ଉଧମପୁରରେ ବିସ୍ଫୋରଣ, ଆଠ ଘଣ୍ଟାରେ ଦ୍ୱିତୀୟ ବ୍ଲାଷ୍ଟ

The Sakala Picture
Published On

ଜାମ୍ମୁ-କାଶ୍ମୀର: ପୁଣି ଜାମ୍ମୁକାଶ୍ମୀରରେ ବିସ୍ଫୋରଣ । ୮ ଘଣ୍ଟା ଭିତରେ ଜମ୍ମୁକାଶ୍ମୀରର ଉଧମପୁରରେ ସିରିଜ ବିସ୍ଫୋରଣ । ଆଜି ଭୋର ୫ଟା ବେଳେ ପାର୍କିଂରେ ଥିବା ବସ୍ ଭିତରେ ବିସ୍ଫୋରଣ ହୋଇଛି । ଘଟଣାରେ ୨ ଜଣ ଗୁରତର ହୋଇଥିବା ବେଳେ ଏକାଧିକ ଗାଡି କ୍ଷତିଗ୍ରସ୍ତ ହୋଇଛି । ସେହିପରି ଆଖପାଖରେ ଥିବା କିଛି ବସ୍‌ର କାଚ ମଧ୍ୟ ବିସ୍ଫୋରଣ ଯୋଗୁ ଭାଙ୍ଗି ଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୂରା ଅଞ୍ଚଳରେ ଛାନଭିନ ଜାରି ରଖିଛି । […]

ଜାମ୍ମୁ-କାଶ୍ମୀର: ପୁଣି ଜାମ୍ମୁକାଶ୍ମୀରରେ ବିସ୍ଫୋରଣ । ୮ ଘଣ୍ଟା ଭିତରେ ଜମ୍ମୁକାଶ୍ମୀରର ଉଧମପୁରରେ ସିରିଜ ବିସ୍ଫୋରଣ । ଆଜି ଭୋର ୫ଟା ବେଳେ ପାର୍କିଂରେ ଥିବା ବସ୍ ଭିତରେ ବିସ୍ଫୋରଣ ହୋଇଛି । ଘଟଣାରେ ୨ ଜଣ ଗୁରତର ହୋଇଥିବା ବେଳେ ଏକାଧିକ ଗାଡି କ୍ଷତିଗ୍ରସ୍ତ ହୋଇଛି । ସେହିପରି ଆଖପାଖରେ ଥିବା କିଛି ବସ୍‌ର କାଚ ମଧ୍ୟ ବିସ୍ଫୋରଣ ଯୋଗୁ ଭାଙ୍ଗି ଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୂରା ଅଞ୍ଚଳରେ ଛାନଭିନ ଜାରି ରଖିଛି । ଗତକାଲି ରାତିରେ ମଧ୍ୟ ଉଧମପୁରରର ଡମୋଲି ଛକ ପେଟ୍ରୋଲ ପମ୍ପରେ ଥିବା ବସରେ ହଠାତ ବିସ୍ଫୋରଣ ହୋଇଥିଲା । ଏଥିରେ ବସ କଣ୍ଡକ୍ଟର ଆହତ ହୋଇଥିଲେ । ତେବେ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡିନାହିଁ । ଆତଙ୍କୀ ହମଲା ହୋଇଥିବା ସନ୍ଦେହ କରାଯାଉଛି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

29 Sep 2022 By The Sakala

ଉଧମପୁରରେ ବିସ୍ଫୋରଣ, ଆଠ ଘଣ୍ଟାରେ ଦ୍ୱିତୀୟ ବ୍ଲାଷ୍ଟ

ଜାମ୍ମୁ-କାଶ୍ମୀର: ପୁଣି ଜାମ୍ମୁକାଶ୍ମୀରରେ ବିସ୍ଫୋରଣ । ୮ ଘଣ୍ଟା ଭିତରେ ଜମ୍ମୁକାଶ୍ମୀରର ଉଧମପୁରରେ ସିରିଜ ବିସ୍ଫୋରଣ । ଆଜି ଭୋର ୫ଟା ବେଳେ ପାର୍କିଂରେ ଥିବା ବସ୍ ଭିତରେ ବିସ୍ଫୋରଣ ହୋଇଛି । ଘଟଣାରେ ୨ ଜଣ ଗୁରତର ହୋଇଥିବା ବେଳେ ଏକାଧିକ ଗାଡି କ୍ଷତିଗ୍ରସ୍ତ ହୋଇଛି । ସେହିପରି ଆଖପାଖରେ ଥିବା କିଛି ବସ୍‌ର କାଚ ମଧ୍ୟ ବିସ୍ଫୋରଣ ଯୋଗୁ ଭାଙ୍ଗି ଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୂରା ଅଞ୍ଚଳରେ ଛାନଭିନ ଜାରି ରଖିଛି । ଗତକାଲି ରାତିରେ ମଧ୍ୟ ଉଧମପୁରରର ଡମୋଲି ଛକ ପେଟ୍ରୋଲ ପମ୍ପରେ ଥିବା ବସରେ ହଠାତ ବିସ୍ଫୋରଣ ହୋଇଥିଲା । ଏଥିରେ ବସ କଣ୍ଡକ୍ଟର ଆହତ ହୋଇଥିଲେ । ତେବେ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡିନାହିଁ । ଆତଙ୍କୀ ହମଲା ହୋଇଥିବା ସନ୍ଦେହ କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର