ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ସହିଦ୍, ଅନ୍ୟଜଣେ ଗୁରୁତର

The Sakala Picture
Published On

ଜାମ୍ମୁ-କାଶ୍ମୀର: ପୁଲଓ୍ବାମାରେ ପୁଣି ଆତଙ୍କ ଆକ୍ରମଣ । କାର୍ତ୍ତବ୍ୟ ସମ୍ପାଦନା କରୁଥିବା ପାଟ୍ରୋଲିଂ ଗାଡ଼ି ଉପରକୁ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଘଟଣାରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଯବାନ ପାଟ୍ରୋଲିଂ ବେଳେ ସିଆରପିଏଫ ଗାଡ଼ି ଉପରକୁ ଆତଙ୍କବାଦୀ ହମଲା କରିଥିଲେ। ସହିଦ ଯବାନ ଜଣଙ୍କ ହେଉଛନ୍ତି ଜାଭେଦ ଅହମ୍ମଦ। କାଶ୍ମୀର ପୁଲିସ ସୂଚନା ମୁତାବକ, କାଶ୍ମୀରର ଦକ୍ଷିଣବର୍ତ୍ତୀ ଜିଲ୍ଲା ପିଙ୍ଗଳା ଅଞ୍ଚଳରେ ଘଟିଛି ଆକ୍ରମଣ । ଯେଉଁ ସମୟରେ […]

ଜାମ୍ମୁ-କାଶ୍ମୀର: ପୁଲଓ୍ବାମାରେ ପୁଣି ଆତଙ୍କ ଆକ୍ରମଣ । କାର୍ତ୍ତବ୍ୟ ସମ୍ପାଦନା କରୁଥିବା ପାଟ୍ରୋଲିଂ ଗାଡ଼ି ଉପରକୁ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଘଟଣାରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଯବାନ ପାଟ୍ରୋଲିଂ ବେଳେ ସିଆରପିଏଫ ଗାଡ଼ି ଉପରକୁ ଆତଙ୍କବାଦୀ ହମଲା କରିଥିଲେ। ସହିଦ ଯବାନ ଜଣଙ୍କ ହେଉଛନ୍ତି ଜାଭେଦ ଅହମ୍ମଦ।

ଆହୁରି ପଢ଼ନ୍ତୁ: କୁକୁର ପରିସ୍ରା କରିବାକୁ ନେଇ ତୁମୁଳକାଣ୍ଡ; ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବରିଷ୍ଠ ନାଗରିକ

କାଶ୍ମୀର ପୁଲିସ ସୂଚନା ମୁତାବକ, କାଶ୍ମୀରର ଦକ୍ଷିଣବର୍ତ୍ତୀ ଜିଲ୍ଲା ପିଙ୍ଗଳା ଅଞ୍ଚଳରେ ଘଟିଛି ଆକ୍ରମଣ । ଯେଉଁ ସମୟରେ ଏକ ପାଟ୍ରୋଲିଂ ଗାଡ଼ି ସ୍ଥାନୀୟ ଅଞ୍ଚଳରେ ପଇଁତରା ମାରୁଥିଲା, ସେହି ସମୟରେ ଲୁଚି ରହିଥିବା ଆଚଙ୍କବାଦୀ ଗୁଳି ଗୋଳା ବର୍ଷଣ କରିଥିଲେ। ଜଣେ ଯବାନ ସହିଦ ହୋଇଥିବାବେଳେ ଅନ୍ୟଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ପଞ୍ଚାୟତର ତୋଗଲକି ଫରମାନ: ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ୧୨ ବର୍ଷ ପାଇଁ ଏକଘରକିଆ ନିର୍ଦ୍ଦେଶ

02 Oct 2022 By The Sakala

ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ସହିଦ୍, ଅନ୍ୟଜଣେ ଗୁରୁତର

ଜାମ୍ମୁ-କାଶ୍ମୀର: ପୁଲଓ୍ବାମାରେ ପୁଣି ଆତଙ୍କ ଆକ୍ରମଣ । କାର୍ତ୍ତବ୍ୟ ସମ୍ପାଦନା କରୁଥିବା ପାଟ୍ରୋଲିଂ ଗାଡ଼ି ଉପରକୁ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଘଟଣାରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଯବାନ ପାଟ୍ରୋଲିଂ ବେଳେ ସିଆରପିଏଫ ଗାଡ଼ି ଉପରକୁ ଆତଙ୍କବାଦୀ ହମଲା କରିଥିଲେ। ସହିଦ ଯବାନ ଜଣଙ୍କ ହେଉଛନ୍ତି ଜାଭେଦ ଅହମ୍ମଦ।

କାଶ୍ମୀର ପୁଲିସ ସୂଚନା ମୁତାବକ, କାଶ୍ମୀରର ଦକ୍ଷିଣବର୍ତ୍ତୀ ଜିଲ୍ଲା ପିଙ୍ଗଳା ଅଞ୍ଚଳରେ ଘଟିଛି ଆକ୍ରମଣ । ଯେଉଁ ସମୟରେ ଏକ ପାଟ୍ରୋଲିଂ ଗାଡ଼ି ସ୍ଥାନୀୟ ଅଞ୍ଚଳରେ ପଇଁତରା ମାରୁଥିଲା, ସେହି ସମୟରେ ଲୁଚି ରହିଥିବା ଆଚଙ୍କବାଦୀ ଗୁଳି ଗୋଳା ବର୍ଷଣ କରିଥିଲେ। ଜଣେ ଯବାନ ସହିଦ ହୋଇଥିବାବେଳେ ଅନ୍ୟଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

https://www.thesakala.in/national-international/policeman-killed-crpf-jawan-injured-in-militant-attack-in-jammu-and-kashmirs-pulwama/article-15429
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର