ସୋନିଆଙ୍କୁ ଇଡି ସମନ

The Sakala Picture
Published On

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ନୂଆ ସମନ ଜାରି କରିଛି। ସୋନିଆଙ୍କୁ ୨୩ ତାରିଖରେ ହାଜର ହେବାକୁ କୁହାଯାଇଛି। ପୂର୍ବରୁ ତାଙ୍କୁ ଗତ ୮ ତାରିଖରେ ହାଜର ହେବାକୁ କୁହାଯାଇଥିଲା। ତେବେ କରୋନାରେ ସଂକ୍ରମିତ ହେବା ଯୋଗୁଁ ସେ ହାଜର ହୋଇପାରିନଥିଲେ। ହାଜର ହେବା ପାଇଁ କଂଗ୍ରେସ ଅଧ୍ୟକ୍ଷା ଇଡିକୁ ୩ ସପ୍ତାହ ମାଗିଥିଲେ।

ଆହୁରି ପଢ଼ନ୍ତୁ: "ନାଟୋ ଏକ ପେପର ଟାଇଗର": ହୋରମୁଜ୍ ପ୍ରଣାଳୀ ଓ ଇରାନ ଚୁକ୍ତି ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ

11 Jun 2022 By The Sakala

ସୋନିଆଙ୍କୁ ଇଡି ସମନ

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ନୂଆ ସମନ ଜାରି କରିଛି। ସୋନିଆଙ୍କୁ ୨୩ ତାରିଖରେ ହାଜର ହେବାକୁ କୁହାଯାଇଛି। ପୂର୍ବରୁ ତାଙ୍କୁ ଗତ ୮ ତାରିଖରେ ହାଜର ହେବାକୁ କୁହାଯାଇଥିଲା। ତେବେ କରୋନାରେ ସଂକ୍ରମିତ ହେବା ଯୋଗୁଁ ସେ ହାଜର ହୋଇପାରିନଥିଲେ। ହାଜର ହେବା ପାଇଁ କଂଗ୍ରେସ ଅଧ୍ୟକ୍ଷା ଇଡିକୁ ୩ ସପ୍ତାହ ମାଗିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର