ଭାରତ, ଆମେରିକା , ୟୁଏଇ ଓ ଇସ୍ରାଏଲର ନୂଆ ଗୋଷ୍ଠୀ ‘ଆଇ୨ୟୁ୨’

The Sakala Picture
Published On

ୱାଶିଂଟନ : ଭାରତ, ଆମେରିକା, ଇସ୍ରାଏଲ ଏବଂ ମିଳିତ ଆରବ ଆମିରାତ(ୟୁଏଇ) ‘ଆଇ୨ୟୁ୨’ ନାମରେ ଏକ ନୂଆ ଗୋଷ୍ଠୀ ଗଠନ କରିବା ସହିତ ଏହାର ପ୍ରଥମ ଭର୍ଚ୍ୟୁଆଲ୍ ଶିଖର ବୈଠକ ଆସନ୍ତା ମାସରେ ଆୟୋଜନ କରିବାକୁ ଯାଉଛନ୍ତି। ସମଗ୍ର ବିଶ୍ବରେ ଆମେରିକାର ମିତ୍ରରାଷ୍ଟ୍ରମାନଙ୍କୁ ପୁନଃ ଗତିଶୀଳ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବାଇଡେନ୍ ପ୍ରଶାସନ ପକ୍ଷରୁ ବୁଧବାର କୁହାଯାଇଛି। ଆସନ୍ତା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, […]

ୱାଶିଂଟନ : ଭାରତ, ଆମେରିକା, ଇସ୍ରାଏଲ ଏବଂ ମିଳିତ ଆରବ ଆମିରାତ(ୟୁଏଇ) ‘ଆଇ୨ୟୁ୨’ ନାମରେ ଏକ ନୂଆ ଗୋଷ୍ଠୀ ଗଠନ କରିବା ସହିତ ଏହାର ପ୍ରଥମ ଭର୍ଚ୍ୟୁଆଲ୍ ଶିଖର ବୈଠକ ଆସନ୍ତା ମାସରେ ଆୟୋଜନ କରିବାକୁ ଯାଉଛନ୍ତି। ସମଗ୍ର ବିଶ୍ବରେ ଆମେରିକାର ମିତ୍ରରାଷ୍ଟ୍ରମାନଙ୍କୁ ପୁନଃ ଗତିଶୀଳ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବାଇଡେନ୍ ପ୍ରଶାସନ ପକ୍ଷରୁ ବୁଧବାର କୁହାଯାଇଛି।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ: ପ୍ରଥମ ଥର ପାଇଁ ମଇଦାନକୁ ଓହ୍ଲାଇଲା ଘାତକ 'ବି-୧ ଲାନ୍ସର' ବମ୍ବର

ଆସନ୍ତା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେଫ୍ତାଲି ବେନେଟ୍ ଏବଂ ୟୁଏଇ ରାଷ୍ଟ୍ରପତି ମହମ୍ମଦ୍ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ ଯୋଗ ଦେବେ । ଏଥÒରେ ବିଶ୍ବ ଖାଦ୍ୟସଙ୍କଟ ସମସ୍ୟା ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ହ୍ବାଇଟ୍ ହାଉସର ଜଣେ ବରିଷ୍ଠ ଅଧÒକାରୀ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ସିକ୍କିମ ଟନେଲ ଦୁର୍ଘଟଣା: ୨୨ ଜଣଙ୍କ ମୃତଦେହ ଉଦ୍ଧାର, ୩ ନିଖୋଜ ଶ୍ରମିକଙ୍କ ପାଇଁ ଖୋଜାଖୋଜି ଜାରି

16 Jun 2022 By The Sakala

ଭାରତ, ଆମେରିକା , ୟୁଏଇ ଓ ଇସ୍ରାଏଲର ନୂଆ ଗୋଷ୍ଠୀ ‘ଆଇ୨ୟୁ୨’

ୱାଶିଂଟନ : ଭାରତ, ଆମେରିକା, ଇସ୍ରାଏଲ ଏବଂ ମିଳିତ ଆରବ ଆମିରାତ(ୟୁଏଇ) ‘ଆଇ୨ୟୁ୨’ ନାମରେ ଏକ ନୂଆ ଗୋଷ୍ଠୀ ଗଠନ କରିବା ସହିତ ଏହାର ପ୍ରଥମ ଭର୍ଚ୍ୟୁଆଲ୍ ଶିଖର ବୈଠକ ଆସନ୍ତା ମାସରେ ଆୟୋଜନ କରିବାକୁ ଯାଉଛନ୍ତି। ସମଗ୍ର ବିଶ୍ବରେ ଆମେରିକାର ମିତ୍ରରାଷ୍ଟ୍ରମାନଙ୍କୁ ପୁନଃ ଗତିଶୀଳ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବାଇଡେନ୍ ପ୍ରଶାସନ ପକ୍ଷରୁ ବୁଧବାର କୁହାଯାଇଛି।

ଆସନ୍ତା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେଫ୍ତାଲି ବେନେଟ୍ ଏବଂ ୟୁଏଇ ରାଷ୍ଟ୍ରପତି ମହମ୍ମଦ୍ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ ଯୋଗ ଦେବେ । ଏଥÒରେ ବିଶ୍ବ ଖାଦ୍ୟସଙ୍କଟ ସମସ୍ୟା ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ହ୍ବାଇଟ୍ ହାଉସର ଜଣେ ବରିଷ୍ଠ ଅଧÒକାରୀ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର