ଲକ୍ଷ୍ନୌ: ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୨ ମୃତ

The Sakala Picture
Published On

ଳକ୍ଷ୍ନୌ: ଲକ୍ଷ୍ନୌ ହଜରତଗଞ୍ଜର ଆଜି ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକ ୪ମହଲା ବିଶିଷ୍ଟ ହୋଟେଲ ଲେବାନାରେ ସକାଳ ପ୍ରାୟ ୮ଟା ବେଳକୁ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡ ଯୋଗୁ ବହୁ ଲୋକ ବାହାରକୁ ଚାଲିଆସିଥିବା ବେଳେ ହୋଟେଲ ରୁମରେ ଆହୁରି ଲୋକ ଫସି ରହିଥିବା ସୂଚନା ମିଳିଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ଯ […]

ଳକ୍ଷ୍ନୌ: ଲକ୍ଷ୍ନୌ ହଜରତଗଞ୍ଜର ଆଜି ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକ ୪ମହଲା ବିଶିଷ୍ଟ ହୋଟେଲ ଲେବାନାରେ ସକାଳ ପ୍ରାୟ ୮ଟା ବେଳକୁ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡ ଯୋଗୁ ବହୁ ଲୋକ ବାହାରକୁ ଚାଲିଆସିଥିବା ବେଳେ ହୋଟେଲ ରୁମରେ ଆହୁରି ଲୋକ ଫସି ରହିଥିବା ସୂଚନା ମିଳିଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ଯ ଚାଲିଛି । ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଉଦ୍ଧାର କରାଯାଇଛି । ପ୍ରାୟ ୧୫ ଜଣ ଫସି ରହିଥିବା ସୂଚନା । ୧୫ଟି ଅଗ୍ନିଶମ ବାହିନୀ ଟିମ୍ ଉଦ୍ଧାର କାର୍ଯ୍ଯରେ ନିୟୋଜିତ ହୋଇଛନ୍ତି । ସେହିପରି ଆମ୍ବୁଲାନ୍ସ ମଧ୍ୟ ନିୟୋଜିତ ଅଛି । ଝରକା ଭାଙ୍ଗି ଲୋକଙ୍କୁ ହୋଟେଲ ରୁମରୁ ଉଦ୍ଧାର କରାଯାଉଛି । କିଛି ଲୋକ ନିଆଁ ଓ ଧୂଆଁ ଯୋଗୁ ସଂଜ୍ଞାହୀନ ହୋଇଡ଼ିଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଛି । ନିଆଁ ଆୟତ୍ତ କରାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ମାଲବିୟ ନଗରରେ ଚାଞ୍ଚଲ୍ୟ: ଫ୍ଲାଟରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ, ମାଆ ଗୁରୁତର

05 Sep 2022 By The Sakala

ଲକ୍ଷ୍ନୌ: ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୨ ମୃତ

ଳକ୍ଷ୍ନୌ: ଲକ୍ଷ୍ନୌ ହଜରତଗଞ୍ଜର ଆଜି ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକ ୪ମହଲା ବିଶିଷ୍ଟ ହୋଟେଲ ଲେବାନାରେ ସକାଳ ପ୍ରାୟ ୮ଟା ବେଳକୁ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡ ଯୋଗୁ ବହୁ ଲୋକ ବାହାରକୁ ଚାଲିଆସିଥିବା ବେଳେ ହୋଟେଲ ରୁମରେ ଆହୁରି ଲୋକ ଫସି ରହିଥିବା ସୂଚନା ମିଳିଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ଯ ଚାଲିଛି । ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଉଦ୍ଧାର କରାଯାଇଛି । ପ୍ରାୟ ୧୫ ଜଣ ଫସି ରହିଥିବା ସୂଚନା । ୧୫ଟି ଅଗ୍ନିଶମ ବାହିନୀ ଟିମ୍ ଉଦ୍ଧାର କାର୍ଯ୍ଯରେ ନିୟୋଜିତ ହୋଇଛନ୍ତି । ସେହିପରି ଆମ୍ବୁଲାନ୍ସ ମଧ୍ୟ ନିୟୋଜିତ ଅଛି । ଝରକା ଭାଙ୍ଗି ଲୋକଙ୍କୁ ହୋଟେଲ ରୁମରୁ ଉଦ୍ଧାର କରାଯାଉଛି । କିଛି ଲୋକ ନିଆଁ ଓ ଧୂଆଁ ଯୋଗୁ ସଂଜ୍ଞାହୀନ ହୋଇଡ଼ିଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଛି । ନିଆଁ ଆୟତ୍ତ କରାଯାଇଛି।

https://www.thesakala.in/national-international/assive-fire-broke-out-in-a-hotel-in-lucknow/article-14714
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର