡ଼ି ଘୋଷାଡ଼ି ନେଲେ ନୃଶଂସ ୫ ଯୁବକ । ଏତେବାଟ ଘୋଷାଡି ନେବା କାରଣରୁ ଘଟଣାସ୍ଥଳରେ ଯୁବତୀଙ୍କର ମୃତ୍ୟୁ ହୋଇଛି । ଏନେଇ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଏହି ଘଟଣାରେ କାର୍ ଜବତ ହୋଇଥିବେଳେ ୫ ଅଭିଯୁକ୍ତ ଅଟକ ରହିଛନ୍ତି ।

ମିଳିଥିବା ସୂଚନା ମୁତାବକ, ଯୁବତୀ ଜଣକ ନିଜ କର୍ମ ସାରି ସ୍କୁଟିରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଏକ କାର ଧକ୍କା ଦେଇଥିଲା । ଏହାପରେ ୪ କିଲୋମିଟର ପର୍ଯ୍ୟନ୍ତ ଯୁବତୀଙ୍କୁ ଘୋଷାଡି ନେଇଥିଲା କାର । ଦୁର୍ଘଟଣା ପରେ ଦୀର୍ଘ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ହୋଇଯିବାରୁ ଯୁବତୀଙ୍କ ଶରୀରରୁ ସବୁ କପଡା ବାହାରିଯିବା ସହ ପ୍ରାଣବାୟୁ ମଧ୍ୟ ଉଡି ଯାଇଥିଲା । ଦୁର୍ଘଟଣା ପରେ କାରର ଚକାରେ ଫଶି ଯାଇଥିପ୍ରାୟ ୪ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ହୋଇ ଯାଇଥିଲେ ବୋଲି ପୋଲିସ କହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର