ମନୁଷ୍ୟ ସମାଜ ପାଇଁ ନୂଆ ବିପଦ: ୪୦ ଲକ୍ଷ ବର୍ଷର ରେକର୍ଡ ଭାଙ୍ଗିଲା ପୃଥିବୀରେ ଅଙ୍ଗାରକାମ୍ଳ ସ୍ତର

The Sakala Picture
Published On

ୱାଶିଂଟନ: ମନୁଷ୍ୟ ସମାଜ ପାଇଁ ନୂଆ ବିପଦ ସୃଷ୍ଟି ହୋଇଛି। ବେଳ ଥାଇଁ ନ ଚେତିଲେ ଭୟଙ୍କର ସଙ୍କଟ ସୃଷ୍ଟିହେବାର ସମ୍ଭାବନା ରହିଛି। ପୃଥିବୀରେ ଅଙ୍ଗାରକାମ୍ଳ ସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଏହା ମେ’ ମାସରେ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି। ଏହା ୪୦ ଲକ୍ଷ ବର୍ଷର ରେକର୍ଡକୁ ଭାଙ୍ଗିଦେଇଛି। ଅଙ୍ଗାରକ ସ୍ତର ଦ୍ରୁତ ବୃଦ୍ଧି ପାଇ ଚାଲିଛି। ଏହା ଶିଳ୍ପ ବିପ୍ଲବ ପୂର୍ବସ୍ତରଠାରୁ ୫୦ ପ୍ରତିଶତ ଅଧିକ ରହିଛି। ନ୍ୟାସନାଲ ଓସନିକ ଆଣ୍ଡ ଅଟମୋସଫେରିକ […]

ୱାଶିଂଟନ: ମନୁଷ୍ୟ ସମାଜ ପାଇଁ ନୂଆ ବିପଦ ସୃଷ୍ଟି ହୋଇଛି। ବେଳ ଥାଇଁ ନ ଚେତିଲେ ଭୟଙ୍କର ସଙ୍କଟ ସୃଷ୍ଟିହେବାର ସମ୍ଭାବନା ରହିଛି। ପୃଥିବୀରେ ଅଙ୍ଗାରକାମ୍ଳ ସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଏହା ମେ’ ମାସରେ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି। ଏହା ୪୦ ଲକ୍ଷ ବର୍ଷର ରେକର୍ଡକୁ ଭାଙ୍ଗିଦେଇଛି। ଅଙ୍ଗାରକ ସ୍ତର ଦ୍ରୁତ ବୃଦ୍ଧି ପାଇ ଚାଲିଛି। ଏହା ଶିଳ୍ପ ବିପ୍ଲବ ପୂର୍ବସ୍ତରଠାରୁ ୫୦ ପ୍ରତିଶତ ଅଧିକ ରହିଛି। ନ୍ୟାସନାଲ ଓସନିକ ଆଣ୍ଡ ଅଟମୋସଫେରିକ ଆଡମିନିଷ୍ଟ୍ରେସନ (ଏନଓଏଏ) ପକ୍ଷରୁ ଏହି ତଥ୍ୟ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ବୈଜ୍ଞାନିକମାନେ ଶୁକ୍ରବାର ଘୋଷଣା କରିଥିଲେ ଯେ ହୱାଇର ମୌନା ଲୋଆ ଆଗ୍ନେୟଗିରି ଉପରେ ଏନଓଏଏର ପାଣିପାଗ ଷ୍ଟେସନ ତଥ୍ୟ ସଂଗ୍ରହ କରିଥିଲା। ଏଠାରେ ମେ’ ମାସରେ ଅଙ୍ଗାରକାମ୍ଳ ସ୍ତର ମିଲିୟନ ପିଛା ୪୨୧ ପାର୍ଟ୍ସରେ ପହଞ୍ଚି ଯାଇଥିଲା। ଏହା ମନୁଷ୍ୟ ଇତିହାସରେ ସର୍ବାଧିକ। ଅଧିକାରୀଙ୍କ ଅନୁଯାୟୀ ୪୦ ଲକ୍ଷ ବର୍ଷ ତୁଳନାରେ ବର୍ତ୍ତମାନ ପରିବେଶରେ ସର୍ବାଧିକ ଅଙ୍ଗାରକାମ୍ଳ ରହିଛି। ସାରା ବିଶ୍ବରେ ବିଦ୍ୟୁତ କେନ୍ଦ୍ର, ଅଟୋମୋବାଇଲ ଏବଂ ଅନ୍ୟ ଉତ୍ସରୁ ଅଧିକ ମାତ୍ରାରେ ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ଛଡାଯାଉଛି। ୨୦୨୧ରେ କାର୍ବନ ନିର୍ଗମନ ୩୬.୩ ବିଲିୟନ ଟନ୍‌ ଥିଲା। ଏହା ମାନବ ଇତିହାସରେ ସବୁଠାରୁ ଅଧିକ। ଏନଓଏଏର ପ୍ରଶାସକ ରିକ ସ୍ପିନରାଡ କହିଛନ୍ତି ଯେ ମନୁଷ୍ୟ ଅର୍ଥବ୍ୟବସ୍ଥା ଯୋଗୁଁ ଜଳବାୟୁକୁ ବଦଳାଇବାରେ ଲାଗିଛି। କିନ୍ତୁ ଏହାକୁ ପରିବେଶ ଅନୁକୂଳ ରଖିବାର ଆବଶ୍ୟକତା ରହିଛି। ପରିବେଶ ଚେତାବନୀ ଦେଇଚାଲିଛି। ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

05 Jun 2022 By The Sakala

ମନୁଷ୍ୟ ସମାଜ ପାଇଁ ନୂଆ ବିପଦ: ୪୦ ଲକ୍ଷ ବର୍ଷର ରେକର୍ଡ ଭାଙ୍ଗିଲା ପୃଥିବୀରେ ଅଙ୍ଗାରକାମ୍ଳ ସ୍ତର

ୱାଶିଂଟନ: ମନୁଷ୍ୟ ସମାଜ ପାଇଁ ନୂଆ ବିପଦ ସୃଷ୍ଟି ହୋଇଛି। ବେଳ ଥାଇଁ ନ ଚେତିଲେ ଭୟଙ୍କର ସଙ୍କଟ ସୃଷ୍ଟିହେବାର ସମ୍ଭାବନା ରହିଛି। ପୃଥିବୀରେ ଅଙ୍ଗାରକାମ୍ଳ ସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଏହା ମେ’ ମାସରେ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି। ଏହା ୪୦ ଲକ୍ଷ ବର୍ଷର ରେକର୍ଡକୁ ଭାଙ୍ଗିଦେଇଛି। ଅଙ୍ଗାରକ ସ୍ତର ଦ୍ରୁତ ବୃଦ୍ଧି ପାଇ ଚାଲିଛି। ଏହା ଶିଳ୍ପ ବିପ୍ଲବ ପୂର୍ବସ୍ତରଠାରୁ ୫୦ ପ୍ରତିଶତ ଅଧିକ ରହିଛି। ନ୍ୟାସନାଲ ଓସନିକ ଆଣ୍ଡ ଅଟମୋସଫେରିକ ଆଡମିନିଷ୍ଟ୍ରେସନ (ଏନଓଏଏ) ପକ୍ଷରୁ ଏହି ତଥ୍ୟ ଦିଆଯାଇଛି।

ବୈଜ୍ଞାନିକମାନେ ଶୁକ୍ରବାର ଘୋଷଣା କରିଥିଲେ ଯେ ହୱାଇର ମୌନା ଲୋଆ ଆଗ୍ନେୟଗିରି ଉପରେ ଏନଓଏଏର ପାଣିପାଗ ଷ୍ଟେସନ ତଥ୍ୟ ସଂଗ୍ରହ କରିଥିଲା। ଏଠାରେ ମେ’ ମାସରେ ଅଙ୍ଗାରକାମ୍ଳ ସ୍ତର ମିଲିୟନ ପିଛା ୪୨୧ ପାର୍ଟ୍ସରେ ପହଞ୍ଚି ଯାଇଥିଲା। ଏହା ମନୁଷ୍ୟ ଇତିହାସରେ ସର୍ବାଧିକ। ଅଧିକାରୀଙ୍କ ଅନୁଯାୟୀ ୪୦ ଲକ୍ଷ ବର୍ଷ ତୁଳନାରେ ବର୍ତ୍ତମାନ ପରିବେଶରେ ସର୍ବାଧିକ ଅଙ୍ଗାରକାମ୍ଳ ରହିଛି। ସାରା ବିଶ୍ବରେ ବିଦ୍ୟୁତ କେନ୍ଦ୍ର, ଅଟୋମୋବାଇଲ ଏବଂ ଅନ୍ୟ ଉତ୍ସରୁ ଅଧିକ ମାତ୍ରାରେ ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ଛଡାଯାଉଛି। ୨୦୨୧ରେ କାର୍ବନ ନିର୍ଗମନ ୩୬.୩ ବିଲିୟନ ଟନ୍‌ ଥିଲା। ଏହା ମାନବ ଇତିହାସରେ ସବୁଠାରୁ ଅଧିକ। ଏନଓଏଏର ପ୍ରଶାସକ ରିକ ସ୍ପିନରାଡ କହିଛନ୍ତି ଯେ ମନୁଷ୍ୟ ଅର୍ଥବ୍ୟବସ୍ଥା ଯୋଗୁଁ ଜଳବାୟୁକୁ ବଦଳାଇବାରେ ଲାଗିଛି। କିନ୍ତୁ ଏହାକୁ ପରିବେଶ ଅନୁକୂଳ ରଖିବାର ଆବଶ୍ୟକତା ରହିଛି। ପରିବେଶ ଚେତାବନୀ ଦେଇଚାଲିଛି। ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳୁଛି।

https://www.thesakala.in/national-international/carbon-dioxide-level-in-the-world-has-broken-a-record-of-40-million-years/article-12176
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର