ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

The Sakala Picture
Published On

ଅବନ୍ତିପୋରା: ଜମ୍ମୁ-କଶ୍ମୀରର ଅବନ୍ତିପୋରା ଅଞ୍ଚଳର ରାଜପୋରାଠାରେ ସୀମା ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମୁହାଁମୁହିଁ ସମୟରେ ଏହି ଏନକାଉଣ୍ଟର୍‌ ଘଟିଛି। ଏହି ଏନ୍‌କାଉଣ୍ଟର୍‌ରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥାନରୁ ୨ଟି ଏକେ-୪୭ ରାଇଫଲ୍‌ ମଧ୍ୟ ଜବତ ହୋଇଛି। ମୃତ ଆତଙ୍କବାଦୀ ଦ୍ବୟ ହେଉଛନ୍ତି ସାହିଦ ରାଥର ଏବଂ ଉମର ୟୁସୁଫ୍‌। ସାହିଦ ଟ୍ରାଲ୍‌ ଅଞ୍ଚଳର ହୋଇଥିବା ବେଳେ ୟୁସୁଫ୍‌ ହେଉଛନ୍ତି ସୋପିଆନାର। ଏ ନେଇ କଶ୍ମୀର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅପରେସନ୍‌ ଏବେ […]

ଅବନ୍ତିପୋରା: ଜମ୍ମୁ-କଶ୍ମୀରର ଅବନ୍ତିପୋରା ଅଞ୍ଚଳର ରାଜପୋରାଠାରେ ସୀମା ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମୁହାଁମୁହିଁ ସମୟରେ ଏହି ଏନକାଉଣ୍ଟର୍‌ ଘଟିଛି। ଏହି ଏନ୍‌କାଉଣ୍ଟର୍‌ରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥାନରୁ ୨ଟି ଏକେ-୪୭ ରାଇଫଲ୍‌ ମଧ୍ୟ ଜବତ ହୋଇଛି। ମୃତ ଆତଙ୍କବାଦୀ ଦ୍ବୟ ହେଉଛନ୍ତି ସାହିଦ ରାଥର ଏବଂ ଉମର ୟୁସୁଫ୍‌। ସାହିଦ ଟ୍ରାଲ୍‌ ଅଞ୍ଚଳର ହୋଇଥିବା ବେଳେ ୟୁସୁଫ୍‌ ହେଉଛନ୍ତି ସୋପିଆନାର। ଏ ନେଇ କଶ୍ମୀର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅପରେସନ୍‌ ଏବେ ବି ଚାଲୁଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ମାଲବିୟ ନଗରରେ ଚାଞ୍ଚଲ୍ୟ: ଫ୍ଲାଟରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ, ମାଆ ଗୁରୁତର

31 May 2022 By The Sakala

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଅବନ୍ତିପୋରା: ଜମ୍ମୁ-କଶ୍ମୀରର ଅବନ୍ତିପୋରା ଅଞ୍ଚଳର ରାଜପୋରାଠାରେ ସୀମା ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମୁହାଁମୁହିଁ ସମୟରେ ଏହି ଏନକାଉଣ୍ଟର୍‌ ଘଟିଛି। ଏହି ଏନ୍‌କାଉଣ୍ଟର୍‌ରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥାନରୁ ୨ଟି ଏକେ-୪୭ ରାଇଫଲ୍‌ ମଧ୍ୟ ଜବତ ହୋଇଛି। ମୃତ ଆତଙ୍କବାଦୀ ଦ୍ବୟ ହେଉଛନ୍ତି ସାହିଦ ରାଥର ଏବଂ ଉମର ୟୁସୁଫ୍‌। ସାହିଦ ଟ୍ରାଲ୍‌ ଅଞ୍ଚଳର ହୋଇଥିବା ବେଳେ ୟୁସୁଫ୍‌ ହେଉଛନ୍ତି ସୋପିଆନାର। ଏ ନେଇ କଶ୍ମୀର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅପରେସନ୍‌ ଏବେ ବି ଚାଲୁଥିବା କୁହାଯାଇଛି।

https://www.thesakala.in/national-international/2-terrorists-were-killed-during-an-encounter-with-security-forces-in-j-and-k/article-12053
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର