ଭାରତରେ ନାଜାଲ ଭ୍ୟାକ୍ସିନ ବ୍ୟବହାରକୁ ମିଳିଲା ମଞ୍ଜୁରୀ

The Sakala Picture
Published On

ନୂଆଦିଲ୍ଲୀ: ବିଶ୍ୱରେ କୋଭିଡ୍‌  ସଂକ୍ରମଣ ପୁଣି ବୃଦ୍ଧି ପାଇବା ଆରମ୍ଭ କରିଛି। ଏହାରି ଭିତରେ ଭାରତରେ ନାଜାଲ ଭ୍ୟାକ୍ସିନ ବ୍ୟବହାରକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହା ଦେଶରେ କୋଭିଡ୍‌ ଟିକାକରଣ ଅଭିଯାନକୁ ଆଗେଇ ନେବାରେ ସହାୟକ ହେବ। ଇଞ୍ଜେକ୍‌ସନ୍‌ରେ ଦିଆଯାଉଥିବା ଭ୍ୟାକ୍ସିନ୍‌ ତୁଳନାରେ ନାଜାଲ ଟିକା ଭଲ ବୋଲି ବିବେଚନା କରାଯାଉଛି । ବିଶେଷଜ୍ଞ କମିଟି ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ନାଜାଲ ଭାକ୍ସିନ୍‌ ନଷ୍ଟ ହେବାର ସମ୍ଭାବନା ମଧ୍ୟ କମ୍‌ ବୋଲି ବିଶେଷଜ୍ଞ କମିଟି […]

ନୂଆଦିଲ୍ଲୀ: ବିଶ୍ୱରେ କୋଭିଡ୍‌  ସଂକ୍ରମଣ ପୁଣି ବୃଦ୍ଧି ପାଇବା ଆରମ୍ଭ କରିଛି। ଏହାରି ଭିତରେ ଭାରତରେ ନାଜାଲ ଭ୍ୟାକ୍ସିନ ବ୍ୟବହାରକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହା ଦେଶରେ କୋଭିଡ୍‌ ଟିକାକରଣ ଅଭିଯାନକୁ ଆଗେଇ ନେବାରେ ସହାୟକ ହେବ। ଇଞ୍ଜେକ୍‌ସନ୍‌ରେ ଦିଆଯାଉଥିବା ଭ୍ୟାକ୍ସିନ୍‌ ତୁଳନାରେ ନାଜାଲ ଟିକା ଭଲ ବୋଲି ବିବେଚନା କରାଯାଉଛି । ବିଶେଷଜ୍ଞ କମିଟି ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ନାଜାଲ ଭାକ୍ସିନ୍‌ ନଷ୍ଟ ହେବାର ସମ୍ଭାବନା ମଧ୍ୟ କମ୍‌ ବୋଲି ବିଶେଷଜ୍ଞ କମିଟି କହିଛି ।  ଭାରତ ବାୟୋଟେକର ଏହି ନାଜାଲ ଭାକ୍ସିନ୍‌ ପ୍ରଥମେ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ହେବ। ଏହାକୁ ମଧ୍ୟ କୋ ୱିନ ଆପରେ ସ୍ଥାନୀତ କରାଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଛନ୍ତି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

 

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର