ଦେଶର ୫୦ ତମ ପ୍ରଧାନ ବିଚାରପତି ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ

The Sakala Picture
Published On

ନୂଆଦିଲ୍ଲୀ: କିଏ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ସେ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତଙ୍କୁ ଚିଠି ଲେଖିଛି ଆଇନ ମନ୍ତ୍ରଣାଳୟ। ଉତ୍ତରାଧିକାରୀଙ୍କ ନାଁ ଘୋଷଣା ପାଇଁ ସିଜେଆଇଙ୍କୁ ଆଇନ ମନ୍ତ୍ରଣାଳୟ ଚିଠି ଲେଖିଛି । ବରିଷ୍ଠତା ଦୃଷ୍ଟିରୁ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନାଁକୁ ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ପ୍ରସ୍ତାବ ଦେଇପାରନ୍ତି CJI । ଆସନ୍ତା ନଭେମ୍ବର ୮ ତାରିଖରେ ଅବସର ନେବେ ପ୍ରଧାନ ବିଚାରପତି […]

ନୂଆଦିଲ୍ଲୀ: କିଏ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ସେ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତଙ୍କୁ ଚିଠି ଲେଖିଛି ଆଇନ ମନ୍ତ୍ରଣାଳୟ। ଉତ୍ତରାଧିକାରୀଙ୍କ ନାଁ ଘୋଷଣା ପାଇଁ ସିଜେଆଇଙ୍କୁ ଆଇନ ମନ୍ତ୍ରଣାଳୟ ଚିଠି ଲେଖିଛି । ବରିଷ୍ଠତା ଦୃଷ୍ଟିରୁ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନାଁକୁ ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ପ୍ରସ୍ତାବ ଦେଇପାରନ୍ତି CJI । ଆସନ୍ତା ନଭେମ୍ବର ୮ ତାରିଖରେ ଅବସର ନେବେ ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ।  ଏହାପୂର୍ବରୁ ୫୦ତମ CJI ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର ।

ଆହୁରି ପଢ଼ନ୍ତୁ: 'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି...': କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ମହିଳାଙ୍କଠାରୁ ୪.୫୦ ଲକ୍ଷ ଟଙ୍କାର ସାଇବର ଠକେଇ

07 Oct 2022 By The Sakala

ଦେଶର ୫୦ ତମ ପ୍ରଧାନ ବିଚାରପତି ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: କିଏ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ସେ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତଙ୍କୁ ଚିଠି ଲେଖିଛି ଆଇନ ମନ୍ତ୍ରଣାଳୟ। ଉତ୍ତରାଧିକାରୀଙ୍କ ନାଁ ଘୋଷଣା ପାଇଁ ସିଜେଆଇଙ୍କୁ ଆଇନ ମନ୍ତ୍ରଣାଳୟ ଚିଠି ଲେଖିଛି । ବରିଷ୍ଠତା ଦୃଷ୍ଟିରୁ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନାଁକୁ ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ପ୍ରସ୍ତାବ ଦେଇପାରନ୍ତି CJI । ଆସନ୍ତା ନଭେମ୍ବର ୮ ତାରିଖରେ ଅବସର ନେବେ ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ।  ଏହାପୂର୍ବରୁ ୫୦ତମ CJI ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର