ମହାକାଶରେ ପରମାଣୁ ଅସ୍ତ୍ର ମୁତୟନ କରିପାରେ ଆମେରିକା: ରୁଷ୍‌

The Sakala Picture
Published On

ମସ୍କୋ: ୟୁକ୍ରେନକୁ ନେଇ ରୁଷ୍‌ ଏବଂ ଆମେରିକା ମଧ୍ୟରେ ଉତ୍ତଜେନା ଥମିବାର ନା ଧରୁନି। ଏବେ ରୁଷ୍‌ ଆମେରିକା ବିରୋଧରେ ଗୁରୁତର ଅଭିଯୋଗ ଲଗାଇଛି। ୟୁକ୍ରେନ ଯୁଦ୍ଧ ବାହାନାରେ ୱାଶିଂଟନ ମହାକାଶରେ ପରମାଣୁ ଅସ୍ତ୍ର ମୁତୟନ କରିପାରେ ବୋଲି କହିଛି। ଏଭଳି ସ୍ଥିତିରେ ଆମେରିକାକୁ ଜବାବ ଦେବା ପାଇଁ ରୁଷ୍‌ ମଧ୍ୟ ଏହି ପଦକ୍ଷେପ ଗ୍ରହଣ କରିପାରେ ବୋଲି କୁହାଯାଉଛି। ୨୦୦୮ରେ ଆମେରିକାର ଦୁଇ ଶତ୍ରୁ ରାଷ୍ଟ୍ର ରୁଷ୍‌ ଏବଂ ଚୀନ୍‌ ମହାକାଶ ବାହାରେ ସାମରିକୀକରଣକୁ ରୋକିବା […]

ମସ୍କୋ: ୟୁକ୍ରେନକୁ ନେଇ ରୁଷ୍‌ ଏବଂ ଆମେରିକା ମଧ୍ୟରେ ଉତ୍ତଜେନା ଥମିବାର ନା ଧରୁନି। ଏବେ ରୁଷ୍‌ ଆମେରିକା ବିରୋଧରେ ଗୁରୁତର ଅଭିଯୋଗ ଲଗାଇଛି। ୟୁକ୍ରେନ ଯୁଦ୍ଧ ବାହାନାରେ ୱାଶିଂଟନ ମହାକାଶରେ ପରମାଣୁ ଅସ୍ତ୍ର ମୁତୟନ କରିପାରେ ବୋଲି କହିଛି। ଏଭଳି ସ୍ଥିତିରେ ଆମେରିକାକୁ ଜବାବ ଦେବା ପାଇଁ ରୁଷ୍‌ ମଧ୍ୟ ଏହି ପଦକ୍ଷେପ ଗ୍ରହଣ କରିପାରେ ବୋଲି କୁହାଯାଉଛି। ୨୦୦୮ରେ ଆମେରିକାର ଦୁଇ ଶତ୍ରୁ ରାଷ୍ଟ୍ର ରୁଷ୍‌ ଏବଂ ଚୀନ୍‌ ମହାକାଶ ବାହାରେ ସାମରିକୀକରଣକୁ ରୋକିବା ପାଇଁ ଅନ୍ତର୍ଜାତୀୟ ଚୁକ୍ତି ପ୍ରସ୍ତାବ ଦେଇଥିଲେ। ତେବେ ଆମେରିକା ଏହି ପ୍ରସ୍ତାବକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହି ଖାରଜ କରିଦେଇଥିଲା। ଏହି ଚୁକ୍ତି ନ ହେବାରୁ ମହାକାଶରେ ଅସ୍ତ୍ରଶସ୍ତ୍ର ମୁତୟନ ଲାଗି ରୁଷ୍‌ ଏବଂ ଚୀନ୍‌ ସ୍ବତନ୍ତ୍ର ହୋଇଯାଇଛନ୍ତି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ ବିରୋଧରେ ସାମରିକ ଅଭିଯାନ ରୋକିଲା ଇରାନ, ଦେଲା କଡ଼ା ଚେତାବନୀ

08 Aug 2022 By The Sakala

ମହାକାଶରେ ପରମାଣୁ ଅସ୍ତ୍ର ମୁତୟନ କରିପାରେ ଆମେରିକା: ରୁଷ୍‌

ମସ୍କୋ: ୟୁକ୍ରେନକୁ ନେଇ ରୁଷ୍‌ ଏବଂ ଆମେରିକା ମଧ୍ୟରେ ଉତ୍ତଜେନା ଥମିବାର ନା ଧରୁନି। ଏବେ ରୁଷ୍‌ ଆମେରିକା ବିରୋଧରେ ଗୁରୁତର ଅଭିଯୋଗ ଲଗାଇଛି। ୟୁକ୍ରେନ ଯୁଦ୍ଧ ବାହାନାରେ ୱାଶିଂଟନ ମହାକାଶରେ ପରମାଣୁ ଅସ୍ତ୍ର ମୁତୟନ କରିପାରେ ବୋଲି କହିଛି। ଏଭଳି ସ୍ଥିତିରେ ଆମେରିକାକୁ ଜବାବ ଦେବା ପାଇଁ ରୁଷ୍‌ ମଧ୍ୟ ଏହି ପଦକ୍ଷେପ ଗ୍ରହଣ କରିପାରେ ବୋଲି କୁହାଯାଉଛି। ୨୦୦୮ରେ ଆମେରିକାର ଦୁଇ ଶତ୍ରୁ ରାଷ୍ଟ୍ର ରୁଷ୍‌ ଏବଂ ଚୀନ୍‌ ମହାକାଶ ବାହାରେ ସାମରିକୀକରଣକୁ ରୋକିବା ପାଇଁ ଅନ୍ତର୍ଜାତୀୟ ଚୁକ୍ତି ପ୍ରସ୍ତାବ ଦେଇଥିଲେ। ତେବେ ଆମେରିକା ଏହି ପ୍ରସ୍ତାବକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହି ଖାରଜ କରିଦେଇଥିଲା। ଏହି ଚୁକ୍ତି ନ ହେବାରୁ ମହାକାଶରେ ଅସ୍ତ୍ରଶସ୍ତ୍ର ମୁତୟନ ଲାଗି ରୁଷ୍‌ ଏବଂ ଚୀନ୍‌ ସ୍ବତନ୍ତ୍ର ହୋଇଯାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର