ୟୁକ୍ରେନର ଡନିପ୍ରୋ ସହରରେ ସକାଳୁ ସକାଳୁ ଋଷିଆର ମିଶାଇଲ ମାଡ, ୭ଗୁରୁତର ଆହତ

The Sakala Picture
Published On

କିଭ୍: ଥମିବାର ନା ଧରୁନି ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ସଂଘର୍ଷ। ଅନେକ ଦେଶ ଦୁଇ ଦେଶ ମଧ୍ୟରେ ଏହି ଯୁଦ୍ଧକୁ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି।  ସଦ୍ୟତମ ମିଳିଥିବ ରିପୋର୍ଟ ଅନୁଯାୟୀ, ଋଷିଆ ୟୁକ୍ରେନର ଡନିପ୍ରୋ ସହରରେ ଏୟାର ଷ୍ଟ୍ରାଇକ୍‌ କରିଛି। ନେପ୍ରୋପୋଟେସ ଅଞ୍ଚଳର ଗଭର୍ନର ସେରହି ଲିସାକ କହିଛନ୍ତି, ୟୁକ୍ରେନର ଡନିପ୍ରୋ ସହରରେ ସକାଳୁ ସକାଳୁ ଋଷିଆ ମିଶାଇଲ ମାଡ କରିଛି। ଯେଉଁଥିରେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ତିନି ଜଣ ପୁରୁଷ ଏବଂ […]

କିଭ୍: ଥମିବାର ନା ଧରୁନି ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ସଂଘର୍ଷ। ଅନେକ ଦେଶ ଦୁଇ ଦେଶ ମଧ୍ୟରେ ଏହି ଯୁଦ୍ଧକୁ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି।  ସଦ୍ୟତମ ମିଳିଥିବ ରିପୋର୍ଟ ଅନୁଯାୟୀ, ଋଷିଆ ୟୁକ୍ରେନର ଡନିପ୍ରୋ ସହରରେ ଏୟାର ଷ୍ଟ୍ରାଇକ୍‌ କରିଛି। ନେପ୍ରୋପୋଟେସ ଅଞ୍ଚଳର ଗଭର୍ନର ସେରହି ଲିସାକ କହିଛନ୍ତି, ୟୁକ୍ରେନର ଡନିପ୍ରୋ ସହରରେ ସକାଳୁ ସକାଳୁ ଋଷିଆ ମିଶାଇଲ ମାଡ କରିଛି। ଯେଉଁଥିରେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ତିନି ଜଣ ପୁରୁଷ ଏବଂ ଚାରିଜଣ ମହିଳା ଅଛନ୍ତି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦେଶବ୍ୟାପୀ ଏଲପିଜି ସଙ୍କଟ: ଟ୍ରେନରେ ରନ୍ଧା ଖାଦ୍ୟ ବନ୍ଦ କରିପାରେ IRCTC, ରନ୍ଧନ ବ୍ୟବସ୍ଥାର ବିକଳ୍ପ ବ୍ୟବହାର ପାଇଁ ପରାମର୍ଶ

24 Aug 2023 By The Sakala

ୟୁକ୍ରେନର ଡନିପ୍ରୋ ସହରରେ ସକାଳୁ ସକାଳୁ ଋଷିଆର ମିଶାଇଲ ମାଡ, ୭ଗୁରୁତର ଆହତ

କିଭ୍: ଥମିବାର ନା ଧରୁନି ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ସଂଘର୍ଷ। ଅନେକ ଦେଶ ଦୁଇ ଦେଶ ମଧ୍ୟରେ ଏହି ଯୁଦ୍ଧକୁ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି।  ସଦ୍ୟତମ ମିଳିଥିବ ରିପୋର୍ଟ ଅନୁଯାୟୀ, ଋଷିଆ ୟୁକ୍ରେନର ଡନିପ୍ରୋ ସହରରେ ଏୟାର ଷ୍ଟ୍ରାଇକ୍‌ କରିଛି। ନେପ୍ରୋପୋଟେସ ଅଞ୍ଚଳର ଗଭର୍ନର ସେରହି ଲିସାକ କହିଛନ୍ତି, ୟୁକ୍ରେନର ଡନିପ୍ରୋ ସହରରେ ସକାଳୁ ସକାଳୁ ଋଷିଆ ମିଶାଇଲ ମାଡ କରିଛି। ଯେଉଁଥିରେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ତିନି ଜଣ ପୁରୁଷ ଏବଂ ଚାରିଜଣ ମହିଳା ଅଛନ୍ତି ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର