ରୁଷ ଓ ୟୁକ୍ରେନ ଯୁଦ୍ଧ: ବଢିଲା ପରମାଣୁ ଯୁଦ୍ଧ ଆଶଙ୍କା, ପରମାଣୁ ଅସ୍ତ୍ର ସହ ଅଭ୍ୟାସ ଆରମ୍ଭ କଲେ ରୁଷ ସେନା

The Sakala Picture
Published On

ମସ୍କୋ: ରୁଷ ଓ ୟୁକ୍ରେନ ଯୁଦ୍ଧ ୭୦ ଦିନରେ ପହଞ୍ଚି ଯାଇଛି। ଏହା ଯେତେ ବିଳମ୍ବ ହେଉଛି ରୁଷର ଆର୍ଥିକ ସ୍ଥିତି ସେତେ ଦୁର୍ବଳ ହେଉଛି । ଇତି ମଧ୍ୟରେ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ ନେଇ ରୁଷ ପ୍ରସ୍ତୁତ ହେଉଥିବା ରିପୋର୍ଟ ପ୍ରକାଶ ପାଇଛି । ରୁଷ ସେନା ଏବେ ପରମାଣୁ ମିସାଇଲ ସହ ଅଭ୍ୟାସ ଆରମ୍ଭ କରିଛନ୍ତି । କୃତ୍ରିମ ଅଭ୍ୟାସରେ ୬ଟି ଶତ୍ରୁ ଶିବିରରେ ରୁଷ ସେନା ସଫଳତା ପୂର୍ବକ ଆକ୍ରମଣ କରିବା […]

ମସ୍କୋ: ରୁଷ ଓ ୟୁକ୍ରେନ ଯୁଦ୍ଧ ୭୦ ଦିନରେ ପହଞ୍ଚି ଯାଇଛି। ଏହା ଯେତେ ବିଳମ୍ବ ହେଉଛି ରୁଷର ଆର୍ଥିକ ସ୍ଥିତି ସେତେ ଦୁର୍ବଳ ହେଉଛି । ଇତି ମଧ୍ୟରେ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ ନେଇ ରୁଷ ପ୍ରସ୍ତୁତ ହେଉଥିବା ରିପୋର୍ଟ ପ୍ରକାଶ ପାଇଛି । ରୁଷ ସେନା ଏବେ ପରମାଣୁ ମିସାଇଲ ସହ ଅଭ୍ୟାସ ଆରମ୍ଭ କରିଛନ୍ତି । କୃତ୍ରିମ ଅଭ୍ୟାସରେ ୬ଟି ଶତ୍ରୁ ଶିବିରରେ ରୁଷ ସେନା ସଫଳତା ପୂର୍ବକ ଆକ୍ରମଣ କରିବା ଅଭ୍ୟାସ କରିଥିଲେ । ଏଥିରେ ୧୦୦ରୁ ଊର୍ଦ୍ଧ୍ୱ ପ୍ରମୁଖ ସେନା ଅଧିକାରୀ ସାମିଲ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ମାଲବିୟ ନଗରରେ ଚାଞ୍ଚଲ୍ୟ: ଫ୍ଲାଟରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ, ମାଆ ଗୁରୁତର

ରୁଷର ଏହି ପଦକ୍ଷେପ ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ସୃଷ୍ଟି କରିପାରେ ବୋଲି ସମୀକ୍ଷକମାନେ କହିଛନ୍ତି । ୟୁକ୍ରେନ ମଧ୍ୟ ବାରମ୍ବାର ପରମାଣୁ ଆକ୍ରମଣ ନେଇ ନାଗରିକମାନଙ୍କୁ ଚେତାଇ ଆସୁଛନ୍ତି । ରୁଷକୁ ଏହି ପଦକ୍ଷେପରୁ ନିବୃତ କରିବା ପାଇଁ ଆଲୋଚନା ହେବା ଉଚିତ ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି । ୭୦ ଦିନ ଧରି ଚାଲିଥିବା ଋଷ-ୟୁକ୍ରେନ ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ୧୦୦ କୋଟିରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିସ୍ଥାପିତଙ୍କ ସଂଖ୍ୟା ସର୍ବାଧିକ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

05 May 2022 By The Sakala

ରୁଷ ଓ ୟୁକ୍ରେନ ଯୁଦ୍ଧ: ବଢିଲା ପରମାଣୁ ଯୁଦ୍ଧ ଆଶଙ୍କା, ପରମାଣୁ ଅସ୍ତ୍ର ସହ ଅଭ୍ୟାସ ଆରମ୍ଭ କଲେ ରୁଷ ସେନା

ମସ୍କୋ: ରୁଷ ଓ ୟୁକ୍ରେନ ଯୁଦ୍ଧ ୭୦ ଦିନରେ ପହଞ୍ଚି ଯାଇଛି। ଏହା ଯେତେ ବିଳମ୍ବ ହେଉଛି ରୁଷର ଆର୍ଥିକ ସ୍ଥିତି ସେତେ ଦୁର୍ବଳ ହେଉଛି । ଇତି ମଧ୍ୟରେ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ ନେଇ ରୁଷ ପ୍ରସ୍ତୁତ ହେଉଥିବା ରିପୋର୍ଟ ପ୍ରକାଶ ପାଇଛି । ରୁଷ ସେନା ଏବେ ପରମାଣୁ ମିସାଇଲ ସହ ଅଭ୍ୟାସ ଆରମ୍ଭ କରିଛନ୍ତି । କୃତ୍ରିମ ଅଭ୍ୟାସରେ ୬ଟି ଶତ୍ରୁ ଶିବିରରେ ରୁଷ ସେନା ସଫଳତା ପୂର୍ବକ ଆକ୍ରମଣ କରିବା ଅଭ୍ୟାସ କରିଥିଲେ । ଏଥିରେ ୧୦୦ରୁ ଊର୍ଦ୍ଧ୍ୱ ପ୍ରମୁଖ ସେନା ଅଧିକାରୀ ସାମିଲ ହୋଇଥିଲେ ।

ରୁଷର ଏହି ପଦକ୍ଷେପ ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ସୃଷ୍ଟି କରିପାରେ ବୋଲି ସମୀକ୍ଷକମାନେ କହିଛନ୍ତି । ୟୁକ୍ରେନ ମଧ୍ୟ ବାରମ୍ବାର ପରମାଣୁ ଆକ୍ରମଣ ନେଇ ନାଗରିକମାନଙ୍କୁ ଚେତାଇ ଆସୁଛନ୍ତି । ରୁଷକୁ ଏହି ପଦକ୍ଷେପରୁ ନିବୃତ କରିବା ପାଇଁ ଆଲୋଚନା ହେବା ଉଚିତ ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି । ୭୦ ଦିନ ଧରି ଚାଲିଥିବା ଋଷ-ୟୁକ୍ରେନ ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ୧୦୦ କୋଟିରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିସ୍ଥାପିତଙ୍କ ସଂଖ୍ୟା ସର୍ବାଧିକ ବୋଲି କୁହାଯାଉଛି।

https://www.thesakala.in/national-international/threat-of-nuclear-attack-in-ukraine-increased-russian-army-practised-simulated-nuclear-missile-strikes/article-11305
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର